/odishatv-khabar/media/post_attachments/uploadimage/library/16_9/16_9_0/Panchang__1729048133.jpg)
Panchang
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର ।ଚନ୍ଦ୍ର- ସିଂହ ରାତ୍ରି ୧୦.୧୦ ଗତେ କନ୍ୟା । ତିଥି- ୧୧ଶୀ (ମଳ) ପ୍ରାତଃ ୦୭.୫୧ ଗତେ ୧୨ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ରାତ୍ରି ୧୦.୧୦ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ପ୍ରାତଃ– ୦୭.୫୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ-
ପ୍ରାତଃ– ୦୫.୪୯ ରୁ ୦୭.୧୪
ଦିବା– ୦୮.୫୧ ରୁ ୧୧.୦୭
ରାତ୍ରି- ୦୭.୪୨ ରୁ ୦୯.୫୫
ରାତ୍ରି- ୦୨.୨୭ ରୁ ୦୩.୧୮
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୧୪ ରୁ ୦୮.୪୦
କାଳବେଳା-ପ୍ରାତଃ ୦୭.୧୪ ରୁ ୦୮.୪୦
ବାରବେଳା- ଦିବା ୦୨.୨୦ ରୁ ୦୩.୪୫
କାଳରାତ୍ରି-ରାତ୍ରି ୦୯.୫୫ ରୁ ୧୧.୩୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)