• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ଶୁକ୍ରବାର ।ଚନ୍ଦ୍ର – ମକର ପ୍ରାତଃ ୦୬.୦୧ ଗତେ କୁମ୍ଭ,ତିଥି – ୬ଷ୍ଠୀ ଦିବା ୦୪.୨୧ ଗତେ ୭ମୀ,ଘାତ ଚନ୍ଦ୍ର – ସିଂହ ପ୍ରାତଃ ୦୬.୦୧ ଗତେ ମିଥୁନ, ମୀନ,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ଦିବା ୦୪.୨୧ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ

ଶୁଭ ସମୟ:

ପ୍ରାତଃ ୦୬.୦୩ ରୁ ୦୬.୫୬

ଦିବା ୧୨.୧୨ ରୁ ୦୨.୫୦

ସନ୍ଧ୍ୟା ୦୬.୨୦ ରୁ ୦୮.୩୦

ରାତ୍ରି ୧୨.୫୦ ରୁ ୦୩.୦୦

ରାତ୍ରି ୦୩.୪୪ ରୁ ୦୫.୧୦

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୦୭ ରୁ ୧୧.୪୫

କାଳବେଳା – ଦିବା ୧୦.୦୭ ରୁ ୧୧.୪୫

ବାରବେଳା – ଦିବା ୦୮.୨୮ ରୁ ୧୦.୦୭

କାଳରାତ୍ରି – ରାତ୍ରି ୦୯.୦୩ ରୁ ୧୦.୨୪