ଏକ ନୂଆ ସଂପର୍କ ଗଢିବା ଏତେ ସଜହ ନୁହେଁ। ଯଦି ଗଢିହୋଇଯାଏ, ଏହାକୁ ସ୍ଥିର ରଖିବା ଆହୁରି କଷ୍ଟକର। ତେବେ ଏନେଇ ଅନେକ ଜିନିଷକୁ ଧ୍ୟାନରେ ରଖିବାକୁ ହୋଇଥାଏ। ସାମାନ୍ୟ ଭୁଲ୍ଟିଏ ମଧ୍ୟ ଏକ ଗଭୀର ସଂପର୍କକୁ ମୁହୂର୍ତ୍ତକରେ ଭାଙ୍ଗିଦେଇପାରେ।