• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 23 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ମଧ୍ୟାହ୍ନ ଭୋଜନ ମହାଘୋଟାଲା ପାର୍ଟ-୪; ୫୦ କେଜି ବସ୍ତାରେ ରହୁଛି ୪୭ କେଜି ଚାଉଳ

ମନ ଇଛା ବିନା ଓଜନରେ ଯୋଗାଣ ବିଭାଗ ଚାଉଳ ପକାଇ ଚାଲି ଯାଉଛି । ସ୍କୁଲରେ ଓଜନ କରିବା ପାଇଁ ବ୍ୟବସ୍ଥା ନଥିବାରୁ ସମସ୍ତେ ନାଚାର । ଜିଲ୍ଲାର କୋଇଡା ବ୍ଳକ୍‌ରେ ବି ଛାତ୍ରଛାତ୍ରୀଙ୍କ ମିଡ୍ ଡେ ମିଲ୍‌ରେ ଦୁର୍ନୀତିର ଗନ୍ଧ ଦେଖିବାକୁ ମିଳିଛି । More
  • Otv Khabar Bureau
  • 2 years ago

ଭାରତୀୟ ଇତିହାସରେ ଲେଖାଯିବ ସ୍ୱର୍ଣ୍ଣିମ ଅଧ୍ୟାୟ; ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ

ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ । More
  • Otv Khabar Bureau
  • 2 years ago

ପ୍ରକୃତିଙ୍କ ନାଁରେ ଥାନାରେ ତୃପ୍ତିଙ୍କ ଫେରାଦ

ଆଜିର ଘଟଣାକୁ ନେଇ ଏତଲାରେ ଅବଗତ କରିଛନ୍ତି ତୃପ୍ତି । More
  • Prangyan Parimita
  • 2 years ago

ବାବୁସାନ, ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ପତ୍ନୀ ତୃପ୍ତିଙ୍କ ହଙ୍ଗାମା : ସ୍ୱାମୀଙ୍କୁ ଗାଡ଼ିରୁ ଟାଣି ଆଣିଲେ, ଅଭିନେତ୍ରୀଙ୍କୁ ଗୋଡ଼ାଇଲେ

ରାସ୍ତା ମଝିରେ ସିନେ ତାରକାଙ୍କ ଜୋରଦାର କଳି । ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ମୁହାମୁହିଁ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । More
  • Prangyan Parimita
  • 2 years ago

‘ଟିକି ଅପା ଥାନାକୁ ଏକା କାହିଁକି ଗଲେ, ପୁଅକୁ ନେଇ ଗଲେନି ’

ପୂର୍ବରୁ ଅପରାଜିତା ଓ ତୃପ୍ତି ତାଙ୍କ ପାଖକୁ ଆସିଥିବା ମନ୍ମଥ ମିଶ୍ର ସ୍ୱୀକାର କରିଛନ୍ତି More
  • Rajalaxmi Sahoo
  • 2 years ago

ଗୁଣି ସନ୍ଦେହରେ ନିଆଁପାଣି ବାସନ୍ଦ, ନ୍ୟାୟ ନ ମିଳିଲେ ଆତ୍ମହତ୍ୟା ଚେତାବନୀ

ଗୁଣି ସନ୍ଦେହରେ ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଛି। ପାଞ୍ଚ ବର୍ଷ ପୂର୍ବେ ଗାଁରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। More
  • Rajalaxmi Sahoo
  • 2 years ago

ବୋହୂକୁ ଧରି ଥାନାରେ ପହଞ୍ଚିଲେ ଅପରାଜିତା

 ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଥିଲେ। ଏହାପରେ ବୋହୂ ତୃପ୍ତିଙ୍କ ଅପରାଜିତା ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି।  More
  • Rajalaxmi Sahoo
  • 2 years ago

ମାଡ଼ ମାରି ନୋଳା ଫଟେଇ ଦେଲେ ସାର୍‌

ଛାତ୍ରଟିର ପିଠି, ଜଙ୍ଘ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଛାତ୍ର ଜଣକ ଗୀତ ଲେଖି ନପାରିବାରୁ  ଶିକ୍ଷକ ରାଗରେ ମାଡ଼ ମାରିଥିବା ଅଭିଯୋଗ। More
  • Rajalaxmi Sahoo
  • 2 years ago

‘ମୋ ଝିଅକୁ ଫିଜିକାଲି ଆସଲ୍ଟ କରିବା ସହ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି’

‘ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ଏହାସହ ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏପରିକି ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି’ ବୋଲି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି। More
  • Prangyan Parimita
  • 2 years ago

ଅନଲାଇନ ସପିଂରେ ଠକେଇ : ଅର୍ଡର କରିଥିଲେ ବନାରସୀ ଶାଢୀ, ଆସିଲା ଚିରାଫଟା କପଡା

କାଳ ହେଲା ଅନଲାଇନ୍‌ ଅର୍ଡର। ମଗାଇଥିଲେ ବନାରସି ଶାଢୀ, ହେଲେ ପ୍ୟାକେଟ୍‌ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ । More
  • Prangyan Parimita
  • 2 years ago

‘ତୃପ୍ତିଙ୍କ ବିରୋଧରେ ମୁଁ ଲିଗାଲ ଆକ୍ସନ ନେବି’

‘ମୋତେ ଟର୍ଚର କଲେ, ମୋତେ ଫିଜିକାଲି ଆବ୍ୟୁଜ୍‌ କଲେ ’ More
  • Rajalaxmi Sahoo
  • 2 years ago

‘ପ୍ରକୃତି ମୋର ଜଣେ ଭଲ ସାଙ୍ଗ, ତା’ସହ କଥା ହେଲେ ଅସୁବିଧା କ’ଣ ?’

‘ମୋ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ନୁହଁନ୍ତି। ଆମ କାମ କ’ଣ, ଆମ କାମକୁ ସେସବୁ ସେ କିଛି ବୁଝିପାରିବେ ନାହିଁ। ପ୍ରକୃତି ମୋର ଜଣେ ଭଲ ସାଙ୍ଗ’ ବୋଲି ବାବୁସାନ କହିଛନ୍ତି। ଭାଇରାଲ୍‌ ଭିଡିଓକୁ ନେଇ ଅଭିନେତା ବାବୁସାନ ଏଭଳି ପ୍ରତିକ୍ରିୟା ରଖିଛନ୍ତି। More
  • Rajalaxmi Sahoo
  • 2 years ago

ରାଜରାସ୍ତାରେ ଓଡ଼ିଆ ଷ୍ଟାରଙ୍କ ଘର କଳି: ଅଭିନେତା ବାବୁସାନଙ୍କ ସାର୍ଟ ଝିଙ୍କିଲେ ପତ୍ନୀ

ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି।  More
  • Satyendu Shekher Mishra
  • 2 years ago

କୋଇଡ଼ା ବସଷ୍ଟାଣ୍ଡରୁ ୯ ଶିଶୁ ଶ୍ରମିକ ଉଦ୍ଧାର

ଦାଦନ ଖଟିବାକୁ ଯାଉଥିବା ବେଳେ ଧରିଲା ପୋଲିସ । ପିଲାମାନଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର । More
  • Satyendu Shekher Mishra
  • 2 years ago

ସରକାର ଦେଲେନି ଟଙ୍କା, ସରକାରୀ କାର୍ଯ୍ୟାଳୟରୁ ଜିନିଷ ଉଠାଇନେଲା L&T

ଘରୋଇ କମ୍ପାନୀର ବାକି ସୁଝି ପାରିଲେନି ସରକାର । ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଉପକରଣ ନେଇଗଲା କମ୍ପାନୀ । More
  • Otv Khabar Bureau
  • 2 years ago

ବର୍ଷା ନେଇ ୮ ଜିଲ୍ଲାରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ସକ୍ରିୟ ସୌମୁମୀ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା.... More
  • Satyendu Shekher Mishra
  • 2 years ago

୫୫ ବର୍ଷିୟ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ୮୫ ବର୍ଷିୟ ବାପା !

କ୍ରୋଧର ବହ୍ନିରେ ଜଳୁଥିଲେ ୮୫ ବର୍ଷିୟ ବାପା ପାଦୁକ ସାହୁ । ସେ ଏକ ପ୍ରକାର ପ୍ରତିଶୋଧ ପରାୟଣ ହୋଇଉଠିଥିଲେ । More
  • Pramod Behera
  • 2 years ago

‘କାଲି ପାଇଁ କାଲିର ସିନେମା’କୁ କାହିଁକି ଜାତୀୟ ଫିଲ୍ମ ପୁରସ୍କାର

ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’କୁ ମିଳିଛି ‘ବେଷ୍ଟ୍‌ ବୁକ୍ ଅନ୍ ସିନେମା ସ୍ପେଶାଲ୍ ମେନ୍‌ସନ୍ ସମ୍ମାନ’। ଏହାକୁ ନେଇ ଲେଖକ ଖୁବ ଖୁସି ଥିବା ବେଳେ ଏହି ବହି ପଛର ଉଦ୍ଦେଶ୍ୟ କ’ଣ ତାହା କହିଛନ୍ତି। More
  • Satyendu Shekher Mishra
  • 2 years ago

ବଲାଙ୍ଗୀର-କୋରାପୁଟ ପରେ ଏବେ ଗଞ୍ଜାମ-କେନ୍ଦ୍ରାପଡ଼ାରେ ବି ମହାଲୁଟ୍, ସାରା ରାଜ୍ୟକୁ ଲମ୍ବିଛି ଚେର

ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ । More
  • Satyendu Shekher Mishra
  • 2 years ago

ଦ୍ରୌପଦୀଙ୍କ ବିପୁଳ ବିଜୟ ପରେ ତେଜିଛି ସେଲିବ୍ରେସନ୍ ରାଜନୀତି, ଶ୍ରେୟ ନେବାକୁ ପ୍ରାଣପଣେ ଉଦ୍ୟମ

ବିଜେପି ପକ୍ଷରୁ ଜୋରଦାର ଉତ୍ସବ ପାଳନ ବେଳେ ଶ୍ରେୟ ନେବାକୁ କଳବଳ ଲଗାଇଛି ବିଜେଡି । ୨୫ରେ ଶପଥ ଉତ୍ସବରେ ଯୋଗଦେବାକୁ ଆଗୁଆ ଦିଲ୍ଲୀ ଯିବାକୁ ସଜବାଜ ନବୀନ । More
  • Chandan Shishu
  • 2 years ago

ସାରୁଅ ତରଙ୍ଗ ଷ୍ଟୁଡିଓ ବିରୋଧରେ ଅନୈତିକ ମେଳି: ମୁଖ୍ୟ କାର୍ପଟଦାର ବାପା-ଝିଅ-ଦାଦା ଗ୍ରୁପ୍

ରାସ୍ତା ସମସ୍ୟାର ସମାଧାନ ଏମାନଙ୍କ ଅସଲ ଉଦ୍ଦେଶ୍ୟ ନୁହେଁ ବରଂ ତରଙ୍ଗ ଷ୍ଟୁଡିଓରୁ ଠିକାଦାରୀ କାମରୁ ଅନ୍ତର ହିଁ ମେଳିର ମୁଖ୍ୟ କାରଣ। More