• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବ୍ରହ୍ମପୁର MKCG ମେଡିକାଲରେ ଅଘଟଣ । ଖସିପଡିଲା ମେଡିକାଲ୍‌ର ସିଲିଂ । ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରେ ପୁଣି ସିଲିଂ ଖସିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏହି ମହଲାରେ ଥିବା ୟୁରୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ ହୋଇଥିଲା । ଆଉ ଏବେ ସିଲିଂ ଖସିବା ପରେ ଏହାର ନିର୍ମାଣ ନେଇ ପ୍ରଶ୍ନ ଉଠିଛି ।

ଅଗ୍ନିକାଣ୍ଡ ସମୟରେ ନିଆଁ ଲିଭାଇବା ବେଳେ କେତେକ ସିଲିଂ ଭଙ୍ଗାଯାଇଥିଲା । ହେଲେ ଯେଉଁ ବିଭାଗରେ କିଛି ବି କ୍ଷତି ହୋଇନଥିଲା, ସେଠାରେ ସିଲିଂ ଖସିବା ପରେ ଏହାର ନିର୍ମାଣ ନେଇ ପ୍ରଶ୍ନ ଉଠିଛି ।  

OTV is now on Whatsapp

Join and get latest news update delivered to you via whatsapp

Join Now