• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

murder case Update
ଟ୍ରକ ମାଲିକ ହତ୍ୟା ମାମଲାରେ ସାଇଣ୍ଟିଫିକ ଟିମର ଯାଞ୍ଚ ଜାରି

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କୁ ଅଟକାଇ ପ୍ରଥମେ ଲୁଟ୍‌ କଲେ ଓ ପରେ ହତ୍ୟା କଲେ । ଖଲ୍ଲିକୋଟରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଘଟଣାରେ ଏବେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍‌ ଟିମର ଯାଞ୍ଚ ଆରମ୍ଭ ହୋଇଛି ।

Children Enacts Bali Jatra
ଖେଳରେ ଖେଳରେ କୁକୁର ବଳି: କୁକୁର ଛୁଆକୁ ହତ୍ୟା କଲେ, ରକ୍ତ ପିଇଲେ

ବଳି ଯାତ୍ରା ପାଳିବା ଲାଗି କୁକୁର ଛୁଆକୁ ହତ୍ୟା କଲେ ଓ ରକ୍ତ ପିଇଲେ। ଅଳ୍ପ ବୟସର ଶିଶୁମାନେ ଖେଳରେ ଖେଳରେ ବଳି ଯାତ୍ରା ପାଳନ ପାଇଁ ଏଭଳି କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି। 

  • Wednesday, 02 March 2022
ukine
ୟୁକ୍ରେନ୍‌ରେ ଫସିଛି ଅଲିଅଳି ଝିଅ : ଉଦ୍ଧାର କରିବାକୁ ଗୁହାରୀ କରୁଛି ମା’

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସହରର ଡାକ୍ତରୀ ଛାତ୍ରୀ ଜ୍ୟୋତିର୍ମୟୀ ।  ଭଗବାନ ଦାସ ଓ ସଞ୍ଜୁଲତା ଦାସଙ୍କ ଏକମାତ୍ର ଝିଅ । ଜ୍ୟୋତିର୍ମୟୀ ୟୁକ୍ରେନର କାରକିଭ ନ୍ୟାସନାଲ୍ ୟୁନିଭର୍ସିଟି ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ।

fake incense sticks Seized In Odisha Capital, 2 Arrested
ଭୁବନେଶ୍ୱରରେ ବି ନକଲି; ଅସଲି ବ୍ରାଣ୍ଡ୍ ନାଁ ରେ ଲୋକଙ୍କୁ ଦେଉଥିଲେ ନକଲି ଧୂପକାଠି

ରାଜଧାନୀରୁ ନକଲି ସାମ୍ରାଜ୍ୟ ଠାବ । ଭୁବନେଶ୍ୱର ବରମୁଣ୍ଡା ଏବଂ ବଡଗଡବ୍ରିଟ କଲୋନୀରେ ଥିବା ଗୋଦାମ ଉପରେ ଚଢାଉ ଫଳରେ ବିପୁଳ ପରିମାଣର ଅଗରବତୀ ସହ କଞ୍ଚାମାଲ, ଯନ୍ତ୍ରପାତି ଓ ବିଭିନ୍ନ କମ୍ପାନୀର ଲୋଗୋ ଜବତ ହୋଇଛି ।

Fake Notes Seized
ବିଡ଼ା ବିଡ଼ା ୨୦୦ ଟଙ୍କିଆ ନୋଟ୍‌, ହେଲେ ସବୁ ଜାଲ୍‌...

ରାଜଧାନୀ ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଖାରବେଳ ନଗର ଅଞ୍ଚଳରୁ ପୋଲିସ୍‌ ଏହିସବୁ ଜାଲ୍‌ ନୋଟ୍‌ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। 

Road blocked
ନିର୍ବାଚନ ହାରିବା ପରେ ସରପଞ୍ଚ ପ୍ରାର୍ଥୀଙ୍କ କାରନାମା: ବଡ଼ ବଡ଼ ଗାତ ଖୋଳିଲେ, ପଥର ପକାଇ ରାସ୍ତା ବନ୍ଦ କଲେ

ନିର୍ବାଚନରେ ହାରିବା ପରେ ରାସ୍ତା ବନ୍ଦ କଲେ ପ୍ରାର୍ଥୀ। ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଛନ୍ତି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ।

potatoe farming
କମ୍‌ ଖର୍ଚ୍ଚ ଓ କମ୍‌ ସାରରେ ଏମିତି ଆଳୁ ଚାଷ କରି ଲାଭବାନ୍‌ ହେଉଛନ୍ତି ଚାଷୀ

ବିନା ହଳରେ କମ୍ ଖର୍ଚ୍ଚ, କମ୍ ସାର ଓ କମ୍ ପରିଶ୍ରମରେ କରାଯାଉଛି ଆଳୁ ଚାଷ । କଟକ ଜିଲ୍ଲା ତିହୁଡ଼ି ଗାଁରେ ଏହି ଭିନ୍ନ ଚାଷ କରାଯାଇଥିବାର ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ସିଆଇପି ଏବଂ ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏକ ନୂତନ ପ୍ରଣାଳୀରେ ଆଳୁ ଚାଷ କରାଯାଉଛି ।

Odisha Governor Lends Voice To Odia Song
ଗୀତ ଗାଇଲେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଓଡ଼ିଆ ପ୍ରେମରେ ଓଡ଼ିଶା ରାଜ୍ୟପାଳ । ଓଡ଼ିଆରେ ଗୀତ ଗାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବେ ପୁଣି ଏକ ଓଡ଼ିଆ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଛନ୍ତି । ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ କଟକର ଏକ ମ୍ୟୁଜିକ ଷ୍ଟୁଡିଓରେ ଏହି ଗୀତ ରେକର୍ଡିଂ କରାଯାଇଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 02 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 02 March 2022
Lingaraj Temple
ଉଠିଲା ଶ୍ରୀଲିଙ୍ଗରାଜ ମନ୍ଦିର ମହାଦୀପ

ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

Accident
ବାହାଘର ବର୍ଷେ ହେଇନି, ହାତ ଛାଡି ଚାଲିଗଲା ସ୍ତ୍ରୀ

ଜାଗର ଯାତ୍ରା ହେଲା ଶେଷ ଯାତ୍ରା । କିଛି ଦିନ ତଳେ ଅଗ୍ନିକୁ ସାଖି ରଖି ଏକାଠି ବଞ୍ଚିବାର ଶପଥ ନେଇଥିଲେ. ଏବେ କିନ୍ତୁ ଅଧା ବାଟରେ ହାତ ଛାଡି ଚାଲିଗଲେ ସ୍ତ୍ରୀ ।

Municipal Election 2022
ଟ୍ୱିନ୍‌ ସିଟିରେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି

ମିଳିଥିବା ସୂଚନା ଅନୁସାରେ ବିଜେଡିର କର୍ପୋରେଟର ତାଲିକା ପ୍ରାୟ ଚୂଡାନ୍ତ ହୋଇସାରିଛି । ହେଲେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି । ଆଶାୟୀ ଅନେକ ରେସ୍‌ରେ ଅଛନ୍ତି ।

BJD recordbreak win
ବିଜେଡିର ରେକର୍ଡ ଭଙ୍ଗା ବିଜୟ:ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

୨୦୧୭ ନିର୍ବାଚନ ସହିତ ଚଳିତ ଥରର ଫଳାଫଳକୁ ତୁଳନାକୁ କଲେ ସବୁ ରେକର୍ଡ ଭାଙ୍ଗି ଐତିହାସିକ ରେଜଲ୍ଟ କରିଛି ବିଜେଡି । ୨୦୧୭ରେ ବିଜେଡିକୁ ମିଳିଥିଲା ୪୭୬ ସିଟ୍, ଏଥର ତାଠାରୁ ୨୯୦ଟି ଜୋନ୍ ଅଧିକ ପାଇଛି ଶାସକ ଦଳ ।

PCC President
ଟଙ୍କିକିଆ ଚାଉଳ ସ୍କିମରୁ ଫାଇଦା ପାଇଲା ବିଜେଡି: ନିରଞ୍ଜନ

ଦଳୀୟ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ଯେ କିଛି ସ୍ୱାର୍ଥବାଦୀ ନେତା ପାଇବା/ହେବା ଆଶାରେ ଦଳ ଛାଡୁଛନ୍ତି।

Bhuban Badyakar
କଚ୍ଚା ବାଦାମ ଗାୟକ ଭୁବନ ବାଦ୍ୟକର ଦୁର୍ଘଟଣାରେ ଗୁରୁତର

ସେକେଣ୍ଡ ହ୍ୟାଣ୍ଡ୍‌ କାର କିଣି ଶିଖୁଥିଲେ କଚ୍ଚା ବାଦାମର ଗାୟକ ଭୁବନ ବାଦ୍ୟକର। ଚଲାଇବା ବେଳେ କାର ହେଲା ଦୁର୍ଘଟଣା। ଛାତିରେ ଆଘାତ ଲାଗିଥିବାରୁ ମେଡିକାଲରେ ଭୁବନ...

OPSC Recruitment Calendar 2022-23 Released
OPSC ନିଯୁକ୍ତି କ୍ୟାଲେଣ୍ଡର ୨୦୨୨-୨୩ ପ୍ରକାଶିତ; ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା

ଓଡିଶା ଲୋକସେବା ଆୟୋଗ (OPSC)ର ୨୦୨୨-୨୩ ବର୍ଷ ପାଇଁ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ପରୀକ୍ଷା ଏବଂ ଫଳାଫଳ ପ୍ରକାଶନ ପାଇଁ ଟେଣ୍ଟେଟିଭ୍ ସିଡ୍ୟୁଲ୍ ରହିଛି।

accident
ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍; ୬ ମୃତ

ଗଛରେ ପିଟି ହେଲା କାର୍‌: ୬ ମୃତ, ୩ ଗୁରୁତର

Pratap Keshari Deb
ଆଶା ଠାରୁ ଅଧିକ ସଫଳତା ପାଇଛୁ, ସେଥିପାଇଁ କୃତଜ୍ଞ : ପ୍ରତାପ ଦେବ

ବିରୋଧୀ ସେମାନଙ୍କ ଭୂମିକା ନିଭାଇଲେନି, ନିର୍ଦ୍ଦିଷ୍ଟ ଇସ୍ୟୁକୁ ଫୋକସ୍ କଲେ । ସଫଳତାର ମୂଳ ମନ୍ତ୍ର ଲୋକଙ୍କ ପାଖକୁ ଯିବା, ଆମେ ଏହା ଅନୁଭବ କରିଛୁ ବୋଲି ବୋଲି କହିଛନ୍ତି ପ୍ରତାପ ।

bijay mohapatra
ପଞ୍ଚାୟତ ନିର୍ବାଚନରେ କାହିଁକି ଖରାପ ପ୍ରଦର୍ଶନ କଲା ବିଜେପି ? ଅହଙ୍କାର ପାଇଁ କହିଲେ ବିଜୟ

ନିର୍ବାଚନର ଫଳାଫଳକୁ ନେଇ ସେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି । ୪୦ ବର୍ଷ ହେଲା ସେ ନିର୍ବାଚନକୁ ଅତି ପାଖରୁ ଦେଖିଛନ୍ତି । ୨୦୧୭ ବେଳେ ଯେଉଁ ପ୍ରକାର ପ୍ରସ୍ତୁତି ଥିଲା, ତାହା ଏବେ ହୋଇନଥିଲା

mahashivaratri
ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଧବଳେଶ୍ୱର ପୀଠରେ ୧୪୪ଧାରା

ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି । ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ।

Jaynarayan Mishra
ଜୟନାରାୟଣଙ୍କୁ ଅଫର୍‌ ଦେଇଥିଲା ବିଜେଡି, ଯାହାର ପରିଣାମ..

ଓଟିଭିରେ ପଞ୍ଚାୟତ ରାୟ ଡିବେଟ ଚାଲିଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

Covid Guidelines
କୋହଳ ହେଲା କଟକଣା ! ମର୍ଚ୍ଚରେ ବଦଳିଗଲା ଉତ୍ସବ ପାଳନର ନିୟମ, ଜାଣନ୍ତୁ..

ସର୍ବସାଧାରଣ ସ୍ଥାନ, ରାସ୍ତାଘାଟରେ ହୋଲି ପାଳନ ହୋଇପାରିବ ନାହିଁ । ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ, କ୍ରୀଡ଼ାକୁ ଅନୁମତି ମିଳିଛି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ, ମେଳା ଆଦି କୋଭିଡ୍ କଟକଣା ଭିତରେ କରାଯାଇପାରିବ ।

Accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୫ ଜଣଙ୍କ ଜୀବନ

ମିଳିଥିବା ସୂଚନା ଅନୁଯାୟୀ ଏନ୍ଏଚ୍-୧୪୯ରେ ଏକ ଟ୍ରକ୍‌ ଛିଡ଼ା ହୋଇଥିଲା । ଆଉ ଏହି ସମୟରେ ଏକ ଦ୍ରୁତଗାମୀ କାର୍‌ ଆସି ଟ୍ରକ୍‌କୁ ଧକ୍କା ଦେଇଥିଲା ।

VOTE Counting
ସରିନି ଗଣତି ! ତିନି ଦିନ ପରେ ବି ବିଜେଡି ଆଗରେ, ଦ୍ୱିତୀୟ ସ୍ଥାନ ପାଇଁ ଲଢ଼ୁଛନ୍ତି କଂଗ୍ରେସ-ବିଜେପି

ପଞ୍ଚାୟତ ନିର୍ବାଚନରେ ୩ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ ।