• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

death
ରାଜଧାନୀରେ ଚାଞ୍ଚଲ୍ୟ : ୮ ମହଲାରୁ ପଡ଼ି ଆଇନ୍‌ ଛାତ୍ର ମୃତ

ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡ଼ି ଯୁବକ ମୃତ

 ossc exam question paper
OSSC ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି: ପ୍ରଶ୍ନ ପଢ଼ିବା ମୁସ୍କିଲ, ଉତ୍ତର କେମିତି ଦେବେ ପରୀକ୍ଷାର୍ଥୀ ?

ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମଧ୍ୟ ଏ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

new guidelines
ଆଉ ଚଳିବନି ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନମାନି; ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ

ପରିବହନ ବିଭାଗ ଜାରି କରିଛି ‘ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡ୍ଲାଇନ୍ସ- ୨୦୨୩’ । ଦେଶର ଷଷ୍ଠ ରାଜ୍ୟ ଭାବେ ଏଭଳି ଗାଇଡଲାଇନ୍ ଆଣିଛି ଓଡ଼ିଶା । ବିଜ୍ଞପ୍ତି ଅନୁସାରେ, ଏକ ହଜାର ପର୍ଯ୍ୟନ୍ତ କ୍ୟାବ୍ ଓ ଦୁଇ ଚକିଆ ଗାଡ଼ି ଚଳାଚଳ ପାଇଁ ୧ ଲକ୍ଷ ଟଙ୍କା, ୧୦ ହଜାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଇଁ STA ନିକଟରେ ଅଢ଼େଇ ଲକ୍ଷ ଟଙ୍କା ସିକ୍ୟୁରିଟି ରାଶି ଜମା କରିବେ ଅନଲାଇନ୍ ଏଗ୍ରିଗେଟର । ପ୍ରତି ୫ ବର୍ଷରେ ଲାଇସେନ୍ସ ନବୀକରଣ କରିବେ ।

akshaya tritiya
ଅକ୍ଷୟ ତୃତୀୟା ପାଇଁ ଗହଣା ଦୋକାନରେ ଗ୍ରାହକଙ୍କ ଖଚାଖଚ୍ ଭିଡ଼, ସପ୍ତାହେ ଯାଏଁ ଲାଗିଛି ଅଫର

ମହିଳାମାନେ ଭଳିକି ଭଳି ଡିଜାଇନର ଗହଣା ଦେଖି ଖୁସି ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ପିଛା ୫୫ ହଜାର ୭୦ ଟଙ୍କା ଦର ଥିବାବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ପିଛା ୬୧ ହଜାର ୪୧ଟଙ୍କା ରହିଛି ।

new BJD office
ଗରିବ ରାଜ୍ୟରେ ଧନୀ ପାର୍ଟି ଅଫିସ୍ କାହଁକି ?

ଗରିବ ରାଜ୍ୟରେ ହୋଇଛି ଧନୀ ଦଳର ଧନୀ ପାର୍ଟି ଅଫିସ୍ । ବିଜେଡି ଦ୍ୱିତୀୟ ଆଂଚଳିକ ଧନୀ ଦଳ ହୋଇଥିବାବେଳେ ନବୀନ ହେଉଛନ୍ତି ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ଆଉ ସେଭଳି ଢାଂଚାରେ ତିଆରି ହୋଇଛି ଦଳର ମୁଖ୍ୟାଳୟ । ପୂରା କର୍ପୋରେଟ୍ ଅଫିସ୍ ଭଳି ହୋଇଛି ନୂଆ କାର୍ଯ୍ୟାଳୟ ।

bjb college
ବିଜେବି ଛାତ୍ରଙ୍କୁ ମାଡ଼ ଘଟଣା : ୪ ଅଣଛାତ୍ର ଗିରଫ

କଲେଜ୍‌ ପରିସରରେ ଆତଙ୍କରାଜ ଘଟାଇ ଶେଷରେ ବନ୍ଧାହେଲେ ।

Sura Routroy
‘୧୧୦ କୋଟି ଟଙ୍କାର ଘର, କୌଣସି ଷ୍ଟାର ହୋଟେଲ ମଧ୍ୟ ଏମିତି ନଥିବ’

ଏଥିସହିତ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ, ‘ବର୍ତ୍ତମାନ ଯେଉଁଭଳି ରାଜ୍ୟରେ ସରକାର ଚାଲିଛି, କର୍ପୋରେଟରମାନେ ମନକୁ ପାଇସାଦେଇ ଚାଲିଯାଉଛନ୍ତି ।

Thrashed over car parking in bhubaneswar
ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ୱରରେ ମାର୍‌ପିଟ୍‌, ରଣକ୍ଷେତ୍ର ପାଲଟିଲା ହଲ୍‌ ପରିସର...

ଗାଡ଼ି ପାର୍କିଂକୁ ନେଇ ହଲ୍‌ ପରିସରରେ ହଙ୍ଗାମା। ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଗଣ୍ଡଗୋଳ ଓ ମାର୍‌ପିଟ୍‌। ଭୁବନେଶ୍ୱର ମହାରାଜା ହଲ୍ ପରିସରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

Woman Deadbody Found From Train Toilet
ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍‌ ଟଏଲେଟ୍‌ରୁ ମିଳିଳା ମହିଳାଙ୍କ ମୃତଦେହ

ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍‌ ଟଏଲେଟ୍‌ରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Three students of BJB College injured after allegedly being attacked over a cricket match
କ୍ରିକେଟ ଖେଳକୁ ନେଇ ମହାଭାରତ: ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ଼

କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ଼।  ଅଣଛାତ୍ରଙ୍କ ଛୁରାମାଡ଼ରେ ୩ ଛାତ୍ର ଆହତ ହୋଇଛନ୍ତି।

Indian Army, Sahid Jawan
ଭୁବନେଶ୍ୱରରେ ସହିଦ ଯବାନଙ୍କ ପାର୍ଥିବ ଶରୀର

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମର ଶରୀରକୁ ଶେଷ ଦର୍ଶନ କରିଛନ୍ତି ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ।

sells toys on road
ପାଗଳ କରିଛି ପାଠ ନିଶା : ଟଙ୍କା ପାଇଁ ଖେଳନା ବିକୁଛନ୍ତି ବିଜ୍ଞାନ ଛାତ୍ର

ସ୍ୱପ୍ନ ତାଙ୍କୁ ଶୁଆଇ ଦେଉନି । ଅଧ୍ୟାପକ ହେବାର ନିଶା ତାଙ୍କୁ ପାଗଳ କରିଦେଇଛି । ଘରର ଆର୍ଥିକ ଅବସ୍ଥା ବି ଭଲ ନାହିଁ । ହେଲେ ବାପା-ମାଆଙ୍କୁ ନଜଣାଇ କଲେଜ୍‌ରେ କ୍ଲାସ୍‌ ସାରି ରାସ୍ତା କଡରେ ଖେଳନା ବିକୁଛନ୍ତି । ସ୍ୱପ୍ନ ପୂରଣ ଲାଗି ଦିନରାତି ପରିଶ୍ରମ କରୁଛନ୍ତି ସୌରୀ

Unexplained fires
ଆଶ୍ଚର୍ଯ୍ୟ ! ଅଛି ଅଛି ଘରେ ଲାଗୁଛି ନିଆଁ...ଲିଭେଇଲେ ବି ଲିଭୁନି

ଆଶ୍ଚର୍ଯ୍ୟ ! ଅଛି ଅଛି ଘରେ ନିଆଁ ଲାଗିଯାଉଛି । ହୁତୁହୁତୁ ହୋଇ ଜଳୁଛି ପାଳ ସହିତ ଘର । ଦମକଳ ନିଆଁ ଲିଭାଇବା ପରେ ବି ଜଳୁଛି । ୩ ଦିନ ହେଲାଣି ଡରିଡରି ବଞ୍ଚୁଛନ୍ତି ଗାଁ ଲୋକେ

class in Vacation
ଅନଲାଇନରେ ପିଲାଙ୍କ ଡାଉଟ୍‌ କ୍ଲିୟରିଂ କ୍ଲାସ୍, ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ଚିନ୍ତା

ଖରାଛୁଟିରେ ଅନ୍ ଲାଇନ୍ ଜରିଆରେ ଡାଉଟ କ୍ଲିୟରିଂ କ୍ଲାସ୍ କରାଯାଉଥିବାରୁ ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ପିଲାଏ କରିପାରନ୍ତି।

କାଳବୈଶାଖୀ ବର୍ଷା
ଘଡ଼ଘଡ଼ି ସହ ବର୍ଷା ହେବ, ୫୦ କିମି ବେଗରେ ପବନ ବହିବ

୧୦ ଦିନର ଗ୍ରୀଷ୍ମ ପ୍ରବାହ ପରେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ପାଣିପାଗ ବିଭାଗ କହିଛି। ୨୬ ତାରିଖ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି।

bollywood Actress inaugurates kalyan jewelers new show room
କଳା ଓ ଭାସ୍କର୍ଯ୍ୟ କିଣିବାର ଅଛି ତ ଓଡିଶାରୁ କିଣିବ: ଶିଳ୍ପା ସେଟ୍ଟୀ

ପୁରୀକୁ ବହୁ ଦିନ ତଳେ ଆସିଥିଲି। ଆଜି କିନ୍ତୁ ସମୟ ଅଭାବରୁ ଯାଇପାରୁନି। କିନ୍ତୁ ଲିଙ୍ଗରାଜ ମନ୍ଦିର ଯିବି ବୋଲି କହିଲେ ଶିଳ୍ପା

Untold Story Of Trilochan Kanungo
ସାଲିସ୍ ବିହୀନ ରାଜନୀତି କରୁଥିଲେ ତ୍ରିଲୋଚନ କାନୁନ୍‌ଗୋ

କଂଗ୍ରେସ ଦଳ ସହ ଜଡିତ ଥାଇ ବି ୧୯୬୪ ମସିହାରେ ସେ କଂଗ୍ରେସ ସରକାର ବିରୋଧରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୬୫ ମସିହାରେ ସେ ରେଭେନସା କଲେଜ ଛାତ୍ର ସଂସଦର ସଭାପତି ହୋଇଥିଲେ ।

Heavy Rain
ତାତିରୁ ସାମାନ୍ୟ ଆଶ୍ୱସ୍ତି, ବଦଳିଛି ପାଗ ! ବିଭିନ୍ନ ସ୍ଥାନରେ ବର୍ଷା

୩ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ।

Examinations in local languages
ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ UGCର ଚିଠି; ଏଣିକି ଆଞ୍ଚଳିକ ଭାଷାରେ ପାଠପଢ଼ା

ପୁସ୍ତକ ଇଂରାଜୀ ଭାଷାରେ ହୋଇଥିଲେ ବି ଛାତ୍ରଛାତ୍ରୀ ଚାହିଁଲେ ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଉତ୍ତର ଲେଖି ପାରିବେ । ଏନେଇ ପ୍ରୋତ୍ସାହିତ କରିବାକୁ ସମସ୍ତ କୁଳପତିଙ୍କୁ ଚିଠି ଲେଖିଛି ୟୁଜିସି ।

Summer holidays
ଆଗୁଆ ହେଲା ଖରାଛୁଟି; କାଲିଠୁ ପ୍ରଥମରୁ ଦ୍ୱାଦଶ ଯାଏଁ ସବୁ ସ୍କୁଲ ବନ୍ଦ

ଆସନ୍ତାକାଲି ହେବାକୁ ଥିବା ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ ସକାଳ ସାଢେ ୬ରୁ ସାଢେ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁଠି ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋମୱାର୍କ, ସାଇବର ସିକ୍ୟୁରିଟି ବିଷୟରେ ଅଭିଭାବକଙ୍କ ଅବଗତ କରାଯିବ ।

ପ୍ରତିଶ୍ରୁତି ପତ୍ରିକାର ପଞ୍ଚମ ସଂସ୍କରଣ ଉନ୍ମୋଚିତ
ପ୍ରତିଶ୍ରୁତି ପତ୍ରିକାର ପଞ୍ଚମ ସଂସ୍କରଣ ଉନ୍ମୋଚିତ

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓଡ଼ିଆ କଳା, ସାହିତ୍ୟ, ସଂସ୍କୃତିରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାବାନ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯାଇଥିଲା।

Odisha Heat wave
ଅସମ୍ଭାଳ ତାତିରେ ଫୁଟୁଛି ସାରା ଓଡ଼ିଶା; ଡହଡହ ଖରାରେ ହେଉଛି ମଜୁରୀ କାମ

ଏହାରି ଭିତରେ ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲାକୁ ଆସନ୍ତାକାଲି ଯାଏଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ । ସେପଟେ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ସରକାରଙ୍କ ବାରଣ ସତ୍ତ୍ୱେ ବି ଡହଡହ ଖରାରେ ପେଟ ପାଇଁ ମୂଲ ଖଟିବାକୁ ବାଧ୍ୟ ହେଉଛନ୍ତି ସେମାନେ ।

Lord Jagannath, Puri Srimandir Administration File Missing By law Department.
ଆଗରୁ ହଜିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ଗାଏବ

ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ ।

Mahanadi Water Dispute
ମହାନଦୀ ଜଳ ବିବାଦ: ଗ୍ରାଉଣ୍ଡ ଜିରୋରେ ଟ୍ରିବ୍ୟୁନାଲ ଟିମ୍, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ

ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ର ୩ଟି ସ୍ଥାନ ବୁଲି ଦେଖିଥିବା ସୂଚନା । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି । ଅନୁମତି ମିଳିଲେ ଆହୁରି ଡ୍ୟାମ୍ ନିର୍ମାଣ ହେବ କହିଲେ ଭୂପେଶ ।