କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ, ପାଣି ଛାଡ଼ିବାର ୭ଦିନରେ କ୍ଷୟକ୍ଷତି ଆକଳନ ସହ ୧୫ଦିନ ରିଲିଫ୍ ଦେବାକୁ ସରକାରଙ୍କ ଘୋଷଣା
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସ୍ମାର୍ଟ ସିଟି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତି ବି ସଙ୍ଗୀନ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଗାଁ ବୁଡିଛି, ପାଣି ଘେରରେ ଘରଦ୍ୱାର, ମନ୍ଦିର ବି ବୁଡିଛି । ମୁଖ୍ୟ ରାସ୍ତାରେ ଚାଲିଛି ଅଣ୍ଟାଏ ଉଚ୍ଚର ବନ୍ୟା ଜଳ ।
ଆଜି ଶୀର୍ଷରେ ପହଞ୍ଚିଲାଣି ମଣିଷର ଶିକ୍ଷା, ଦୀକ୍ଷା ଆଉ ସଂସ୍କାର । କିନ୍ତୁ ସଚେତନତା ଅଭାବରୁ ଗ୍ରାମାଞ୍ଚଳରେ ଡେଣା ମେଲାଇଥିବା କୁସଂସ୍କାର ନିହାତି ଦୁର୍ଭାଗ୍ୟଜନକ ।
ବନ୍ୟା, ବିପନ୍ନ ଆଉ ଦୁର୍ଦ୍ଦଶା । ଚିତ୍ର ଯେତେ ବଖାଣିଲେ ବି ସରୁନି ହେଲେ ବିପନ୍ନଙ୍କ ପାଇଁ ଜୀବନ ଏବେ ସବୁଠୁ ଅଧିକ ଦୁର୍ବିସହ । ବ୍ୟାପୁଥିବା ସଂକ୍ରାମକ ରୋଗକୁ ନେଇ ଘରେ ଘରେ ଏବେ ଜ୍ୱର-କାଶ-ଥଣ୍ଡା, ତାସାଙ୍ଗକୁ ଚର୍ମ ରୋଗ ।
ବନ୍ୟାବେଳେ ଲଘୁଚାପ ବର୍ଷାକୁ ନେଇ ବଢୁଛି ଚିନ୍ତା । ୨୦ ତାରିଖରେ ଓଡ଼ିଶା ଓ ଛତିଶଗଡ଼କୁ ଦିଆଯାଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ ।
କମୁଛି ମହାନଦୀ ଜଳସ୍ତର । ହୀରାକୁଦକୁ ଜଳ ପ୍ରବେଶ କମିବା ପରେ କମୁଛି ଜଳସ୍ତର । ତଥାପି କଟକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ ।
ବନ୍ୟାରେ ଖାଲି ମଣିଷ ନୁହଁନ୍ତି, ଗାଈଗୋରୁ, ଛେଳି ମେଣ୍ଡା ଓ ଅନ୍ୟ ଗୃହପାଳିତ ଜୀବଜନ୍ତୁଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିଛି । ଗୋସଂପଦ ପ୍ରଭାବିତ ହୋଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଆର୍ଥିକ ଅବସ୍ଥା ବି ଦୁର୍ବଳ ହେଉଛି ।
ଯେଉଁଠି ଆଶ୍ରୟ ନେଇଥିଲେ ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା ।
ବନ୍ୟା ଛାଡ଼ିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ।
ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଗ୍ରାମବାସୀମାନେ କାନ୍ଧ ଦେଇନଥିଲେ। କାରଣ ତାଙ୍କ ପୁଅ ଅନ୍ୟ ଜାତିର ଘରେ ଖାଇଥିଲେ। ଶେଷରେ ବୃଦ୍ଧାଙ୍କ କୋକେଇକୁ ଘୋଷାଡି ଘୋଷାଡ଼ି ନେଇଥିଲେ ତାଙ୍କ ପୁଅ, ବୋହୂ।
ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହୋଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଆଜି ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ
ଚାଉଳ ହଡପ କଥା ଧରାପଡିଲା କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଲା, କିନ୍ତୁ ଅମଳାଭଟା ପଞ୍ଚାୟତ ଲୋକେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ୩ ମାସର ଚାଉଳ ପାଇନାହାନ୍ତି
ସରକାରୀ ବଡ଼ ପଣ୍ଡାମାନେ ସବୁ ଖେଳ କରିଛନ୍ତି ।
ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ଥିବାବେଳେ ୬୨୨କୁ ଖସାଇବାକୁ ଉଦ୍ୟମ କରାଯାଉଛି
ବୃଦ୍ଧାଙ୍କ ଦୋଷ କ’ଣ , ଯେଉଁଥିପାଇଁ ବଞ୍ଚି ଥାଉ ଥାଉ ଶ୍ମଶାନରେ ଛାଡିଦେଲେ ପୁଅମାନେ
ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।
ଆଜି ସକାଳେ ଶିଶୁଟି ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ଯାଇଥିଲା। ଗାତରେ ବର୍ଷା ପାଣି ଭର୍ତ୍ତି ଥିବାରୁ ପିଲାଟି ଜାଣି ନପାରି ପଡ଼ି ଯାଇଥିଲା।
କିଛି ସମୟ ମଧ୍ୟରେ କମିଯିବ ଜଳସ୍ତର ,ହୀରାକୁଦରୁ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ସନ୍ଧ୍ୟାରେ ପହଞ୍ଚିବ
ଜଗନ୍ନାଥ ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ମହାପ୍ରଭୁ। କୋନାବିରା ଗାଁକୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ପଶିବା ଯୋଗୁ କୋନାବିରା ଜଗନ୍ନାଥ ମନ୍ଦିରରେ ପାଣି ଭର୍ତ୍ତି ହୋଇଯାଇଥିଲା।
ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି।
ଗତ ଶନିବାର ହସ୍ପିଟାଲ୍ ଛାତରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ପୁଣି ଜଣେ ରୋଗୀ ଛାତରୁ ଡେଇଁ ପଡ଼ିଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ଜଳସ୍ତର ବି ଧୀରେ ଧୀରେ କମିବାରେ ଲାଗିଛି। ତଥାପି ସମସ୍ତେ ସତର୍କ ରହିବାକୁ SRC ପ୍ରଦୀପ ଜେନା କହିଛନ୍ତି। ମହାନଦୀରେ ଏଯାଏ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।