• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hungry Thief

Hungry thief
ଚୋରି କରିବା ସମୟରେ ଚୋରକୁ ଲାଗିଲା ଭୋକ, ଖେଚୁଡ଼ି ରାନ୍ଧୁ ରାନ୍ଧୁ ଧରି ପକାଇଲା ପୋଲିସ୍

ଗୌହାଟିର ହେଙ୍ଗରାବାଡି ଅଞ୍ଚଳରେ ଥିବା ଏକ ଘରେ ଚୋରି କରିବାକୁ ପହଞ୍ଚିଥିଲା ଚୋର । ଘରେ କେହି ନଥିବା ଦେଖି ଘରେ ପଶିବା ପାଇଁ ତାକୁ ସୁବିଧା ହୋଇଥିଲା । ଚୋରି କରିବ କ’ଣ, ତାକୁ ପ୍ରବଳ ଭୋକ ଲାଗିଥିଲା । ଆଉ ଭୋକ ଲାଗିବାରୁ ଖେଚୁଡ଼ି ତିଆରି କରି ଖାଇବାକୁ ଚିନ୍ତା କରିଥିଳା ।