/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659013749.jpg)
OCS Prelims 20222
ଓଡ଼ିଶା ସିଭିଲ ସର୍ଭିସ କମିଶନ୍ ଦ୍ୱାରା OCS ପ୍ରିଲିମ୍ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୧୬ ତାରିଖରେ OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି କରାଯାଇଛି । ପରୀକ୍ଷା ସଂପର୍କରେ ସବିଶେଷ ବିବରଣୀ ୱେବସାଇଟରୁ ମିଳିବ। OPSC ୱେବସାଇଟରେ ପରବର୍ତ୍ତୀ ସମୟରେ ବିସ୍ତୃତ ବିବରଣୀ ଦିଆଯିବ ।
Advertisment
OPSC ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଟୁଇଟ୍ କରି କହିଛନ୍ତି, 'ପରୀକ୍ଷାର୍ଥୀଙ୍କ ସନ୍ଦେହ ଦୂର କରିବା ପାଇଁ, ୨୦୨୦ OCS ଫଳାଫଳ ଘୋଷଣା ପରେ ୨୦୨୧-୨୨ ର ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହେବ'।
Many of you were asking for the 2021 Prelims Date. Here it is. Best wishes to aspiring candidates. pic.twitter.com/IniLQYeU71
— SATYAJIT MOHANTY (@satyajitips88) July 28, 2022
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)