• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Video Goes Viral

Viral Video
ବାପାର ଆଖି ସାମ୍ନାରେ ପୁଅକୁ ଖାଇଗଲା ସାର୍କ, ଦେଖନ୍ତୁ ଭିଡିଓ...

ସମୁଦ୍ର ଭିତରେ ଗୋଟିଏ ସାର୍କ ଜଣେ ଯୁବକଙ୍କୁ ଅତି ଭୟଙ୍କର ଭାବେ କାମୁଡ଼ି ଖାଉଛି ।

Video of man rescuing snake
ଅହିରାଜକୁ ଉଦ୍ଧାର ପାଇଁ ଯାଇଥିଲେ...ଚୋଟ ମାରିବାକୁ ଗୋଡାଇଲା ସାପ

ସାହାଯ୍ୟ ବୁଝିଲାନି ସାପ। କୂଅ ଭିତରୁ ଉଦ୍ଧାର ପାଇଁ ଯାଇଥିଲେ ଯୁବକ...ପାଣିରୁ ଉଦ୍ଧାର ବେଳେ ବାରମ୍ବାର ଚୋଟ ମାରିବାକୁ ଉଦ୍ୟମ କରୁଥିଲା ଅହିରାଜ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

video goes viral
ଟ୍ରେନ୍‌ ସିଟ୍‌ ପାଇଁ ଚୁଟି ଝିଙ୍କାଝିଙ୍କି...ଶାଢୀ ଟଣାଟଣି...

ଚଳନ୍ତା ଟ୍ରେନ୍‌ରେ ସିଟ୍‌ ପାଇଁ ଦୁଇ ମହିଳାଙ୍କ ଭିତରେ ଖଣ୍ଡଯୁଦ୍ଧ। ଦୁହେଁ ଦୁହିଁଙ୍କର ଚୁଟି ଟାଣିଲେ, ଉଭୟ ଉଭୟଙ୍କୁ ବହେ ଛେଚିଲେ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

groom takes brides blessings
କନ୍ୟାଙ୍କୁ ମୁଣ୍ଡିଆ ମାରିଲେ, ଆଶୀର୍ବାଦ ନେଲେ ବର, ଭିଡିଓ ହେଲା ଭାଇରାଲ

ହିନ୍ଦୁ ଧର୍ମରେ ପତିଙ୍କୁ ପରମେଶ୍ୱର କୁହାଯାଏ। ଏପରିକି ପର୍ବପର୍ବାଣୀରେ ପତ୍ନୀମାନେ ପତିଙ୍କୁ ମୁଣ୍ଡିଆ ମାରିବାର ପ୍ରଥା ରହିଛି। ହିନ୍ଦୁ ପରମ୍ପରା ଅନୁଯାୟୀ, ବିବାହ ପରେ ସ୍ତ୍ରୀ ସ୍ୱାମୀଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଇ ନୂଆ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥାଏ। ହେଲେ ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବାର ପ୍ରଥା ଦେଖିଛନ୍ତି କି ?

Blackmail by unknown lady
ଭିଡିଓ କଲିଂ କରି ଡ୍ରେସ୍ ଖୋଲିଦେଲେ ଯୁବତୀ, ଫସିଗଲେ ଯୁବକ !

ରାତିରେ ମୋ ପାଖକୁ ଜଣେ ଯୁବତୀଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା। ମୁଁ ତାଙ୍କୁ ଜାଣିନଥିଲି। ମୁଁ ଆସେପ୍ଟ କରିବା ପରେ ସେ ପ୍ରଥମେ ମୋ ସହ ଭଲରେ କଥା ହେଲେ। ତା ପରେ ଫେସ୍‌ବୁକ୍‌ରୁ ଡାଟା ସଂଗ୍ରହ କରିବା ଆରମ୍ଭ କରିଦେଲେ।