ଶିମିଳିପାଳରେ ବାଘୁଣୀ ‘ଯମୁନା’। ଆଜି ଶିମିଳିପାଳ ଅଭୟାରଣ୍ୟ କୋର୍ ଏରିଆରେ ବାଘୁଣୀ ଯମୁନାକୁ ଛଡ଼ାଯାଇଛି ।
ବାୟୁ ପ୍ରଦୂଷଣରେ ନିଶ୍ୱାସ ନେଇପାରୁ ନଥିବା ଦିଲ୍ଲୀରେ ବର୍ତ୍ତମାନ ଜଳ ମଧ୍ୟ ଦୂଷିତ ହେବାରେ ଲାଗିଛି ।
ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ପ୍ରସ୍ତୁତ ରହିଛି ।
ଦୁଇ ଦିନ ଧରି ହରିୟାଣାର ଯମୁନାନଗରର ହତିନକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ ହେଉଛି। ତେଣୁ ଦିଲ୍ଲୀ ଆଡକୁ ଲକ୍ଷ ଲକ୍ଷ କ୍ୟୁସେକ୍ ପାଣି ମାଡ଼ି ଆସୁଛି। ଶୁକ୍ରବାର ସକାଳେ, ଦିଲ୍ଲୀର ଯମୁନାର ଜଳସ୍ତର ୨୦୫.୧୭ ମିଟରରେ ପହଞ୍ଚିଛି। ଯାହାକି ବିପଦ ସଙ୍କେତ ପାର୍ କରିଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।