• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Diabetes

Five yogasana to balance Diabetes
World Diabetes Day 2024: ବଢିଚାଲିଛି ମଧୁମେହ ରୋଗ; ଜାଣନ୍ତୁ ୫ ଯୋଗ, ଯାହା ଏଥିରୁ ଦେବ ମୁକ୍ତି

ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ରୋଗୀଙ୍କଠାରେ ଅଧିକ ଶର୍କରାକୁ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ।

Diabetes
ମଧୁମେହ-ହୃଦରୋଗୀଙ୍କ ପାଇଁ ଖୁସି ଖବର, ରୋଗରୁ ଉପଶମ ଦେବ ସ୍ୱତନ୍ତ୍ର ଚା'

ମଧୁମେହ ରୋଗରୁ ଉପଶମ ଦେବ ଚା' । କିଡନୀ, ହୃଦରୋଗ ଓ ଗଣ୍ଠିବାତ ସମସ୍ୟା ପାଇଁ ହେବ ଲାଭଦାୟୀ ।

if you have diabetes find out you can eat rice or not
Nutrients: ଆପଣଙ୍କର ଡାଏବେଟିସ୍ ଅଛି କି... ଭାତ ଖାଇ ପାରିବେ ନା ନାହିଁ ଜାଣନ୍ତୁ….

ଡାଏବେଟିସ୍ ଥିଲେ ଭାତ ଖାଇବାରେ ପ୍ରତିବନ୍ଧକ ଲଗାଯାଏ। କେହି କେହି ତ ଭାତ ଖାଇବା ପୂରା ବନ୍ଦ ହିଁ କରିଦିଅନ୍ତି। ତେବେ ସତରେ କ'ଣ ଭାତ ବନ୍ଦ କରି କେବଳ ରୁଟି ଖାଇବା ଦ୍ୱାରା ଡାଏବେଟିସ୍ ନିୟନ୍ତ୍ରଣରେ ରୁହେ? ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।

Slapping therapy can treat diabetes blood sugar
Slapping Therapy: ଅଜବ ଚିକିତ୍ସା; ମଧୁମେହ ଓ ରକ୍ତଚାପକୁ ଦୂର କରୁଛି ଶକ୍ତ ଚାପୁଡ଼ା !

ମଧୁମେହ - ରକ୍ତଚାପର ଚିକିତ୍ସା ଭଲ କରିବାକୁ ଅଦ୍ଭୁତ ଉପାୟ। ତେବେ ଏହା କ’ଣ କେବଳ ଅନ୍ଧବିଶ୍ୱାସ ନା ଏହା ପଛରେ କିଛି ବିଜ୍ଞାନ ରହିଛି? ଆସନ୍ତୁ ଜାଣିବା…

What should be the diet of pregnant women with diabetes
Nutrients: ମଧୁମେହ ଥିବା ଗର୍ଭବତୀ ମହିଳାଙ୍କ ଖାଦ୍ୟାଭ୍ୟାସ କିପରି ହେବା ଉଚିତ

ଆମର ଖାଦ୍ୟପେୟ ଓ ଜୀବନଶୈଳୀ ଏପରି ବଦଳିଗଲାଣି ଯେ ଆମେ ଡାଇବେଟିସ୍, ଏସିଡିଟି ପରି କିଛି ଜୀବନଶୈଳୀ ସମ୍ୱନ୍ଧିତ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ ଅଧିକ। ତେବେ ଆଜି ଆମେ ଜାଣିବା ଯଦି ଜଣେ ଡାଇବେଟିସ୍ ଥିବା ମହିଳା ଗର୍ଭଧାରଣ କରନ୍ତି ତେବେ ତାଙ୍କ ପାଇଁ କ’ଣ ଖାଦ୍ୟପେୟ ରହିବା ଜରୁରୀ।

How to control diabetes in home remedies
National Nutrition Week 2023: ରୋଷେଇ ଘରର ଏହି ୪ଟି ଜିନିଷ ମଧୁମେହର ପରମ ଶତ୍ରୁ

ଆୟୁର୍ବେଦରେ ଅନେକ ଔଷଧ ଅଛି ଯାହା ମଧୁମେହକୁ ଭଲ କରିପାରେ। ଏହି ଔଷଧଗୁଡ଼ିକ ରୋଷେଇ ଘରେ ସହଜରେ ମିଳିଯାଏ। କିନ୍ତୁ ଏହି ଜିନିଷଗୁଡ଼ିକ ରକ୍ତ ଶର୍କରାକୁ ଶୀଘ୍ର ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି। ଆସନ୍ତୁ ଏମିତି ୪ଟି ଜିନିଷ ଉପରେ ନଜର ପକେଇନେବା।

health benefits of spine gourd for cholesterol diabetes and high blood pressure
Health Tips: କାଙ୍କଡରେ ରହିଛି ଏମିତି ଗୁଣ, ଓଜନ କମେଇବା ସହ କର୍କଟ, ମଧୁମେହ ରକ୍ତଚାପକୁ ନିୟନ୍ତ୍ରଣ କରିବ

କାଙ୍କଡ ଏପରି ଏକ ବିଶେଷ ପ୍ରକାରର ପନିପରିବା, ଯାହା ସାହାଯ୍ୟରେ କୋଲେଷ୍ଟ୍ରଲ୍‌ ସ୍ତରକୁ ନିୟନ୍ତ୍ରଣ କରିବାରେ ସହଜ ହୋଇଯାଏ। ତେବେ ଆସନ୍ତୁ ଏହି ପରିବାର ଅନ୍ୟାନ୍ୟ ଉପକାରିତା ବିଷୟରେ ଜାଣିନେବା।

Consume 3 grams of cumin for three months avoid serious issues like obesity
Health Tips: ଜିରାର ଚମତ୍କାରିତା; ମୋଟାପା କମାଏ, କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ

ରୋଷେଇ ବେଳେ ଖାଦ୍ୟକୁ ସୁଆଦିଆ କରିବା ପାଇଁ ଜିରା ପ୍ରାୟ ପ୍ରତିଦିନ ବ୍ୟବହୃତ ହେଉଥିବାବେଳେ ଜିରା ମଧ୍ୟ ପେଟରେ ସୃଷ୍ଟି ହେଉଥିବା ବଦହଜମି ଏବଂ ଗ୍ୟାସ୍ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁ ବ୍ୟବହୃତ ହୁଏ। ଖାଲି ଏତିକି ନୁହେଁ, ଏହା ଅନେକ ଗମ୍ଭୀର ରୋଗକୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

5 fantastic benefits of eating snake gourd
Health Tips: ମଧୁମେହ ଓ କିଡ୍‌ନୀ ସମସ୍ୟା ପାଇଁ ରାମବାଣ ପରି କାମ କରେ ଛଚିନ୍ଦ୍ରା

ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ଏତେ ଲାଭଦାୟକ ଯେ ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଆଜି ଛଚିନ୍ଦ୍ରାର ପୁଷ୍ଟିକର ଗୁଣ ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା।

5 most powerful fruits for diabetes patients
Health Tips: ଏହି ୫ ମିଠା ଫଳ ସୁଗାର ଲେବଲ୍‌କୁ ନିୟନ୍ତ୍ରଣ କରିବ

ପ୍ରାୟତଃ କୁହାଯାଏ ଯେ ମଧୁମେହ ରୋଗୀମାନେ ମିଠା ଫଳ ଖାଇବା ଉଚିତ୍ ନୁହେଁ। ଏହା କିନ୍ତୁ ସମ୍ପୂର୍ଣ୍ଣ ଠିକ୍ ନୁହେଁ। ଅଳ୍ପ ପରିମାଣର ଫଳ ଖାଇବା ଦ୍ୱାରା ସୁଗାର ଲେବଲ୍‌ରେ କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ଏମିତି କିଛି ଫଳ ଅଛି ଯାହା ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ICMR study
ଭାରତର ୧୦ କୋଟି ଲୋକ ଡାଇବେଟିସରେ ଆକ୍ରାନ୍ତ

ଏହି ସର୍ଭେ ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୋକଙ୍କୁ ନେଇ କରାଯାଇଥିଲା

World diabetes day its theme and history
ଆଜି ବିଶ୍ୱ ମଧୁମେହ ଦିବସ: ମଧୁମେହକୁ ରୋକିବ ସନ୍ତୁଳିତ ଜୀବନଶୈଳୀ

ବିଶ୍ୱ ଆଜି ମଧୁମେହରେ ପୀଡିତ। ତଥ୍ୟ ଅନୁଯାୟୀ ପ୍ରତିବର୍ଷ ୪୩ ଲକ୍ଷ ରୋଗୀ ମଧୁମେହରେ ମୃତ୍ୟୁ ବରଣ କରୁଛନ୍ତି। ଏନେଇ ଏ ବିଷୟରେ ଜନ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ୧୪କୁ ‘ବିଶ୍ୱ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି। ଆସନ୍ତୁ ଜାଣିବା କିପରି ଏଥିରୁ ମିଳିବ ମୁକ୍ତି।

These information below get rid from diabetes
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି? ପଢ଼ନ୍ତୁ ନିମ୍ନରେ ଦିଆଯାଇଥିବା କିଛି ତଥ୍ୟ

ସାଧାରଣତଃ ରକ୍ତରେ ସୁଗାର ଅଧିକ ବାହାରିବା ମାତ୍ରେ ଲୋକେ ପାରମ୍ପରିକ ଖାଦ୍ୟ ଛାଡି କଞ୍ଚା ପରିବା, ଫଳ ଆଦି ଖାଇବା ଆରମ୍ଭ କରିଦିଅନ୍ତି। କିଛି ଲୋକ ତ ଅନ୍ୟମାନଙ୍କଠୁ ଶୁଣି କଲରା ଜୁସ୍, ନିମ ପିତା ଆଦି ଖାଇବା ଆରମ୍ଭ କରିଦିଅନ୍ତି, ଯାହାକି ପରେ ଅନ୍ୟ ଶାରୀରିକ ଅସୁବିଧାକୁ ଡାକିଆଣେ। ଏବେ ଆସନ୍ତୁ ଜାଣିନେବା ଜଣେ ଡାଇବେଟିକ୍ ରୋଗୀର ଦିନସାରାର ଖାଦ୍ୟ ତାଲିକା।

Diabetes
ଚର୍ମର ସଂକେତ କହିବ ମଧୁମେହର ଲକ୍ଷଣ

ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ଆଜି ସାରା ବିଶ୍ୱରେ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୀବନରେ ଚାପ ଏବଂ ବେପରୁଆ ଖାଇବା ଅଭ୍ୟାସ ହେତୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସାଧାରଣ ଜୀବନର ଏକ ଅଂଶ ପାଲଟିଗଲାଣି। ଯୁବବର୍ଗ ମଧ୍ୟ ଏଥୁରୁ ମୁକୁଳୁ ନାହାନ୍ତି। ସେମାନେ ବି ମଧୁମେହ ରୋଗରେ ପୀଡିତ ହେବା ଆରମ୍ଭ କରିଛନ୍ତି। ମଧୁମେହ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରେ।