ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର । ତିଥି – ୧୧ ଶୀ ଦିବା ୦୧/୪୬ ଗତେ ୧୨ ଶୀ, ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୧/୪୬ ଗତେ ୨ ପାଦ - କୃଷି ଓ ପଶୁହାନି ଓ ଅନ୍ନଦାନ।
ଶୁଭ ସମୟ-
ପ୍ରାତଃ ୦୫/୨୩ ରୁ ୦୯/୪୩
ଦିବା ୦୧/୩୦ ରୁ ୦୨/୦୩
ସନ୍ଧ୍ୟା ୦୭/୦୭ ରୁ ୦୯/୧୯
ରାତ୍ରି ୧୨/୧୫ ରୁ ୦୧/୧୫
ରାତ୍ରି ୦୨/୩୮ ରୁ ୦୩/୧୧
ଅଶୁଭ ସମୟ-
ଋାହୁକାଳ - ଦିବା ୦୪/୪୫ ରୁ ୦୬/୨୩
କାଳବେଳା - ଦିବା ୧୧/୫୩ ରୁ ୦୧/୩୦
ବାରବେଳା –ଦିବା ୧୦/୧୫ ରୁ ୧୧/୫୩
କାଳରାତ୍ରି – ରାତ୍ରି ୦୧/୧୫ ରୁ ୦୨/୩୮
ଆଜିର ରାଶିଫଳ-
ମେଷ:-
ଅଶ୍ୱନୀ - ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିବେଶ ରହିପାରେ ।
ଦ୍ୱିଜା –ଯାନବାହନ ଚଳାଇବା ସମୟରେ ସତର୍କ ଅବଲମ୍ବନ କରନ୍ତୁ ।
କୃତିକା – କର୍ତୁପକ୍ଷଙ୍କ ଠାରୁ ଦୂବ୍ୟବହାର ପାଇବେ ।
ପ୍ରତିକାର - ଗାଧୋଇ ସାରିବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।
ବୃଷ:-
କୃତିକା - ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ ।
ରୋହିଣୀ –ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।
ମୃଗଶିରା – ଖୁସିରେ ଆପଣ ଅଧିକ ଖର୍ଚ୍ଚ କରିପାରନ୍ତି ।
ପ୍ରତିକାର – ମା କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ମିଥୁନ:-
ମୃଗଶିରା - ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ ।
ଆଦ୍ରା - ଆପଣଙ୍କ କାମ ଅନ୍ୟକୁ ଖୁସି ଦେଇ ପାରେ ।
ପୁନର୍ବସୁ - ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ ।
ପ୍ରତିକାର – ସବୁଜ ରଙ୍ଗର ପୋଷାକ ଦାନ କରନ୍ତୁ ।
କର୍କଟ:-
ପୁନର୍ବସୁ - ବଡ କଂପାନିରେ ଚାକିରି ପାଇଁ ସୁଯୋଗ ଆସିପାରେ ।
ପୁଷ୍ୟା – ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ ।
ଅଶ୍ଳେଷା - କୈାଣସି କାର୍ଯ୍ୟରେ ସାହାସିକ ପଦକ୍ଷପ ନେବେ ।
ପ୍ରତିକାର – ଓଁ ସୋମାୟ ନମଃ ମନ୍ତ୍ର ଜପ କରି ଘରୁ ବାହାରନ୍ତୁ ।
ସିଂହ:-
ମଘା – ଗୃହପୋକରଣ ସଂଗ୍ରହ କରି ପାରନ୍ତି ।
ପୂ , ଫାଲଗୁନୀ - ଅର୍ଥଲାଭର ଆବାସ ମିଳିପାରେ ।
ଉ ,ଫାଲଗୁନୀ – ଆୟ ବୃଦ୍ଧି, ବ୍ୟୟ ସଙ୍କୋଚ ହେବ ।
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରି ଦିନଟି ଆରମ୍ଭ କରନ୍ତୁ ।
କନ୍ୟା:-
ଉ , ଫାଲଗୁନୀ –ବରମ୍ବାର ଶାରୀରିକ ସମସ୍ୟା ଚିନ୍ତାର କାରଣ ହେବ ।
ହସ୍ତା – ସାଂସାରିକ ଜୀବନରେ ଦ୍ୱନ୍ଦ ରହିବ ।
ଚିତ୍ରା – କେତେକାଂଶରେ ପତିକୂଳ ପରିସ୍ଥିତି ଦେଇ ଗତି କରିବେ ।
ପ୍ରତିକାର - ବୁଧଙ୍କର ପୂଜାର୍ଚ୍ଚନା କରନ୍ତୁ ।
ତୁଳା:-
ଚିତ୍ରା – ଯାହା ଆୟ ହେବ, ତାହା ଅଭାବ ପଡିବ ।
ସ୍ୱାତୀ – ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ ।
ବିଶାଖା – ସାଂସାରିକ ସମସ୍ୟା ଘେରି ରହିବ ।
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବିଛା:-
ବିଶାଖା – ସାସୃତିକ ପରିବେଶରେ ଯୋଗ ଦାନ କରିବେ ।
ଅନୁରାଧା – ଗୁରୁ ଦୃଷ୍ଟି ଲାଭ କରି ପାରନ୍ତି ।
ଜ୍ୟେଷ୍ଠା – ଧାର୍ମିକ ଭାବନାରେ ଶାନ୍ତି ପାଇବେ ।
ପ୍ରତିକାର – ଗୋଟେ କଳସରେ ମହୁ ଭର୍ତି କରି କୈାଣସି ନିରଳା ଜାଗାରେ ରଖି ଦିଅନ୍ତୁ ।
ଧନୁ:-
ମୂଳା –ଆୟିନି ସହାୟତା ସାଙ୍ଗକୁ ବିଦେଶ ଯାତ୍ରା କରି ପାରନ୍ତି ।
ପୂ , ଷାଢା – ରଚନାନୈତିକ କାର୍ଯ୍ୟରୁ ପ୍ରଶଂସିତ ମିଳିବ ।
ଉ , ଷାଢା – ନିଜ ମନକୁ ସାନ୍ତନା ଦେବେ ।
ପ୍ରତିକାର – ମା ତାରାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।
ମକର:-
ଉ , ଷାଢା - ବିବାହ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।
ଶ୍ରବଣା – ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।
ଧନିଷ୍ଠା –ଆପଣଙ୍କୁ ଭୁଲ ରାସ୍ତାରେ ନେଇ ଯାଉଥିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ ।
ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
କୁମ୍ଭ:-
ଧନିଷ୍ଠା – ଛାତ୍ରଛାତ୍ରୀ ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।
ଶତଭିଷା – ସୁଆଦିଆ ଖାଦ୍ୟ ଭୋଜନ କରିବାର ସୁଯୋଗ ପାଇପାରନ୍ତି ।
ପୂ , ଭାଦ୍ରପଦ – ବେପାର ବୃତିରେ ସଫଳତା ହାସଲ କରିବେ ।
ପ୍ରତିକାର – ଐଂ ହ୍ରୀଂ ରାହବେ ନମଃ ପାଠ କରନ୍ତୁ ।
ମୀନ:-
ପୂ , ଭାଦ୍ରପଦ - ସରକାରୀ ସାହାର୍ଯ୍ୟରୁ ଅର୍ଥ ଲାଭ ହୋଇପାରେ ।
ଉ , ଭଦ୍ରପଦ -ପାରିବାରିକ ସହମତିରେ କାର୍ଯ୍ୟ ସିଦ୍ଧି ଘଟିପାରେ ।
ରେବତୀ – ରାଜନୈତିକ ପୃଷ୍ଟ ପୋଷକତା ଲାଭ କରିବେ ।
ପ୍ରତିକାର – ଗୁରୁଜନ ମାନଙ୍କର ଆଜ୍ଞା ପାଳନ କରନ୍ତୁ ।
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)