• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Panchayat Mahasangram

BJD recordbreak win
ବିଜେଡିର ରେକର୍ଡ ଭଙ୍ଗା ବିଜୟ:ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

୨୦୧୭ ନିର୍ବାଚନ ସହିତ ଚଳିତ ଥରର ଫଳାଫଳକୁ ତୁଳନାକୁ କଲେ ସବୁ ରେକର୍ଡ ଭାଙ୍ଗି ଐତିହାସିକ ରେଜଲ୍ଟ କରିଛି ବିଜେଡି । ୨୦୧୭ରେ ବିଜେଡିକୁ ମିଳିଥିଲା ୪୭୬ ସିଟ୍, ଏଥର ତାଠାରୁ ୨୯୦ଟି ଜୋନ୍ ଅଧିକ ପାଇଛି ଶାସକ ଦଳ ।

bijay mohapatra
ପଞ୍ଚାୟତ ନିର୍ବାଚନରେ କାହିଁକି ଖରାପ ପ୍ରଦର୍ଶନ କଲା ବିଜେପି ? ଅହଙ୍କାର ପାଇଁ କହିଲେ ବିଜୟ

ନିର୍ବାଚନର ଫଳାଫଳକୁ ନେଇ ସେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି । ୪୦ ବର୍ଷ ହେଲା ସେ ନିର୍ବାଚନକୁ ଅତି ପାଖରୁ ଦେଖିଛନ୍ତି । ୨୦୧୭ ବେଳେ ଯେଉଁ ପ୍ରକାର ପ୍ରସ୍ତୁତି ଥିଲା, ତାହା ଏବେ ହୋଇନଥିଲା

Special Story
ଦିନ ମଜୁରିଆରୁ ସରପଞ୍ଚ : ପ୍ରତିନ୍ଦ୍ୱନ୍ଦୀଙ୍କୁ ୨୯୬ ଭୋଟରେ ମାତ୍ ଦେଲେ ଦୀନବନ୍ଧୁ

ଦିନ ମଜୁରିଆ ଭାବେ ଖଟି ପେଟ ପୋଷୁଥିବା ଦୀନବନ୍ଧୁଙ୍କୁ ମିଳିଗଲା ନୂଆ ପରିଚୟ। ସେ ଏବେ ଗାଙ୍ଗଦହଣୀ ପଞ୍ଚାୟତ ସରପଞ୍ଚ।

Ramakanta Baral
ମାହାଙ୍ଗା ଡବଲ ମର୍ଡର ଘଟଣା: ସରପଞ୍ଚ ହେଲେ ମୃତ କୁଳମଣି ବରାଳଙ୍କ ପୁଅ

ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନୃତାଙ୍ଗ ଡବଲ ମର୍ଡର ଘଟଣାରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।

Panchayat Mahasangram
କୋରାପୁଟରେ କାମ ଦେଲାନି କି ନବୀନ ଯାଦୁ ?

ଆଜି ଦ୍ୱିତୀୟ ଦିନ ଗଣତିରେ ବି ୬ରୁ ଅଧିକ ସ୍ଥାନରେ ହାତ ଚିହ୍ନରେ ଲଢିଥିବା ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତଦଳର ବହୁ ଟାଣୁଆ ଆଦିବାସୀ ନେତାଙ୍କୁ ବିଜେଡି ନିଜ କ୍ୟାମ୍ପକୁ ନେଇଥିଲେ ବି କାହିଁକି କଂଗ୍ରେସକୁ ଆସ୍ଥା କଲେ ଭୋଟର ତାକୁ ନେଇ ଚାଲିଛି ଚର୍ଚ୍ଚା ।

Odisha Panchayat Polls
କ୍ୟାସ ଟ୍ରାନ୍ସଫର୍‌ଠୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ: ବିଜେଡିର ଅପ୍ରତ୍ୟାଶିତ ବିଜୟ ପଛର କାରଣ କି ?

ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ତେବେ ଏଭଳି ଅପ୍ରତ୍ୟାଶିତ ବିଜୟ ପଛରେ କାରଣ କଣ? କେଉଁ କେଉଁ ଫ୍ୟାର ବିଜେଡିକୁ ସୁହାଲଲା?

BDO Detain
ଭୋଟ୍‌ ନ ଦେଇ ପାରିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭୋଟର ଲିଷ୍ଟରେ ନାଁ ନଥିବାରୁ ଗତ ୨୦ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଇପାରନାହାନ୍ତି ତୁମ୍ବାର କିଛି ଲୋକ । ବିଡିଓଙ୍କୁ ଅଟକ ନେଇ ଚିକିଟି SDPO କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।

4th Phase Voting
ଗଣତନ୍ତ୍ର ମହାପର୍ବର ଚତୁର୍ଥ ଅଧ୍ୟାୟ ଶେଷ: ଭୋଟ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ

ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ନିଜ ନିଜର ମନପସନ୍ଦ ପ୍ରାର୍ଥୀ ବାଛିଛନ୍ତି ଭୋଟର୍ । ଭୋଟ୍ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଗଣତନ୍ତ୍ରର ଏହି ମହାପର୍ବରେ ବେଶ୍ ଉତ୍ସାହର ସାମିଲ ହୋଇଛନ୍ତି ସବୁ ବର୍ଗର ଭୋଟର୍ ।

Odisha Panchayat Polls
୨୦ ବର୍ଷ ପରେ ମତଦାନ: ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ସାରା ରାଜ୍ୟରେ ରେକର୍ଡ

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ନିର୍ବାଚନ କମିଶନର କହିଛନ୍ତି-“ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି। ଯାଜପୁର ଜିଲ୍ଲା ନଗଡ଼ାରେ ୨୦ ବର୍ଷ ପରେ ୮୩ % ମତଦାନ ହୋଇଛି ।

Displaced people lose the right to vote
ମିଛ ପ୍ରତିଶ୍ରୁତି ଦେଇ ୧୧୪ ପରିବାରର ମତଦାନ ଅଧିକାର ଛଡାଇନେଲା ପ୍ରଶାସନ !

ବ୍ୟାଘ୍ର ବଂଶ ବୃଦ୍ଧି ନାଁ ଭିଟାମାଟି ଛାଡ଼ିଲେ। ହେଲେ ହରାଇଲେ ଭୋଟ୍‌ ଦାନ ଅଧିକାର। ଯେଉଁଥିପାଇଁ ବର୍ତ୍ତମାନ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରୁନାହାନ୍ତି ଖଡ଼ିଆ ସମ୍ପ୍ରଦାୟର ୧୧୪ ପରିବାର।

Third Phase Panchayat Election
କାଲି ଥାର୍ଡ ଫେଜ୍‌ ଭୋଟ୍‌ : ଭୋଟର ନିର୍ଣ୍ଣୟ କରିବେ ପ୍ରତିନିଧିଙ୍କ ଭାଗ୍ୟ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ । ବୁଥ୍‌ରେ ପହଞ୍ଚିଲେଣି ପୋଲିଂ ପାର୍ଟି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ।

2nd Phase Voting
କାଲି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍: ପ୍ରତିନିଧି ବାଛିବେ ରାଜ୍ୟର ୬୨ ଲକ୍ଷରୁ ଅଧିକ ଭୋଟର

କାଲି ସେକେଣ୍ଡ ଫେଜ୍ ଭୋଟ୍ । ସାଜ ସରଞ୍ଜାମ ଧରି ବୁଥ୍ ପହଞ୍ଚିଲେଣି ପୋଲିଂ ପାର୍ଟି । ଏଣେ ପଞ୍ଚାୟତ ପରୀକ୍ଷା ଦେବାକୁ ପ୍ରାର୍ଥୀ ତୟାର ତ ପ୍ରତିନିଧି ବାଛିବାକୁ ବି ଉତ୍କଣ୍ଠାରେ ଭୋଟର ।

voter take food
ଭୋଟରଙ୍କୁ ଖୁସି କରିବାକୁ ପ୍ରାର୍ଥୀଙ୍କ ପ୍ରୟାସ: ‘ଜଳଖିଆ ଖାଅ, ଭୋଟ୍ ଦିଅ’

ଏହି ଦୋକାନରେ ପ୍ରାର୍ଥୀ ମାନଙ୍କ କହିବା ଅନୁଯାୟୀ ଦୋକାନୀ ଭୋଟର ମାନଙ୍କୁ ଚା ଓ ଜଳଖିଆ ଦିଆଯାଉଛି । ଭୋଟର ମାନେ ମଧ୍ୟ ମାଗଣା ଚା ଜଳଖିଆ ଖାଇ ବେଶ ଖୁସି ଥିବାର ଦେଖିବାକୁ ମିଳିଛି ।