• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar

Crime
ଭୁବନେଶ୍ୱର ପ୍ରେସ୍‌ଛକ ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତ ଗିରଫ, ଜାଣନ୍ତୁ ପୁରା ଘଟଣା

ଗତକାଲିର ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ । ଏମାନଙ୍କୁ ଖୋଜି ଧରିବା ପରେ ଏବେ ଖୋଳତାଡ଼ ଚାଲିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛି ।

Digital Kiosk
ଭୁବନେଶ୍ୱର ଡିଜିଟାଲ୍‌ କିଓସ୍କରେ ବ୍ଲୁ ଫିଲ୍ମ !

ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା ଡିଜିଟାଲ୍‌ କିଓସ୍କରେ ଅଶ୍ଲୀଳ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦ରୁ ୧୫ ମିନିଟ ଧରି ଅଶ୍ଲୀଳ ଭିଡିଓ ଚାଲିଥିବା ସୂଚନା ମିଳିଛି।

murder
ପୁଣି ରକ୍ତରଂଜିତ ରାଜଧାନୀ ! ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରି ମାରି ହତ୍ୟା

ଛୁରାମାଡ଼ରେ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ଦୁର୍ବୃତ୍ତ ମାନେ ଚିଣ୍ଟୁ ଏବଂ ଆଉ ଜଣଙ୍କୁ ଛୁରାମାଡ଼ କରିଥିଲେ । ଫଳରେ ଚିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

Biju Patnaik Police Academy
ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ

୨୦୨୦-୨୧ ବର୍ଷରେ ଗେଜେଟେଡ୍ ଅଫିସର୍ସ ବର୍ଗରେ ଏହି ଟ୍ରେନିଂ ସେଣ୍ଟରକୁ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ଭାବେ ପୁରୁସ୍କୃତ ହେବା ପରେ ଟ୍ରେନିଂ ସେଣ୍ଟରକୁ ଦିଆଯିବ ୨୦ ଲକ୍ଷର ପୁରସ୍କାର ରାଶି ।

OPSC
ନିରାଶ ହେଲେ ଆଶାୟୀ OPSC ପରୀକ୍ଷାର୍ଥୀ, ସରକାର କହିଲେ କଟକଣାରେ ହେବ ପରୀକ୍ଷା

ଜାନୁଆରୀ ୨୩ ତାରିଖରେ ହେବ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା । ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟ କଲେ ଲୋକସେବା ଆୟୋଗ ସଚିବ । ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ।

Mask
ଭୟଙ୍କର ହେଉଛି ସଂକ୍ରମଣ ! ସୁରକ୍ଷା ଦେଇପାରିବ ମାସ୍କ, ହେଲେ କେଉଁ ମାସ୍କ ସବୁଠୁ ଭଲ ?

ଓମିକ୍ରନ୍‌ ଭ୍ୟାରିଆଣ୍ଟ ତଥା କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି ।

Corona
କରୋନାର କରାଳ ଭୟ ମଧ୍ୟରେ ବିଶେଷଜ୍ଞ ଦେଲେ ଖୁସି ଖବର

କରୋନା ୩ୟ ଲହର ସଂପର୍କରେ ବିଶେଷଜ୍ଞ ତଥା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ୩ୟ ଲହରରେ ଗଳାବ୍ୟଥାରୁ ଲକ୍ଷଣ ଆରମ୍ଭ ହେଉଛି । ଦେହହାତ ଘୋଳାବିନ୍ଧା ହେଉଛି ।

AIIMS BHUBANESWAR
ଏମ୍‌ସ୍‌ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ, ୧୭ରୁ ଓପିଡି ବନ୍ଦ

ଡେ କେୟାର, ରେଡିଓ ଥେରାପି, ଡାଇଲିସିସ୍, ଟ୍ରମା ଏବଂ ଏମରଜେନ୍ସି, ଆଇପିଡି, ଟେଲି ମେଡିସିନ ଓ ଟେଲିକନସଲଟେସନ, ପଲମୋନାରି, ବୟସ୍କଙ୍କ ପାଇଁ ଟିକା, କୋଭିଡ ଟିକାକରଣ ଆଦି ଜାରି ରହିବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି । 

Odisha Politics
ପଞ୍ଚାୟତ ନିର୍ବାଚନ: ଆଶାୟୀଙ୍କ ପ୍ରବଳ ଭିଡ଼ ଛିଣ୍ଡୁନି ଅଙ୍କ, ଅକଳରେ ପଡ଼ିଲାଣି BJD !

ଛିଡ଼ୁନି ପ୍ରାର୍ଥୀ ବଛା ଅଙ୍କ । ସବୁଠୁ ଅଧିକ ମୁଣ୍ଡବିନ୍ଧା ବଢିଛି ଶାସକ ବିଜେଡିରେ । ଦଳ ପାଇଁ ପ୍ରାର୍ଥୀ ଚୟନ ଯେତିକି ବଡ କଥା ନୁହେଁ ତାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଛି ଟିକେଟ କଟୁଥିବା ନେତାଙ୍କୁ ସନ୍ତୁଷ୍ଟି ।

Corona
ବିଗିଡ଼ିଲାଣି କରୋନା ସ୍ଥିତି ! ଜଣେ ଓମିକ୍ରନ୍‌ ଚିହ୍ନଟ ଅର୍ଥାତ୍‌ ଆଉ ୬୦ରୁ ୯୦ ଜଣ ଆକ୍ରାନ୍ତ..

ଫୋନ୍ ଯୋଗେ ଡାକ୍ତରୀ ପରାମର୍ଶ ବା ଟେଲିମେଡିସିନ୍ ଉପରେ ଗୁରୁତ୍ୱ । ରୋଗୀଙ୍କ ଭଲ ପାଇଁ ଏ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏ

Home Quarantine
କାହାକୁ ମିଳିବ ହୋମ କ୍ୱାରେଣ୍ଟିନ୍‌ ଅନୁମତି ! ଜାରି ହେଲା ଗାଇଡ୍‌ଲାଇନ୍‌

ସାମାନ୍ୟ ଲକ୍ଷଣ ତଥା ଲକ୍ଷଣହୀନ କରୋନା ସଂକ୍ରମିତ, ହୋମ୍ ଆଇସୋଲେସନରେ ରହିପାରିବେ ବୋଲି ମାର୍ଗଦର୍ଶିକା ଜାରି କରାଯାଇଛି । ଖାଲି ସେତିକି ନୁହେଁ ୬୦ରୁ ଉର୍ଦ୍ଧ୍ୱ ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିବ ।

BMC
BMCରେ ବଢ଼ିଲା କଣ୍ଟେନ୍‌ମେଣ୍ଟ, କଟକର ୩ କୋର୍ଟ ହେଲା ସିଲ୍‌

ଶ୍ରୀରାମନଗର ୫୯ ନଂ ୱାର୍ଡର ଗୋଟିଏ ପ୍ଲଟ୍‌ କଣ୍ଟେନମେଣ୍ଟ । IRC ଭିଲେଜ ସ୍ଥିତ UBI ଆଞ୍ଚଳିକ ଶାଖାର ପ୍ରଥମ ମହଲା କଣ୍ଟେନମେଣ୍ଟ । ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ, ଡୋଭ୍ ଆପର୍ଟମେଣ୍ଟ ବି କଣ୍ଟେନମେଣ୍ଟ ।

Rainfall Alert
୯ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଆସନ୍ତାକାଲି ଯାଏ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ସହ କୁଆପଥର ମାଡ଼ ହୋଇପାରେ। ଗତ ୨୪ ଘଣ୍ଟାରେ ଢେଙ୍କାନାଳ ଭୁବନରେ ସର୍ବାଧିକ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Covid test Guidelines
କରୋନା ସଂକ୍ରମଣର ୧୦ ହଜାର ଟ୍ରେଣ୍ଡ୍‌ରେ ଓଡ଼ିଶା

 ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୧୧ ହଜାର ୮୭୯କୁ ବୃଦ୍ଧି ହୋଇଛି।

Odisha Chief Secretary
ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି

ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ଯାଏ ବୃଦ୍ଧି କରଯାଇଛି। ୧୯୮୬ ବ୍ୟାଚ୍‌ର ଏହି ଆଇଏଏସ ଅଧିକାରୀଙ୍କ ଚାକିରି କାଳ ଆସନ୍ତା ଫେବୃଆରୀ ୨୮ ତାରିଖରେ ସମ୍ପୂର୍ଣ୍ଣ ହେଉଥିଲା।

Bhubaneswar Mayor
ମେୟର ପାଇଁ ଅଙ୍କ କଷିଲେଣି ସବୁ ଦଳ, ବିଜେଡିରେ ବଢ଼ୁଛି ଆଶାୟୀଙ୍କ ସଂଖ୍ୟା

ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଚର୍ଚ୍ଚା, କିଏ- କାହାକୁ ମିଳିବ ସିଂହାସନ ? ଯଦିଓ ଆପତ୍ତି ଅଭିଯୋଗ ଲାଗି ୧୫ ଦିନ ସମୟ ପରେ ନିଷ୍ପତ୍ତି ଚୂଡାନ୍ତ ହେବ ।

Social Media
ପଞ୍ଚାୟତ ନିର୍ବାଚନ: ଏଥର ଫେସ୍‌ବୁକ୍‌-ୱାଟ୍‌ସଆପ୍‌ ହିଁ ନେତାଙ୍କ ସାହା ଭରସା

ପ୍ରାର୍ଥୀମାନେ ଡିଜିଟାଲ୍ କ୍ୟାଂପେନ୍ କରିବା ସହିତ ଭର୍ଟୁଆଲ୍ ମିଟିଂ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ କରିବେ ଉଦ୍ୟମ । ଆସିବ ପ୍ରାର୍ଥୀଙ୍କ ଭିଡଓ ବାର୍ତ୍ତା । ଫୋନ୍ କଲ୍‌ରେ ବି ହେବ ଭୋଟ୍ ନିବେଦନ ସବୁ ଦଳ ବି ଡିଜିଟାଲ୍ ମୋଡ୍‌ରେ କ୍ୟାଂପେନିଂ ପାଇଁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ରାଟେଜି ।

Rainfall Alert
୧୬ ଯାଏଁ ବର୍ଷିବ ! ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।

OPSC
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଆସନ୍ତା ୨୦ ତାରିଖରୁ ଫେବ୍ରୁଆରୀ ୮ ତାରିଖ ଯାଏଁ ଅଛି ମେନ୍ ପରୀକ୍ଷା । ଏନେଇ ପୂର୍ବରୁ ସୂଚୀ ସ୍ଥିର ହୋଇଛି ।

Surekha Palai Death Case
ବିବାହ କରିବାକୁ ଜିଦ୍‌ କଲା, ବିଫଳ ହେବାରୁ ଚରମ ନିଷ୍ପତ୍ତି...

ସୁରେଖାଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ପୋଲିସ୍ ସ୍ପଷ୍ଟ କରିଛି। ଏହା ପଛରେ ରହିଛି ସୁରେଖାଙ୍କ ବୟଫ୍ରେଣ୍ଡଙ୍କ ସମ୍ପୃକ୍ତି।

Corona Cases In Odisha
ପିକ୍‌ ସମୟରେ ଓଡ଼ିଶାରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁବ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ପିକ୍ ଛୁଇଁବ କରୋନା ସଂକ୍ରମଣ। ପିକ୍ ଛୁଇଁଲା ବେଳେ ଦୈନିକ ୩୦ ହଜାରରୁ ଅଧିକ ରହିବ ସଂକ୍ରମଣ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି।

Inter-State Brown Sugar Syndicate Unearthed
ଉପରେ ଚାଲିଥିଲା ମାଛ ହୋଲ୍‌ସେଲିଂ, ଭିତରେ ହେଉଥିଲା ଧଳାଜହରର କଳା କାରବାର

ଉପରେ ମାଛ ହୋଲ୍‌ସେଲିଂ, ଭିତରେ ଧଳାଜହର(ବ୍ରାଉନସୁଗର) କଳା କାରବାର। ଆନ୍ତରାଜ୍ୟ ବ୍ରାଉନସୁଗର ବେପାରୀ ଲଲନ ଶାହା ଧରାପଡ଼ିବା ପରେ ଜଳେଶ୍ୱର ଧଳାଜହର କାରବାରର ଗୁମର ଖୋଲିଛି।

Odisha Panchayat Polls
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି 

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି। 

Surekha Palai death case
ହଟିଲା ସୁରେଖା ମୃତ୍ୟୁ ରହସ୍ୟ ଉପରୁ ପରଦା, ବନ୍ଧା ହେଲା ବୟଫ୍ରେଣ୍ଡ୍‌

ଭରତପୁରରେ ଯୁବତୀ ସୁରେଖା ପଲେଇ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସମେତ ୩ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଘଟଣା ପରେ ମାଡ଼ ଭୟରେ ବୟଫ୍ରେଣ୍ଡ୍‌ ଫେରାର ହୋଇଯାଇଥିଲା। 

Corona Cases In Odisha
ଦିନକରେ ଓଡ଼ିଶାରେ ୧୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।