Advertisment

ପୂର୍ବତନ ଛାତ୍ରଙ୍କ ଗୁଣ୍ଡାଗିରି, ବିଚ୍‌ ରାସ୍ତାରେ ଚାପୁଡ଼ା ମାରିଲେ, ସିଗାରେଟ୍ ପିଆଇଲେ...

କଳାହାଣ୍ଡି କେସିଙ୍ଗା ଉତକେଲା ଜୁନିୟର୍ କଲେଜର ଏହି ୪ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ବିଚ୍‌ ରାସ୍ତାରେ ମାଡ଼ ମାରିଛନ୍ତି। ବିନା କାରଣରେ ରାସ୍ତାରୁ ଡାକି ପିଟିଛନ୍ତି। କେବଳ ମାଡ଼ ନୁହେଁ ଗାଳି ଗୁଲଜ କରିବା ସହ ୪ ଜଣ ଛାତ୍ରଙ୍କୁ ସିଗାରେଟ୍‌ ମଧ୍ୟ ପିଆଇଛନ୍ତି।

author-image
Santosh Kumar Sahoo
Attack on Student

Attack on Student

ପୁଣି ଜଣେ ପୂର୍ବତନ ଛାତ୍ରଙ୍କ ଗୁଣ୍ଡାଗିରି। ବିଚ୍ ରାସ୍ତାରେ ୪ କଲେଜ୍ ଛାତ୍ରଙ୍କୁ ମାଡ଼ । ଚାପୁଡ଼ା ମାରିଲେ, ସିଗାରେଟ୍ ପିଆଇଲେ, ଗାଳି ଗୁଲଜ କଲେ । ରାସ୍ତା ଉପରେ କିଛି ଏଭଳି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Advertisment

କଳାହାଣ୍ଡି କେସିଙ୍ଗା ଉତକେଲା ଜୁନିୟର୍ କଲେଜର ଏହି ୪ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ବିଚ୍‌ ରାସ୍ତାରେ ମାଡ଼ ମାରିଛନ୍ତି। ବିନା କାରଣରେ ରାସ୍ତାରୁ ଡାକି ପିଟିଛନ୍ତି। କେବଳ ମାଡ଼ ନୁହେଁ ଗାଳି ଗୁଲଜ କରିବା ସହ ୪ ଜଣ ଛାତ୍ରଙ୍କୁ ସିଗାରେଟ୍‌ ମଧ୍ୟ ପିଆଇଛନ୍ତି। ତେବେ ଏହି ପୂର୍ବତନ ଛାତ୍ର ଜଣଙ୍କ ହେଉଛନ୍ତି ମୀନକେତନ ମାଝୀ।

ମାଡ଼ ମାରିବା ସହ ଯୁକ୍ତ ଦୁଇରେ ପଢ଼ୁଥିବା ଏହି ଛାତ୍ରମାନଙ୍କୁ ଧମକାଇ ସେମାନଙ୍କ ଠାରୁ କିଛି ଟଙ୍କା ବି ଲୁଟ୍ ହୋଇଛି। ତେବେ ଏହି ଘଟଣାରେ କେସିଙ୍ଗା ଥାନାରେ ଏତଲା ଦିଆଯିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍।

Advertisment
Odisha Kalahandi
Advertisment
Advertisment