• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର। ଚନ୍ଦ୍ର- ମିଥୁନ ଦିବା ୧୧.୩୪ ଗତେ କର୍କଟ । ତିଥି- ୧୨ଶୀ ରାତ୍ରି ୦୨.୨୫ ଗତେ ୧୩ଶୀ। ଘାତଚନ୍ଦ୍ର- କନ୍ୟା ରାଶିର , ଦିବା ୧୧.୩୪ ପର୍ଯ୍ୟନ୍ତ । ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୨ ପାଦ ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୫୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୨.୨୫ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ- ୦୫.୩୪ ରୁ ୦୬.୨୪

ପ୍ରାତଃ- ୦୭.୧୩ ରୁ ୦୮.୪୦

ଦିବା- ୧୨.୧୧ ରୁ ୦୨.୪୧

ଦିବା- ୦୪.୨୦ ରୁ ୦୫.୫୯

ରାତ୍ରି- ୦୭.୩୨ ରୁ ୦୮.୫୩

ରାତ୍ରି- ୦୧.୪୨ ରୁ ୦୪.୦୧

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭ ସମୟ

ରାହୁକାଳ- ଦିବା ୧୦.୧୩ ରୁ ୧୧.୪୭

କାଳବେଳା- ଦିବା ୧୦.୧୩ ରୁ ୧୧.୪୭

ବାରବେଳା- ଦିବା ୦୮.୪୦ ରୁ ୧୦.୧୩

କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୦

OTV is now on Whatsapp

Join and get latest news update delivered to you via whatsapp

Join Now