/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700304737.jpg)
Mahanga Double Murder
ମାହାଙ୍ଗା ଡବଲ ମର୍ଡର ମାମଲାରେ ଘୁଞ୍ଚିଲା ଶୁଣାଣି । ହାଇକୋର୍ଟର ବିଚାରାଧୀନ ଦର୍ଶାଇ ସମୟ ମାଗିଲେ ପ୍ରତାପ ଜେନା । ଆଜି ସାଲେପୁର JMFCରେ ଶୁଣାଣି ଥିଲା । ପ୍ରତାପଙ୍କ CRPC ୨୦୫ ଅର୍ଥାତ ପ୍ରତାପଙ୍କ ବ୍ୟକ୍ତିଗତ ହାଜିରା ଏବଂ ମୂଳ ମାମଲା ସହ ଯୋଡ଼ିବାକୁ ନେଇ ହୋଇଥିବା ଆବେଦନରେ ଶୁଣାଣି ହୋଇଥାନ୍ତା ।
Advertisment
ପୂର୍ବରୁ ଏ ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ସଂଗୀନ ଦଫା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ଫସିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)