• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 12 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ମିଳୁନି ସହମତି; ଝୁଲି ରହିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଭାଗ୍ୟ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ ଇସ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଏହା ପଶ୍ଚିମ ଓଡ଼ିିଶା ଲୋକଙ୍କ ଭାବାବେଗ ସହ ଜଡିତ ଥିବାରୁ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । More
  • Satyendu Shekher Mishra
  • 2 years ago

ଉଗ୍ର ହେଉଛି ସମୁଦ୍ର ! ଲହଡ଼ି ମାଡ଼ରେ ପୁରୀ-କୋଣାର୍କ ମରିନ୍ ଡ୍ରାଇଭ୍‌ରେ ଭୁଶୁଡ଼ିଲା ଗାଡର୍ଓାଲ୍

ବାଲିବସ୍ତା ଓ ବହ୍ଲା ଦେଇ ରୋକିବାକୁ ପ୍ରୟାସ । ଜଗତସିଂହପୁର ଶିଆଳି ବେଳାଭୂମିରେ ଧୋଇଗଲା ଭ୍ୟୁ ଟାଓ୍ୱାର ଚଟାଣ  । More
  • Satyendu Shekher Mishra
  • 2 years ago

ଧନ୍ୟ ଆମ ସ୍ମାର୍ଟସ୍କୁଲ ବ୍ୟବସ୍ଥା ! ଆଲମିରା ସାଜିଛି ଏଠି କଳାପଟା

ସାଲେପୁରରେ ଶିବ ମନ୍ଦିରରେ ପାଠ ପଢୁଛନ୍ତି ପିଲା । ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର? More
  • Manoranjan Behera
  • 2 years ago

ମହାବାହୁଙ୍କ ପାଖକୁ ଫେରିବ କି କୋହିନୂର?

କୋହିନୂରକୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆଣିବା ଲାଗି ଚାଲିଛି ଉଦ୍ୟମ । More
  • Satyendu Shekher Mishra
  • 2 years ago

ବାରବାଟୀରେ ଖେଳିବେ କ୍ରିକେଟ୍ ଲିଜେଣ୍ଡସ୍‌

କଟକ ବାରବାଟୀ ମୈଦାନରେ ଭେଟେରାନଙ୍କୁ ଆକ୍ସନରେ ଦେଖିବାକୁ ମିଳିବ । More
  • Satyendu Shekher Mishra
  • 2 years ago

ରାକ୍ଷସୀ ସାଜିଲା ମାଆ ! ନବଜାତ କନ୍ୟା ସନ୍ତାନକୁ କଲା ହତ୍ୟା

୫ ଦିନର ଛୁଆକୁ ହତ୍ୟା କରିଥିବା ଅଭିଯୋଗ । ସଂପୃକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ । More
  • Satyendu Shekher Mishra
  • 2 years ago

ଏଥର ଦୁଲୁକିବ ମଞ୍ଚ, ମଧ୍ୟରାତ୍ରି ଯାଏଁ ଚାଲିବ ମେଲୋଡ଼ି

ଏଥର ୨ ବର୍ଷ ପରେ ବିନା କୌଣସି କଟକଣାରେ ପୁରା ଧୁମାଧାମରେ ହେବ ଦୁର୍ଗାପୂଜା । More
  • Satyendu Shekher Mishra
  • 2 years ago

ପୁଣି ଏକ ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ଟି ବଗି

ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି । More
  • Satyendu Shekher Mishra
  • 2 years ago

ମଣିଷ ନା ଅମଣିଷ ! ଷଣ୍ଢକୁ ଆଖି କାନ ମୁଜି ପିଟିଲା ପୁଣି ବେକରେ କାଠ ଗଣ୍ଡି ଝୁଲାଇ ଗଛରେ ବାନ୍ଧିଦେଲା..

କାଠ ଗଣ୍ଡିକୁ ବେକରେ ବୋହି ଚାଲିବା ଯେ କେତେ କଷ୍ଟକର ତାହା ଥରେ ଚିନ୍ତା କରନ୍ତୁ । More
  • Satyendu Shekher Mishra
  • 2 years ago

ବିହାରର ପୁଅ ନିଶା ଖାଇ ହଜିଯାଇଥିଲା, ୧୦ ବର୍ଷ ପରେ ଓଡ଼ିଶାରୁ ଉଦ୍ଧାର ! ଜାଣନ୍ତୁ ପୁରା କାହାଣୀ..

ଅତ୍ୟଧିକ ନିଶା ଖାଇ ୧୦ ବର୍ଷ ହେଲାଣି ପରିବାରଠାରୁ ନିଖୋଜ ହୋଇଯାଇଥିଲେ ବିହାରର ଯୁବକ ମିଟୁ ପାଣ୍ଡେ । More
  • Chandan Shishu
  • 2 years ago

ସମୁଦ୍ରରେ ଲୀନ ହୋଇଯିବ କି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ?

ଦିନକୁ ଦିନ ସାମୁଦ୍ରିକ ଜୁଆର ଭୟଙ୍କର ରୂପ ନେବା ସହ କୂଳ ଲଂଘି ସ୍ଥଳଭାଗକୁ ମାଡ଼ି ଆସୁଛି। More
  • Prangyan Parimita
  • 2 years ago

ନକଲି ମେଡିସିନ୍ କାରବାର ମାମଲା : ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ More
  • Prangyan Parimita
  • 2 years ago

ପଦାରେ ପଡ଼ିଲା ସରକାରଙ୍କ ଅସଲ ୫ ଟି : ପିଲାଙ୍କ ପାଇଁ ଆଲମିରା ପାଲଟିଛି କଳାପଟା

ଆଲମିରାକୁ କଳାପଟା ପରି ବ୍ୟବହାର କରି ପାଠ ପଢ଼ାଉଛନ୍ତି ଶିକ୍ଷୟିତ୍ରୀ More
  • Prangyan Parimita
  • 2 years ago

କିନ୍ନରଙ୍କ ସହ ସ୍ୱାମୀଙ୍କ ବିବାହ କରାଇଲେ ସ୍ତ୍ରୀ

କିନ୍ନରଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣିପାରି ନିଷ୍ପତ୍ତି ନେଲେ ସ୍ତ୍ରୀ, ବିନା କୌଣସି ବାଧା ଦେଇ କିନ୍ନରଙ୍କ ସହ ବିବାହ କରାଇଲେ More
  • Chandan Shishu
  • 2 years ago

ଓଡ଼ିଶାରେ ଖଣି ଦୁର୍ନୀତି ଏକ ବିରାଟ ସ୍କାମ: ଅପରାଜିତା

ଶାହା କମିଟି ରିପୋର୍ଟରୁ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ଅବଗତ ହୋଇଥିଲା। ରାଜ୍ୟ ସରକାର ଶାହା କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ। More
  • Chandan Shishu
  • 2 years ago

ବାଲିଯାତ୍ରାରେ ଦର୍ଶକଙ୍କୁ ଆକୃଷ୍ଟ କରିବ ଆକର୍ଷଣୀୟ ଜଳକ୍ରୀଡା

ଏଥିରେ ଦୁଇ ଜଣିଆ,ଚାରି ଜଣିଆ ଓ ଅଧିକ ଲୋକ ଜଳକ୍ରୀଡା କରିବା ସହିତ ମହାନଦୀରେ ବୁଲିବା ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି। More
  • Chandan Shishu
  • 2 years ago

ସୁନା ଚାନ୍ଦି ମେଢ଼େରେ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା

ପୂଜା ଯେତିକି ଯେତିକି ପାଖେଇ ଆସୁଛି ସେହି ଅନୁସାରେ ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। More
  • Chandan Shishu
  • 2 years ago

ଦୁର୍ଗାପୂଜାକୁ ଟାର୍ଗେଟ୍ କରି ଛପାଯାଉଛି ଜାଲି ନୋଟ୍‌ !

କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି? କୁଆଡେ କୁଆଡେ ଯାଇଛି? More
  • Chandan Shishu
  • 2 years ago

ସ୍ଥାୟୀ ନିଯୁକ୍ତି ଦାବିରେ ଗର୍ଜିଲେ ସରକାରୀ ଠିକା କର୍ମଚାରୀ

ରାଜଧାନୀରେ ଠିକା କର୍ମଚାରୀଙ୍କ ଏ ବିଶାଳ ଜନସମାବେଶ ଏବଂ ବାରମ୍ବାର ଦାବି ପରେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିରୋଧୀ। More
  • Chandan Shishu
  • 2 years ago

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଲଟିଛି ବିଜେଡିର ପାର୍ଟି ଅଫିସ୍

ଏକଥା ଖାଲି ଆମେ କହୁନୁ, ବିଜେଡିର ଛାତ୍ର ଓ ଯୁବନେତାମାନେ ମଧ୍ୟ ଏନେଇ ସୋସିଆଲ୍ ମିଡିଆରେ ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି। More
  • Pramod Behera
  • 2 years ago

ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ

ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ। ବେଶି ଚାପରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀ। NCERT ସର୍ଭେ ରିପୋର୍ଟର ତଥ୍ୟକୁ ନେଇ ଚିନ୍ତା। ସ୍କୁଲ୍‌ରେ କାଉନ୍ସେଲିଂ ଡେସ୍କ ପ୍ରତିଷ୍ଠା ଦାବି। More
  • Pramod Behera
  • 2 years ago

ରାଣୀ ଏଲିଜାବେଥ୍‌ଙ୍କ ମୁକୁଟରେ ଖଚିତ ଦୁର୍ଲଭ ହୀରା ଶ୍ରୀଜଗନ୍ନାଥଙ୍କର

କୋହିନୂର ହୀରାକୁ ଭାରତ ଫେରାଇ ଆଣିବାକୁ ବଢ଼ିଲା ଦାବି। କୋହିନୂରର ଅସଲ ମାଲିକ ଶ୍ରୀଜଗନ୍ନାଥ ବୋଲି ଦାବି କରି ଦରକାର ହେଲେ ଅନ୍ତର୍ଜାତୀୟ ଅଦାଲତ ଯିବୁ ବୋଲି କହିଛି ଜଗନ୍ନାଥ ସେନା। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇବ କି କୋହିନୂର? More