ଜୟପୁର ସହରର ଜନଗହଳିପୂର୍ଣ୍ଣ ଏମଜି ରୋଡ୍ । ଏହି ରାସ୍ତାରେ ପୂର୍ବରୁ ଦୁଇ ଚକିଆ ସହ ଚାରିଚକିଆ ଏପରିକି ବସ୍ ବି ଆରାମରେ ଯିବା ଆସିବା କରୁଥିଲା ।
ଭୟଙ୍କର ଦୁର୍ନୀତି। ରାସ୍ତାରେ ମୂଳରୁ ମାଟି ମୁଠାଏ ପଡ଼ିନି...ବିଲ କରି ଖାଇଦେଲେ ୭ ଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ