• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Daily Horoscope 20 Feb 2022
ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା

ଶତ୍ରୁମାନେ ଚକ୍ରାନ୍ତ ରଚିପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 23 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 23 February 2022
Fake Doctor
ଆଳୁ ଖୋଳୁ ଖୋଳୁ ମହାଦେବ ! ଖୋଲୁଛି ନୂଆ ନୂଆ ଅପରାଧ ପେଡ଼ି

ଭଉଣୀ ଲୁଟୁଥିଲେ ନଣନ୍ଦ ପୁଟୁଳି ତ ସୁନା ଓ ଟଙ୍କାରେ ଭାଗ ବସାଉଥିଲେ ଭିଣୋଇ ସହ ୧୮ ପତ୍ନୀ ଭିତରୁ ଜଣେ ପତ୍ନୀ । ଏପରିକି ଡ୍ରାଇଭରର ସଂପୃକ୍ତି ବି ରହିଛି

Vehicle Challan
ସାବଧାନ ! SMSରେ ପଠାଯିବ ୭,୦୦୦ ଟଙ୍କାର ଚାଲାଣ, ଲାଇସେନ୍ସ ବି ହେବ ବାତିଲ୍

ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ସାବଧାନ! କାହିଁକି ନା ରାଜଧାନୀର ଛକ ଛକରେ ଜଗିଛି ଅତ୍ୟାଧୁନିକ ଡିଭାଇସ୍ । ଟ୍ରାଫିକ ଛକରେ ଖଞ୍ଜାଯାଇଛି ଅଟୋମେଟିକ ନମ୍ବର ପ୍ଲେଟ ରେକଗନିସନ ଏବଂ ଟ୍ରାଫିକ ଭାୟୋଲେସନ ଡିଟେକ୍ସନ ସିଷ୍ଟମ, ଯାହା ଆପଣଙ୍କ ଗାଡ଼ିର ବେଗକୁ ମାପିବ ।

Panchayat Election
ପଞ୍ଚାୟତ ନିର୍ବାଚନ: ବିବାଦ ବଢ଼ୁଛି, ହିଂସା ଥମୁନି ! ସିଲ୍‌ ଥାଇ ବି ଖୋଲିଯାଉଛି ଭୋଟ ବାକ୍ସ

ଜଗତସିଂହପୁର ରାହାମାର ପୋଲିଂ କର୍ମଚାରୀଙ୍କୁ ମାଡ଼, ବିଡିଓଙ୍କୁ ଠେଲାପେଲା । ସୂଚନା ଅନୁସାରେ କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍‌ରେ ନିର୍ବାଚନ ପରେ ବାଲାଟ୍ ବକ୍ସ ଧରି ଫେରିଥିଲେ ପୋଲିଂ ପାର୍ଟି ।

4th Phase Voting
ଗଣତନ୍ତ୍ର ମହାପର୍ବର ଚତୁର୍ଥ ଅଧ୍ୟାୟ ଶେଷ: ଭୋଟ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ

ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ନିଜ ନିଜର ମନପସନ୍ଦ ପ୍ରାର୍ଥୀ ବାଛିଛନ୍ତି ଭୋଟର୍ । ଭୋଟ୍ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଗଣତନ୍ତ୍ରର ଏହି ମହାପର୍ବରେ ବେଶ୍ ଉତ୍ସାହର ସାମିଲ ହୋଇଛନ୍ତି ସବୁ ବର୍ଗର ଭୋଟର୍ ।

Panchayat Election
ପଞ୍ଚାୟତ ନିର୍ବାଚନ: ପୁଅ ପାଇଁ ଘର ଘର ବୁଲି ଭୋଟ ମାଗୁଛି ମାଆ

ରମାମଣିଙ୍କ ସ୍ୱାମୀ ସ୍ୱର୍ଗତ ନାରାୟଣ ସାହୁ ବାଙ୍ଗୁରି ଗାଁ ପଂଚାୟତରୁ ୩ ଥର ସରପଞ୍ଚ ହୋଇଥିଲେ । ବାପାଙ୍କ ଲୋକପ୍ରିୟତାକୁ ପାଥେୟ କରି ଜନ୍ମେଜୟ ଘରୋଇ କମ୍ପାନୀ ଚାକିରୀ ଛାଡ଼ି ପଂଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

Panchayat Election
ସାଂଘାତିକ ଜାଲିଆତି ! ବୁଥ୍‌ରେ ଭୋଟର ସଂଖ୍ୟା ଯେତିକି, ତା’ଠାରୁ ଅଧିକ ହୋଇଛି ମତଦାନ

ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କୌଣସି ରାଜନୈତିକ ଦଳ ବୁଥ୍‌ ରିଗିଂ କିମ୍ବା ବୁଥ୍‌ କ୍ୟାପ୍‌ଚର କରି ମନ ଇଚ୍ଛା ଭୋଟ୍ ଦେଇ ବାଲଟ୍‌ ବକ୍ସରେ ପକାଇଛି । 

Odisha Panchayat Polls
୨୦ ବର୍ଷ ପରେ ମତଦାନ: ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ସାରା ରାଜ୍ୟରେ ରେକର୍ଡ

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ନିର୍ବାଚନ କମିଶନର କହିଛନ୍ତି-“ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି। ଯାଜପୁର ଜିଲ୍ଲା ନଗଡ଼ାରେ ୨୦ ବର୍ଷ ପରେ ୮୩ % ମତଦାନ ହୋଇଛି ।

Fake Doctor
ଖୋଲୁଛି ରିସିକିଆ ନକଲି ଡାକ୍ତରର ଗୁମର, ୧୮ଟି ବିବାହ ପଛରେ ସେ ଏକା ନଥିଲା..

୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ଏହି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ସହଯୋଗ କରୁଥିଲେ ତାର ପରିବାର ଲୋକ । ବିଶେଷ କରି ଭଉଣୀ ସହାୟତା କରୁଥିବା ପୋଲିସ ଜାଣିବାକୁ ପାଇଛି ।

  • Tuesday, 22 February 2022
Drunked Pharmacist
ମଦୁଆ ଫାର୍ମାସିଷ୍ଟଙ୍କ ଉନ୍ମତକାଣ୍ଡ: ଯୁବକଙ୍କ ଉପରକୁ ମଦ ବୋତଲ ଫିଙ୍ଗିଲେ

ମାତାଲ ଫାର୍ମାସିଷ୍ଟଙ୍କ ଉନ୍ମତକାଣ୍ଡ । ଟିକା ନେବାକୁ ଆସିଥିବା ଯୁବକଙ୍କ ଉପରକୁ ମଦ ବୋତଲ ଫିଙ୍ଗିଥିବାର ଅଭିଯୋଗ ହୋଇଛି ।

Jau kandhei
ସବୁଠି ଚର୍ଚ୍ଚା ! ଏଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ନିଆରା ପ୍ରଚାର ଶୈଳୀ

ପୂର୍ବଥର ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନ ଟିକେ ଭିନ୍ନ ଧରଣର ହେଉଥିବା ଭଳି ଦେଖାଯାଉଛି । ଅନେକ ବୁଥ୍‌ରେ ତ୍ରୁଟି ବିଚ୍ୟୁତି ହେବାରୁ ୨୩ ତାରିଖରେ ସାନି ମତଦାନ ହେବାକୁ ଯାଉଛି ।

vote box
ରାସ୍ତା, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ପାଉନଥିବା ଅଭିଯୋଗ କରି ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ପାକଟମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମାନେ ରହି ଭୋଟିଂ ବ୍ୟବସ୍ଥା କରିଥିଲେ ମଧ୍ୟ କେହି ଭୋଟ ଦେବାକୁ ଯାଇନଥିଲେ

Panchayat Election
ଭୋଟ୍‌ ବିଭ୍ରାଟ: କାଲି ୪୫ ବୁଥ୍‌ରେ ସାନି ମତଦାନ

କୌଣସି ଜାଗାରେ କିଛି ଗଣ୍ଡଗୋଳ ହେବାର ଖବର ଆସିନି।

BJP Leader Bijoy Mohapatra On Error In Ballot Paper Folding By Polling Officials In Kendrapara
ପଞ୍ଚାୟତ ନିର୍ବାଚନରେ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି; ରି-ପୋଲିଂ ପାଇଁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ନୂଆଶାସନରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି ହୋଇଥିବା ଅଭିଯୋଗ ।

Sumit Tapaswini
ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବେ ସୁମିତ୍

ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି ହାଇକୋର୍ଟ

Begging For Vote
ଗାମୁଛା ପତାଇ ଭିକ ସହ ଭୋଟ ମାଗିଲେ ସମିତି ସଭ୍ୟ ପ୍ରାର୍ଥୀ

ଭୋଟ ସହିତ ନୋଟ୍‌ ଦିଅ, ଅରୁଣ ଭାଇଙ୍କୁ ଜିତାଇ ଦିଅ।

Odisha Panchayat Election Violence ।  Sarpanch Candidate Attacked Before 4th Phase Polling
ରାଜନୈତିକ ଆକ୍ରୋଶ ରଖି ଯୁବକଙ୍କୁ ହତ୍ୟା !

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଜାହାଙ୍ଗୀରର ପ୍ରତାପ ଚନ୍ଦ୍ର ରାଉତ ହୋଇଥିବା ଜଣାପଡ଼ିଛି । ପ୍ରତାପଙ୍କୁ ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଛି ବୋଲି ସଂପର୍କୀୟମାନେ ଧାମନଗର ଥାନାରେ ଏତଲା ଦେଇଛନ୍ତି।

Fake Post
ଓଟିଭି ଲୋଗୋ ବ୍ୟବହାର କରି ସୋସିଆଲ ମିଡିଆରେ ମିଛ ପୋଷ୍ଟ

ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ।

 Odisha Panchayat Poll Violence- Jajpur Tops List
ଚର୍ଚ୍ଚାରେ ବବି ଫ୍ୟାନ୍ ! ନିର୍ବାଚନୀ ହିଂସାରେ ଯାଜପୁର ନମ୍ବର ୱାନ୍ !

ଏଥର ପଞ୍ଚାୟତ ନିର୍ବାଚନରେ ବଢିଛି ହିଂସା। କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଇନର ଶାସନ ହୁଗୁଳି ଗଲା ଭଳି ଜଣାପଡୁଛି। ଆଇନକୁ ହାତକୁ ନେବାକୁ ଟିକିଏ ବି ଡର ଭୟ ନାହିଁ ଏମାନଙ୍କର। ଏମାନଙ୍କ ପଛରେ କିଏ ? କେମିତି ହୋଇଛନ୍ତି ବଳିୟାନ୍?

Road accident
ଖୁସିରେ ଫେରୁଥିଲେ, ମୃତ୍ୟୁ ଛକିଥିଲା

ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

Family Of Gram Rakhi, Who Died In Road Mishap While Going To Poll Duty, Breaks Down & Seeks Aid
ବର୍ଷକ ଭିତରେ ଚାଲିଗଲା ଦୁଇ ଜୀବନ; ରୋଜଗାରିଆଙ୍କୁ ହରାଇ ଧର୍ଯ୍ୟହରା ପରିବାରଲୋକେ

ବର୍ଷକ ଭିତରେ ଚାଲିଗଲା ୨ ଜୀବନ । ପ୍ରଥମେ ୮ ମାସ ତଳେ ଶ୍ୱଶୁର ଆଉ ଏବେ ସ୍ୱାମୀ ଚାଲିଗଲେ । ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଗ୍ରାମରକ୍ଷୀ ସିଏଚ୍ ଶେସା ରାଓଙ୍କ ପରିବାରରେ ଏବେ ଘେରିଛି ଦୁଃଖର କଳାବାଦଲ ।

Election
ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍: ସବୁ ବୁଥ୍‌ରେ କଡ଼ା ସୁରକ୍ଷା

ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 22 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 22 February 2022
Panchayat Election
ଷ୍ଟ୍ରଙ୍ଗ୍ ରୁମ୍‌ରେ ଆଗରେ ୨ ମହଲା ଉଚ୍ଚର ବାଉଁଶ ମଞ୍ଚା

ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ସନ୍ଦେହ, କାଳେ କିଛି ଏପଟ ସେପଟ ହୋଇଯିବନି ତ?