• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 24 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ନବମ ଶ୍ରେଣୀ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ! ବିଷ ପିଇ ଅଭିଯୁକ୍ତ ଗୁରୁତର

ଚିତ୍କାର ଶୁଣି ଦୟାନିଧିର ପତ୍ନୀ ପାଇଖାନା କବାଟ ଖୋଲିଥିଲେ। ସେତେବେଳକୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ୧୪ ବର୍ଷର ଜ୍ୟୋତ୍ସ୍ନା।  More
  • Chandan Shishu
  • 2 years ago

ରାତି ପାହିଲେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି; ଭାରତ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ 

ଜଣେ ଆଦିବାସୀ ମହିଳା ଏନ୍ଏସି କାଉନସିଲରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି; ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ଏକ ବିରାଟ ଉପଲବ୍ଧି। More
  • Chandan Shishu
  • 2 years ago

'ବ୍ଲାକ୍‌ମେଲିଂ କରିନାହାନ୍ତି କହିଲେ ବାବୁସାନ୍'

ପୁଣି ଏକ ଭିଡିଓରେ ସ୍ପଷ୍ଟୀକରଣ ଦେଲେ ଅଭିନେତା ବାବୁସାନ୍। More
  • Otv Khabar Bureau
  • 2 years ago

ତେଜୁଛି ବାବୁସାନ୍-ତୃପ୍ତି-ପ୍ରକୃତି କଳି: ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବେନି କହିଲେ ବାବୁସାନ୍

ପ୍ରକୃତିଙ୍କୁ ଇଙ୍ଗିତ କରି ଅପରାଜିତାଙ୍କ ଟାର୍ଗେଟ୍ କଲେ । କହିଲେ ଦେଢ଼ବର୍ଷ ହେଲା ଖରାପ ସଂଗତରେ ପଡ଼ିଯାଇଛି ପୁଅ... More
  • Chandan Shishu
  • 2 years ago

ବିଶ୍ୱର ୭୦ ଦେଶରେ ୧୬ ହଜାର ମଙ୍କିପକ୍ସ ରୋଗୀ ଚିହ୍ନଟ

ଯେହେତୁ ଅଳ୍ପ ଦିନ ଭିତରେ ଏହା କେରଳ ଓ ଦିଲ୍ଲୀକୁ ମଙ୍କିପକ୍ସ ଛୁଇଁଲାଣି, ଓଡ଼ିଶାକୁ ଆସିବନି ବୋଲି କହିହେବନି। More
  • Chandan Shishu
  • 2 years ago

'କେହି କାହା ଘର ଭାଙ୍ଗିପାରନ୍ତି ନାହିଁ'

ଗୋଟେ ଫିଲ୍ମ ନିର୍ମାଣ କରିବା କରିବା ପାଇଁ ମୁଁ ବାହାରକୁ ଯାଉଥିଲି। More
  • Otv Khabar Bureau
  • 2 years ago

ପୋଡ଼ାଜଳା ଅବସ୍ଥାରେ ୨ ହାତୀ କଙ୍କାଳ ଠାବ

ପୁଣି ଦୁଇଟି ହାତୀ କଙ୍କାଳ ଠାବ.... More
  • Prangyan Parimita
  • 2 years ago

‘ପ୍ରକୃତିଙ୍କ ସହ ସମ୍ପର୍କରେ ଆସିବା ପରେ ବାବୁସାନ ବଦଳି ଯାଇଛି’

ପ୍ରକୃତି ମିଶ୍ର ଘର ଭାଙ୍ଗିଦେଲେ କହିଲେ ବାବୁସାନ୍‌ଙ୍କ ଭଉଣୀ ତୃପ୍ତି ମହାନ୍ତି । More
  • Prangyan Parimita
  • 2 years ago

କୋଭିଡ୍‌ ପରେ ସୁଟିଂ ସେଟରେ ହଠାତ୍‌ ରାଗି ଯାଉଥିଲେ ବାବୁସାନ୍’ : ଖୁଲାସା କଲେ ଓଡ଼ିଆ ସିନେ ନିର୍ଦ୍ଦେଶକ

ହଠାତ୍‌ କାହିଁକି ବଦଳି ଯାଇଥିଲେ କି ବାବୁସାନ୍‌ ? କୋଭିଡ୍‌ ସମୟ ମଧ୍ୟରେ କ’ଣ ହୋଇଥିଲା । More
  • Otv Khabar Bureau
  • 2 years ago

ରାଜ୍ୟରେ ଆଜି ବି ହଜାରେ ପାର୍‌ ସଂକ୍ରମଣ

ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୦୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । More
  • Otv Khabar Bureau
  • 2 years ago

'ଖରାପ ସଙ୍ଗତରେ ପଡ଼ିବାରୁ ବାବୁସାନ୍‌ର ସର୍ବନାଶ ହୋଇଛି'

ପୁଅ ବାବୁସାନଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମାଆ ଅପରାଜିତା । More
  • Otv Khabar Bureau
  • 2 years ago

କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ

କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। More
  • Prangyan Parimita
  • 2 years ago

ପାଇଖାନାରେ ନିର୍ମାଣରେ ଘୋଟାଲା : ଶୌଚ ହେବା ପରିବର୍ତ୍ତେ ଜାଳ ରଖୁଛନ୍ତି ଲୋକେ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କେରୁଆପାଳ ପଞ୍ଚାୟତରେ ପାଇଖାନା ଘୋଟାଲା । More
  • Prangyan Parimita
  • 2 years ago

ରାୟଗଡ଼ା କାଶୀପୁରରେ ଥମୁନି ହଇଜା : ଡେଙ୍ଗାଗୁଡ଼ା ଗାଁରେ ଆଉ ଜଣଙ୍କ ଜୀବନ ଗଲା

ରାୟଗଡ଼ା ପରେ କୋରାପୁଟ ଓ ନବରଙ୍ଗପୁରକୁ ବ୍ୟାପିଲା ଝାଡ଼ାବାନ୍ତି More
  • Otv Khabar Bureau
  • 2 years ago

ସ୍ୱପ୍ନ ଭାଙ୍ଗିଦେଲା ଲୋୟର ଇନ୍ଦ୍ର ଜଳସେଚନ; ପୈତୃକ ଘରକୁ ହରାଇ କାନ୍ଦୁଛନ୍ତି ଗାଁ ଲୋକ

କିଛି ଘଂଟାରେ ସବୁ ସ୍ୱପ୍ନକୁ ଚୁରମାର କରିଦେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଜଳଭଣ୍ଡାର ପାଇଁ ବିନା ଇଚ୍ଛାରେ ଗାଁ ଛାଡ଼ିଲେ ଲୋକେ। ଘର କବାଟରେ ତାଲା ପଡିଛି ସତ ହେଲେ ଉପର ପୂରା ମେଲା। ଶୁଭବିବାହ ଲେଖା କାନ୍ଥରୁ ଲିଭିନି । କିନ୍ତୁ ନୂଆ ବୋହୂର ମନ ଭାଙ୍ଗିଯାଇଛି। More
  • Otv Khabar Bureau
  • 2 years ago

Daily Horoscope 24th July 2022: ଏହି ରାଶିର ବ୍ୟକ୍ତିଙ୍କୁ ଅର୍ଥଲାଭ ହୋଇପାରେ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ  ରବିବାର । ତିଥି –  ୧୧ ଶୀ ଦିବା ୦୧/୪୬ ଗତେ ୧୨ ଶୀ, ଚନ୍ଦ୍ର   – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୧/୪୬ ଗତେ  ୨ ପାଦ - କୃଷି ଓ ପଶୁହାନି ଓ ଅନ୍ନଦାନ।  More
  • Prangyan Parimita
  • 2 years ago

ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ : କେଉଁ କେଉଁ ସ୍ଥାନରେ ଅଧିକ ବର୍ଷା ?

ରାଜ୍ୟରେ ତୁହାକୁ ତୁହା ଲାଗି ରହିଛି ବର୍ଷା । More
  • Prangyan Parimita
  • 2 years ago

ଶିକ୍ଷକଙ୍କ ମାଡ଼ରେ ୧୪ ଛାତ୍ରଛାତ୍ରୀ ଆହତ : ପାଠ ନଆସିବାରୁ ମାଡ଼ ମାରିଲେ ଶିକ୍ଷକ

ଉତ୍ତର ଦେଇ ନପାରିବାରୁ ପିଲାଙ୍କୁ ନିର୍ଘାତ ମାଡ଼ ମାରିଲେ ଶିକ୍ଷକ । More
  • Prangyan Parimita
  • 2 years ago

ସାଙ୍ଗ ସାଜିଲା ସଇତାନ୍; ଠେଙ୍ଗାରେ ପିଟି ନୃଶଂସ ହତ୍ୟା

ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟି ନୃଶଂସ ହତ୍ୟା ଅଭିଯୋଗ More
  • Prangyan Parimita
  • 2 years ago

ପ୍ରକୃତିଙ୍କ ସହ ସିନେମା କରିବେନି ବାବୁସାନ୍‌ : ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀଙ୍କୁ ଜଣାଇଲେ ଅଭିନେତା

ମୁଁ ଜାଣି ନ ଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି ବୋଲି ବାବୁସାନ୍‌ କହିଛନ୍ତି । More
  • Otv Khabar Bureau
  • 2 years ago

ମଧ୍ୟାହ୍ନ ଭୋଜନ ମହାଘୋଟାଲା ପାର୍ଟ-୪; ୫୦ କେଜି ବସ୍ତାରେ ରହୁଛି ୪୭ କେଜି ଚାଉଳ

ମନ ଇଛା ବିନା ଓଜନରେ ଯୋଗାଣ ବିଭାଗ ଚାଉଳ ପକାଇ ଚାଲି ଯାଉଛି । ସ୍କୁଲରେ ଓଜନ କରିବା ପାଇଁ ବ୍ୟବସ୍ଥା ନଥିବାରୁ ସମସ୍ତେ ନାଚାର । ଜିଲ୍ଲାର କୋଇଡା ବ୍ଳକ୍‌ରେ ବି ଛାତ୍ରଛାତ୍ରୀଙ୍କ ମିଡ୍ ଡେ ମିଲ୍‌ରେ ଦୁର୍ନୀତିର ଗନ୍ଧ ଦେଖିବାକୁ ମିଳିଛି । More
  • Otv Khabar Bureau
  • 2 years ago

ଭାରତୀୟ ଇତିହାସରେ ଲେଖାଯିବ ସ୍ୱର୍ଣ୍ଣିମ ଅଧ୍ୟାୟ; ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ

ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ । More
  • Otv Khabar Bureau
  • 2 years ago

ପ୍ରକୃତିଙ୍କ ନାଁରେ ଥାନାରେ ତୃପ୍ତିଙ୍କ ଫେରାଦି

ଆଜିର ଘଟଣାକୁ ନେଇ ଏତଲାରେ ଅବଗତ କରିଛନ୍ତି ତୃପ୍ତି । More
  • Prangyan Parimita
  • 2 years ago

ବାବୁସାନ, ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ପତ୍ନୀ ତୃପ୍ତିଙ୍କ ହଙ୍ଗାମା : ସ୍ୱାମୀଙ୍କୁ ଗାଡ଼ିରୁ ଟାଣି ଆଣିଲେ, ଅଭିନେତ୍ରୀଙ୍କୁ ଗୋଡ଼ାଇଲେ

ରାସ୍ତା ମଝିରେ ସିନେ ତାରକାଙ୍କ ଜୋରଦାର କଳି । ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ମୁହାମୁହିଁ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । More
  • Prangyan Parimita
  • 2 years ago

‘ଟିକି ଅପା ଥାନାକୁ ଏକା କାହିଁକି ଗଲେ, ପୁଅକୁ ନେଇ ଗଲେନି ’

ପୂର୍ବରୁ ଅପରାଜିତା ଓ ତୃପ୍ତି ତାଙ୍କ ପାଖକୁ ଆସିଥିବା ମନ୍ମଥ ମିଶ୍ର ସ୍ୱୀକାର କରିଛନ୍ତି More