ଭୂତ ଖାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ଟାର୍ଗେଟ ଖାଲି ଅଛି, ହେଲେ ମଞ୍ଜୁର ହେଉନି ଆବେଦନ । ଡିବିଟିରେ ହିତାଧିକାରୀଙ୍କ ପାଖକୁ ବି ଯାଉନି ଟଙ୍କା ।
ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କ ଭଳି ନୂଆ ହିତାଧିକାରୀ ଭତ୍ତା ପାଇବେ । ନୂଆ ହିତାଧିକାରୀ ଅଗଷ୍ଟ ୧୫ରେ ପ୍ରଥମ ଭତ୍ତା ପାଇବେ ।