କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଏବେ ନଈକୂଳିଆ ଲୋକଙ୍କ ପାଇଁ ପାଲଟିଛି ମୃତ୍ୟୁଯନ୍ତା । କାରଣ ବ୍ରାହ୍ମଣୀ ନଦୀରେ କୁମ୍ଭୀର ହାଉଯାଉ । କେବଳ ବ୍ରାହ୍ମଣୀ ନୁହେଁ- ଖରସ୍ରୋତା, କାଣୀ, ଗୋବରି ନଈ କୂଳରେ ରହୁଥିବା ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ଏହାକୁ ନେଇ ତେଜୁଛି ଜନଅସନ୍ତୋଷ
କୁମ୍ଭୀର ଯାତାୟତ କରୁଥିବା ଖରସ୍ରୋତା ନଦୀର ଯମୁନା ନାଳ ମଧ୍ୟକୁ ସର୍ବସାଧାରଣ ପ୍ରବେଶ ନିଷେଧ