• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Mundali
ଜଳ ପ୍ରଳୟ ! କାହାର ସର୍ବନାଶ ତ କିଏ ପାଣି ଦେଖି ଖୁସି, କଟକର ମୁଣ୍ଡଳିରେ ବନ୍ୟା ଦେଖିବାକୁ ଆସର

ହଜାର ହଜାର ଲୋକଙ୍କ ଉପସ୍ଥିତି ଯୋଗୁଁ ଉପୁଜୁଛି ଟ୍ରାଫିକ୍ ସମସ୍ୟା । ବନ୍ୟାବେଳେ ବ୍ରିଜ୍‌କୁ ନଯିବାକୁ ଲୋକଙ୍କୁ ଏସଆରସିଙ୍କ ପରାମର୍ଶ ।

Hirakud Dam
ହୀରାକୁଦ ଖୋଲୁଛି ଅଧିକ ଗେଟ୍, ଛତିଶଗ଼ଡ ପକାଉଛି କି ଚାପ ?

ରାଜ୍ୟ ସରକାରଙ୍କ ଯୁକ୍ତି, ସ୍ଥିତି ଦେଖି ଗେଟ୍ ଖୋଲାଯାଉଛି । ଜଳ ପରିଚାଳନା ନେଇ ଓଡିଶା-ଛତିଶଗ଼ଡ ବୈଠକ ହେଉନି: SRC

Flood
ଦାଉ ସାଧୁଛି ବନ୍ୟା ! ଯାଜପୁର-ଜଗତସିଂହପୁର-କେନ୍ଦ୍ରାପଡ଼ା-ପୁରୀରେ ମହାନଦୀର କୋପ

କାଣି, କରାଣ୍ଡିଆ, ମକରା ନଦୀରେ ଘାଇ । ହଜାର ହଜାର ହେର ଚାଷଜମି ସହ ବହୁ ଗାଁ ଜଳମଗ୍ନ । ମହାନଦୀର ଉଛୁଳା ପାଣିରେ ଆଠଗଡ଼ ଓ ବାଙ୍କୀରେ ବ୍ୟାପକ କ୍ଷତି ।

Flood
ବନ୍ୟା ବନ୍ୟା ବନ୍ୟା ! ଗାଁ ଦାଣ୍ଡରେ ପାଣି, ଘର ଭିତରେ ପାଣି; ଛାତ ଉପରେ ତମ୍ବୁଟାଣି କଟୁଛି ଦିନ

ଦୁର୍ଦ୍ଦଶାରେ ଜୀବନ, ଚାଳ ଭାସୁଛି-ଚୁଲି ବୁଡ଼ିଛି ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା ।

Mahanadi Flood
ଭୟଙ୍କର ହେଉଛି ବନ୍ୟା ସ୍ଥିତି ! ଗର୍ଜନ କରୁଛି ମୁଣ୍ଡଳୀ, ପ୍ରବାହିତ ହେଉଛି ୧୨ଲକ୍ଷ କ୍ୟୁସେକ୍ ଜଳ

ବନ୍ୟା ଡର ଥିବାରୁ ଆସନ୍ତା ୨ରୁ ୩ଦିନ ଚିନ୍ତାଜନକ । ହୀରାକୁଦର ମୋଟ୍ ୪୦ ଗେଟ୍ ଖୋଲିବାକୁ ନିଷ୍ପତ୍ତି । ବନ୍ୟା ପାଇଁ ୧୦ ଜିଲ୍ଲାକୁ ଆଲର୍ଟ । ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ କଲେ ବନ୍ୟା ସମୀକ୍ଷା ।

Special story
ଚାକିରି କରୁଛି, ମୁଁ ଚାକର ନୁହେଁ : ଚିଠି ଲେଖି ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ

ଅସହ୍ୟ ହେଲା ପ୍ରଧାନଶିକ୍ଷକଙ୍କ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ ।

hirakud
ଗମ୍ଭୀର ହେଉଛି ବନ୍ୟା ସ୍ଥିତି ! ୩୧ ଗେଟ୍‌ ଖୋଲିଛି, ଅଧା ରାଜ୍ୟ ବୁଡ଼ିଲାଣି; ଏବେ ୪୦ ଗେଟ୍ ଖୋଲିବ

୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

Special story
ସବୁ ଜୀବନ ମୂଲ୍ୟବାନ; ଯେପରି ଗୋଟିଏ ଜୀବନ ହାନି ନହୁଏ : ବନ୍ୟାରେ ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

୧୦ଟି ଜିଲ୍ଲା ପ୍ରଭାବିତ ହେବ, ଜିଲ୍ଲାପାଳମାନେ ପଦକ୍ଷେପ ନିଅନ୍ତୁ, ବିପଦସଂକୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

Special story
ପାଣି ପଶିବା ସମ୍ଭାବନା ଥିବାରୁ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିର୍ଦ୍ଦେଶ

ସମସ୍ତ ସ୍କୁଲ ବନ୍ଦ କରିବାକୁ ବିଇଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ହୋଇଛି ।

  • Tuesday, 16 August 2022
  • School
Water level surges above 625 ft in Hirakud Dam
ଫୁଲୁଛି ହୀରାକୁଦ ଡ୍ୟାମ୍, ୬୨୫ ଫୁଟ୍ ଟପିଲା ଜଳସ୍ତର

ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ୬୨୫ ଫୁଟ୍ ଟପିଛି। ଡ୍ୟାମ୍‌କୁ ବନ୍ୟାଜଳ ପ୍ରବେଶ ବଢ଼ୁଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି।

Flood situation to touch peak level in 3 hours
‘ଆସନ୍ତା ୩ ଘଣ୍ଟାରେ ପିକ୍‌ ଛୁଇଁବ ବନ୍ୟା’

ଆସନ୍ତା ୩ ଘଣ୍ଟା ମଧ୍ୟରେ ପିକ୍ ଛୁଇଁବ ବନ୍ୟା। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। 

Car washed away in stream in Athagarh
ଜୀବନ ବଞ୍ଚାଇବା ପାଇଁ ୩ ଘଣ୍ଟା ପାଣି ଭିତରେ ଗାଡ଼ି ଉପରେ ବସିଲେ, ଶେଷରେ...

ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଏହା ଜାଣି ନପାରି ଗାଡ଼ି ଚାଳକ ଗାଡ଼ି ଆଗକୁ ଚଲାଇଥିଲେ। ଫଳରେ ଗାଡ଼ିଟି ପାଣିରେ ଭାସି ଯାଇଥିଲା। 

Uncertainty Over FIFA U17 Women's World Cup In Bhubaneswar After AIFF Suspended
ଭୁବନେଶ୍ୱରରେ ହେବନି FIFA ବିଶ୍ୱକପ୍‌ !

 ଭୁବନେଶ୍ୱରରେ ମହିଳା ଫୁଟବଲ୍‌ ବିଶ୍ୱକପ୍‌ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅଲ୍ ଇଣ୍ଡିଆ ଫୁଟବଲ୍‌ ଫେଡେରେସନ ସସ୍‌ପେଣ୍ଡ୍‌ ହେବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି।

Son murdered in front of mother in Bolangir
ମା’ ସାମ୍ନାରେ ପୁଅକୁ ହାଣି ବୁହାଇଲେ ରକ୍ତ ନଦୀ

ପୁଅକୁ ବଞ୍ଚାଇବା ପାଇଁ ଯାଇ ମହିଳା ଜଣକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। 

  • Tuesday, 16 August 2022
  • Murder
Several Cuttack villages submerged in Mahanadi flood water
ମାଡ଼ି ଆସିଲା ବନ୍ୟା ପାଣି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ଅନେକ ଗାଁ

କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି। ମହାନଦୀରେ ବନ୍ୟା ପାଣି ଯୋଗୁ ଅଂଶୁପା ହ୍ରଦ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।

Another Low Pressure Area To Form On August 19
ପୁଣି ଆସୁଛି ଏକ ଲଘୁଚାପ ! ୧୮ରୁ ପ୍ରବଳ ବର୍ଷା ସମ୍ଭାବନା

ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ।

Flood Like Situation In Mahanadi River
ମହାନଦୀରେ ବନ୍ୟା: ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ସତର୍କ ଘଣ୍ଟି !

ହୀରାକୁଦ ପାଣି ସହ ତେଲ ନଦୀର ପାଣି ମହାନଦୀରେ ମିଶିବା ପରେ ସୋନପୁର, ବୌଦ୍ଧ ଜିଲ୍ଲାର ବହୁ ଗାଁ ବନ୍ୟା ଘେରକୁ ଚାଲିଯାଇଛି। ବନ୍ୟା ପାଣି ମାଡ଼ି ଯିବାରୁ ବୌଦ୍ଧର ଅନେକ ଅଞ୍ଚଳ ଦୁଃସ୍ଥିତିରେ ରହିଛି। 

We and our society are far from progress
ପ୍ରଗତିର ବହୁ ଦୂରରେ ଆମେ ଓ ଆମ ସମାଜ

ଜଳବାୟୁ ପରିବର୍ତ୍ତନଜନିତ ଗମ୍ଭୀର ପରିବେଶର ସମସ୍ୟା ସାଙ୍ଗକୁ ମହାବିନାଶକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଏବଂ ମହାକାଶ ଯୁଦ୍ଧର ସମ୍ଭାବନା କାରଣରୁ ଭୂପୃଷ୍ଠ ବା ପୃଥିବୀର ଜୀବନଦାୟୀନୀ କ୍ଷମତା ସଙ୍କଟରେ ପଡୁଛି। ଏ ବାବଦରେ ଅନେକ ବିଶେଷଜ୍ଞ ଓ ବୈଜ୍ଞାନିକ ଅନେକବାର ଚେତାବନୀ ମଧ୍ୟ ଦେଇସାରିଲେଣି। ଏହା ସମକାଳୀନ ଦୁନିଆର ସବୁଠାରୁ ବଡ ସମସ୍ୟା।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 16 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 16 August 2022
Flood
ବନ୍ୟା ସ୍ଥିତି ଗମ୍ଭୀର, ମୁଣ୍ଡଳିରେ ବଢ଼ୁଛି ଜଳସ୍ତର ! ବୁଡ଼ିଲାଣି ଅଂଶୁପା

ଗାଁ ରାସ୍ତାରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତିଗିରିଆ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।

Jharsuguda salesman murder case
ଜୀବନ ନେଇଗଲା ୬୦ ଲକ୍ଷର ଗହଣା ଚୋରି

ଝାରସୁଗୁଡ଼ାରେ ସେଲ୍ସମ୍ୟାନ୍‌ଙ୍କୁ ପିଟିପିଟି ହତ୍ୟା। ମିଳିମିଶି ମାରିଦେଲେ ଗହଣା ଦୋକାନୀଙ୍କ ପୁଅ ଓ କର୍ମଚାରୀ। ମାଲିକଙ୍କ ଅଭିଯୋଗ, ଚୋରି ସୁନା ବନ୍ଧକ ରଖିଥିଲେ ସେଲ୍ସମ୍ୟାନ୍।

Tel River
ମହାନଦୀରେ ବଡ଼ ବନ୍ୟା ଆଶଙ୍କା, ତେଲ୍ ନଦୀ ମିଶିବା ପରେ ନେଉଛି ଭୟଙ୍କର ରୂପ !

ମୁଣ୍ଡଳିରେ ଚାଲୁଛି ୧୦ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀକୁ ସତର୍କତା ।

Mahanadi Flood
ମହାନଦୀରେ ବନ୍ୟା: ବେଳକୁ ବେଳ ସ୍ଥିତି ଗମ୍ଭୀର ହେଉଛି, ସତର୍କ ରହିବାକୁ ପରାମର୍ଶ

ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ଆଠଗଡ଼, ବଡ଼ମ୍ବା ଓ ବାଙ୍କୀ ବ୍ଲକ୍‌ର ବହୁ ଗାଁ ବିଛିନ୍ନ । ମୁଣ୍ଡଳୀରେ ୧୦ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପ୍ରବାହିତ ।

Flood
କି ଅବସ୍ଥା ! ବେକେ ପାଣିରେ ବୁଡ଼ି ମଶାଣିକୁ ନିଆଯାଉଛି ମୃତଦେହ

ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ା ଗାଁରେ ।