• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 02 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଆମେ ପଜିଟିଭ୍ ପଲିଟିକ୍ସ ଉପରେ ବିଶ୍ୱାସ କରୁ: ମୁଖ୍ୟମନ୍ତ୍ରୀ

ମୋ ସରକାରକୁ ବଦନାମ କରିବା ପାଇଁ ବିରୋଧୀ ମିଛ କାହାଣୀ କହିଛନ୍ତି। More
  • Satyendu Shekher Mishra
  • 2 years ago

ଜଙ୍ଗଲରେ ଗଛ କୋରଡ଼ରୁ ନାହାକା ଶୂଆ ଶାବକଙ୍କୁ ଧରୁଛି ଶିକାରୀ, ହେଲେ ବନ ବିଭାଗ ଚୁପ୍‌ ! ଭିଡିଓ ଭାଇରାଲ

ଶୂଆ ଏକ ବନ୍ୟ ପ୍ରାଣୀ । ତେଣୁ ତାକୁ ଘରେ ପଞ୍ଜୁରୀ ଭିତରେ ରଖିବା ଏକ ପ୍ରକାର ଅପରାଧ । ଏହା ଜାଣି ମଧ୍ୟ ସମସ୍ତେ ଘରେ ଶୂଆ ରଖିବାକୁ ଇଚ୍ଛୁକ । ଆଉ ବନ ବିଭାଗ ମଧ୍ୟ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉ ନାହିଁ । More
  • Chandan Shishu
  • 2 years ago

ବ୍ରହ୍ମପୁର ମେୟର ପଦ ଲାଗି ବଢୁଛି ଉତ୍କଣ୍ଠା

ଏଥର ମେୟର ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ କେଉଁ ଯୋଗ୍ୟ ମହିଳାଙ୍କୁ ମିଳିବ ଟିକଟ୍ ତାକୁ ନେଇ ବଢିଛି ଉତ୍କଣ୍ଠା। More
  • Chandan Shishu
  • 2 years ago

ୟୁକ୍ରେନ୍‌ ସୀମାରେ ନିର୍ଯାତନା ବଖାଣିଲେ ଓଡ଼ିଶାର ଡ଼ାକ୍ତରୀ ଛାତ୍ରୀ

ଷ୍ଟେସନରେ ଅସମ୍ଭବ ଭିଡ଼ ଥିଲା, ସମସ୍ତେ ଫେରିବାକୁ ଚାହୁଁଥିଲେ। More
  • Satyendu Shekher Mishra
  • 2 years ago

କଟକରେ କଂଗ୍ରେସ କଲା ଡିଲ୍‌ ! ମହମ୍ମଦ ମୋକିମ୍‌ ଦେଲେ ସୂଚନା

କଟକ ମହାନଗର ନିଗମ ନିର୍ବାଚନରେ ମେଣ୍ଟ କରିବ କଂଗ୍ରେସ । ମେଣ୍ଟ ନେଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ସୂଚନା । More
  • Satyendu Shekher Mishra
  • 2 years ago

ବାପା-ମାଆ କେତେ ଖୁସିରେ ଝିଅକୁ ପଠାଇଥିଲେ ୟୁକ୍ରେନ୍‌, ଏବେ ଝୁରୁଛନ୍ତି କେମିତି ଆସିବ !

ବାପା ମାଆ, ଝିଅ ପାଇଁ ପଡ଼ିଛନ୍ତି ଚିନ୍ତାରେ । ନା ଭୋକ ହେଉଛି ନା ଶୋଷ । ଝିଅକୁ ଦିନ ରାତି ଝୁରୁଛନ୍ତି । କାଳେ କେତେବେଳେ କ’ଣ ଘଟିବ ସେଥିପାଇଁ ବାରମ୍ବାର କରୁଛନ୍ତି ଭିଡିଓ କଲ । ଆଉ ମନକୁ ବୁଝାଉଛନ୍ତି । More
  • Rajalaxmi Sahoo
  • 2 years ago

ପୌର ନିର୍ବାଚନ: ଆଜିଠୁ ନାମାଙ୍କନପତ୍ର ଦାଖଲ, ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମେୟର ପ୍ରାର୍ଥୀ କରିଛି।ପୌର ନିର୍ବାଚନ ସମ୍ପର୍କିତ ବୈଠକ ପରେ କଂଗ୍ରେସ ଗିରିବାଳାଙ୍କ ନାଁ ଘୋଷଣା କରିଛି।  More
  • Rajalaxmi Sahoo
  • 2 years ago

ଖେଳରେ ଖେଳରେ କୁକୁର ବଳି: କୁକୁର ଛୁଆକୁ ହତ୍ୟା କଲେ, ରକ୍ତ ପିଇଲେ

ବଳି ଯାତ୍ରା ପାଳିବା ଲାଗି କୁକୁର ଛୁଆକୁ ହତ୍ୟା କଲେ ଓ ରକ୍ତ ପିଇଲେ। ଅଳ୍ପ ବୟସର ଶିଶୁମାନେ ଖେଳରେ ଖେଳରେ ବଳି ଯାତ୍ରା ପାଳନ ପାଇଁ ଏଭଳି କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି।  More
  • Prangyan Parimita
  • 2 years ago

ୟୁକ୍ରେନ୍‌ରେ ଫସିଛି ଅଳିଅଳି ଝିଅ : ଉଦ୍ଧାର କରିବାକୁ ଗୁହାରୀ କରୁଛି ମା’

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସହରର ଡାକ୍ତରୀ ଛାତ୍ରୀ ଜ୍ୟୋତିର୍ମୟୀ ।  ଭଗବାନ ଦାସ ଓ ସଞ୍ଜୁଲତା ଦାସଙ୍କ ଏକମାତ୍ର ଝିଅ । ଜ୍ୟୋତିର୍ମୟୀ ୟୁକ୍ରେନର କାରକିଭ ନ୍ୟାସନାଲ୍ ୟୁନିଭର୍ସିଟି ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ । More
  • Otv Khabar Bureau
  • 2 years ago

ଭୁବନେଶ୍ୱରରେ ବି ନକଲି; ଅସଲି ବ୍ରାଣ୍ଡ୍ ନାଁ ରେ ଲୋକଙ୍କୁ ଦେଉଥିଲେ ନକଲି ଧୂପକାଠି

ରାଜଧାନୀରୁ ନକଲି ସାମ୍ରାଜ୍ୟ ଠାବ । ଭୁବନେଶ୍ୱର ବରମୁଣ୍ଡା ଏବଂ ବଡଗଡବ୍ରିଟ କଲୋନୀରେ ଥିବା ଗୋଦାମ ଉପରେ ଚଢାଉ ଫଳରେ ବିପୁଳ ପରିମାଣର ଅଗରବତୀ ସହ କଞ୍ଚାମାଲ, ଯନ୍ତ୍ରପାତି ଓ ବିଭିନ୍ନ କମ୍ପାନୀର ଲୋଗୋ ଜବତ ହୋଇଛି । More
  • Rajalaxmi Sahoo
  • 2 years ago

ବିଡ଼ା ବିଡ଼ା ୨ଶହ ଟଙ୍କିଆ ନୋଟ୍‌, ହେଲେ ସବୁ ଜାଲ୍‌...

ରାଜଧାନୀ ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଖାରବେଳ ନଗର ଅଞ୍ଚଳରୁ ପୋଲିସ୍‌ ଏହିସବୁ ଜାଲ୍‌ ନୋଟ୍‌ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।  More
  • Prangyan Parimita
  • 2 years ago

ଭୁବନେଶ୍ୱରରୁ ୧୨ କୋଟିର ସୁନା ଜବତ କଲା ଜିଆରପି

୧୨ କୋଟି ଟଙ୍କାର ସୁନା ଜବତ । More
  • Rajalaxmi Sahoo
  • 2 years ago

ନିର୍ବାଚନ ହାରିବା ପରେ ସରପଞ୍ଚ ପ୍ରାର୍ଥୀଙ୍କ କାରନାମା: ବଡ଼ ବଡ଼ ଗାତ ଖୋଳିଲେ, ପଥର ପକାଇ ରାସ୍ତା ବନ୍ଦ କଲେ

ନିର୍ବାଚନରେ ହାରିବା ପରେ ରାସ୍ତା ବନ୍ଦ କଲେ ପ୍ରାର୍ଥୀ। ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଛନ୍ତି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ। More
  • Otv Khabar Bureau
  • 2 years ago

ଉଠିଲା ଶ୍ରୀଲିଙ୍ଗରାଜ ମନ୍ଦିର ମହାଦୀପ

ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ More
  • Otv Khabar Bureau
  • 2 years ago

ବାହାଘର ବର୍ଷେ ହେଇନି, ହାତ ଛାଡି ଚାଲିଗଲା ସ୍ତ୍ରୀ

ଜାଗର ଯାତ୍ରା ହେଲା ଶେଷ ଯାତ୍ରା । କିଛି ଦିନ ତଳେ ଅଗ୍ନିକୁ ସାଖି ରଖି ଏକାଠି ବଞ୍ଚିବାର ଶପଥ ନେଇଥିଲେ. ଏବେ କିନ୍ତୁ ଅଧା ବାଟରେ ହାତ ଛାଡି ଚାଲିଗଲେ ସ୍ତ୍ରୀ । More
  • Otv Khabar Bureau
  • 2 years ago

ଟ୍ୱିନ୍‌ ସିଟିରେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି

ମିଳିଥିବା ସୂଚନା ଅନୁସାରେ ବିଜେଡିର କର୍ପୋରେଟର ତାଲିକା ପ୍ରାୟ ଚୂଡାନ୍ତ ହୋଇସାରିଛି । ହେଲେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି । ଆଶାୟୀ ଅନେକ ରେସ୍‌ରେ ଅଛନ୍ତି । More
  • Otv Khabar Bureau
  • 2 years ago

ବିଜେଡିର ରେକର୍ଡ ଭଙ୍ଗା ବିଜୟ:ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

୨୦୧୭ ନିର୍ବାଚନ ସହିତ ଚଳିତ ଥରର ଫଳାଫଳକୁ ତୁଳନାକୁ କଲେ ସବୁ ରେକର୍ଡ ଭାଙ୍ଗି ଐତିହାସିକ ରେଜଲ୍ଟ କରିଛି ବିଜେଡି । ୨୦୧୭ରେ ବିଜେଡିକୁ ମିଳିଥିଲା ୪୭୬ ସିଟ୍, ଏଥର ତାଠାରୁ ୨୯୦ଟି ଜୋନ୍ ଅଧିକ ପାଇଛି ଶାସକ ଦଳ । More
  • Chandan Shishu
  • 2 years ago

ଟଙ୍କିକିଆ ଚାଉଳ ସ୍କିମରୁ ଫାଇଦା ପାଇଲା ବିଜେଡି: ନିରଞ୍ଜନ

ଦଳୀୟ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ଯେ କିଛି ସ୍ୱାର୍ଥବାଦୀ ନେତା ପାଇବା/ହେବା ଆଶାରେ ଦଳ ଛାଡୁଛନ୍ତି। More