• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 14 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ବେକାବୁ ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ତାତି

ଧୂଆଁମୟ ସାରା ପରିବେଶ । ଛାରଖାର୍ ହେଉଛି ଶହ ଶହ ହେକ୍ଟର ଜଙ୍ଗଲ । ତ୍ରାହି ତ୍ରାହି ଡାକିଲେଣି ସ୍ଥାନୀୟ ବାସିନ୍ଦା । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ତତ୍ପରତା । More
  • Satyendu Shekher Mishra
  • 2 years ago

ଆର୍ଥିକ ସ୍ଥିତି ଏତେ ଖରାପ ଯେ ପରୀକ୍ଷା ଦେଉନାହାନ୍ତି ଛାତ୍ରଛାତ୍ରୀ, କିଏ ଦାଦନ ଖଟି ଯାଇଛି ତ କିଏ...

ଘରେ ରୋଗୀଣା ବାପା । ତେଣୁ ଅଧାରୁ ପାଠ ଛାଡି ଟେଣ୍ଟ ହାଉସରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛି ଅସୀମ । More
  • Manoranjan Behera
  • 2 years ago

ବଣ ବଦଳରେ ବହି ଚିତ୍ରରେ ସୀମିତ ରହିବେନି ତ ହାତୀ ?

ଓଡ଼ିଶା ଜଙ୍ଗଲରୁ ସଫା ହୋଇଯିବେ କି ଗଜରାଜ ? ଆଉ ବଣରେ ନୁହେଁ ବହି ଚିତ୍ରରେ ସୀମିତ ହୋଇଯିବେନି ତ ସ୍ଥଳଭାଗର ଏ ବଡ଼ ଜୀବ ? ପ୍ରଶ୍ନ ଉଠିଛି ବିଧାନସଭାରେ, କାରଣ ହାତୀ ମୃତ୍ୟୁକୁ ନେଇ ରାଜ୍ୟ ସରକାର ରଖିଛନ୍ତି ଅତି ଚିନ୍ତାଜନକ ତଥ୍ୟ । More
  • Satyendu Shekher Mishra
  • 2 years ago

ପୁଣି ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର ସଂଘ, ଚାରିଆଡ଼େ ହେବ ଚକା ଜାମ୍ !

ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ ତାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବି ବସ ମାଲିକ ସଂଘ ଚିଠି ଲେଖିଛି । More
  • Manoranjan Behera
  • 2 years ago

ମାଟ୍ରିକ ପରୀକ୍ଷାରେ ହଜାର ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା କ’ଣ 5T ?

5T କୁ ନେଇ ବଢିଲା ବିବାଦ । ବିଧାନସଭାରେ ପୁଣି 5T ତାତି । ସ୍କୁଲଗୁଡ଼ିକର 5T ରୂପାନ୍ତୀକରଣକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ବିଧାନସଭାରେ 5T ଏକ ବିଭାଗ କି ବୋଲି ପ୍ରଶ୍ନ ଉଠିଥିବା ବେଳେ ଆଜି 5T ମାଧ୍ୟମରେ ସ୍କୁଲ୍ ରୂପାନ୍ତୀକରଣ ଉପରେ ଉଠିଛି ପ୍ରଶ୍ନ । More
  • Satyendu Shekher Mishra
  • 2 years ago

ପୁଣି ସୋସିଆଲ ମିଡିଆରେ ବର୍ଷା ନେହୁରା ହେଲେ ଅନୁଭବ, କହିଲେ ଦୁରେଇ ଯାଅ...

ଏନେଇ ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।  More
  • Manoranjan Behera
  • 2 years ago

ମାଟ୍ରିକ ଡ୍ରପଆଉଟ୍‌ ପିଲା ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ ଡ୍ରପଆଉଟ ପିଲା ଦେବେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା ଦେଇଛନ୍ତି । More
  • Prangyan Parimita
  • 2 years ago

ଚାଷ ପ୍ରେମରେ ଚାକିରିଆ ଦମ୍ପତି : ଗରିବଙ୍କ ମୁହଁରେ ଆହାର ଦେବାପାଇଁ ଖୋଲିଛନ୍ତି ଫାର୍ମ ହାଉସ

ଢେଙ୍କାନାଳ ଜିଲ୍ଲାରେ ଚାଷ କରି ସାଉଁଟିଛନ୍ତି ଅନେକ ପ୍ରସଂଶା More
  • Rajalaxmi Sahoo
  • 2 years ago

ଓକିଲ ବାବୁଙ୍କ ବ୍ୟାଣ୍ଡ୍‌ ବଜାଇ ଦେଲା ପୋଲିସ୍‌, ମାଷ୍ଟରମାଇଣ୍ଡ ଲଗାଇ ଛାତ୍ରଛାତ୍ରୀଙ୍କୁ ଚୂନ ଲଗାଉଥିଲେ...

ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ କରାଇ ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି। More
  • Rajalaxmi Sahoo
  • 2 years ago

ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ହେଲିକପ୍ଟର ଟ୍ରିପ୍‌: ୨ ବର୍ଷରେ ଓଡ଼ିଶା ରାଜକୋଷରୁ ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମନ୍ତ୍ରୀମାନେ ହେଲିକପ୍ଟରରେ ମୋଟ୍‌ ୭୬ଟି ଗସ୍ତ କରିଛନ୍ତି। ଏଥିପାଇଁ ରାଜ୍ୟ ରାଜକୋଷରୁ ୧୭ କୋଟି ୮୯ ଲକ୍ଷ ୧୩ ହଜାର ୭୧୩ ଟଙ୍କା ଖର୍ଚ୍ଚ ହୋଇଛି। More
  • Rajalaxmi Sahoo
  • 2 years ago

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ: ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଏଥିରେ ଲାଗି ପାରୁନି ରୋକ୍‌। ପ୍ରାୟ ୧୫ ହଜାର ସ୍ଥାନରେ ନିଆଁ ଲାଗିଥିବା ପଛରେ ନିଆଁ ଲିଭାଇବା କାମରେ ବନ କର୍ମଚାରୀ ଲାଗିଛନ୍ତି। More
  • Satyendu Shekher Mishra
  • 2 years ago

ମୋବାଇଲ୍ ଦେଲେନି ବୋଲି କ’ଣ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ..! ନା ରାହିଛି ଅନ୍ୟ କିଛି କାରଣ ?

ବଲାଙ୍ଗିର ପୁଇଁତଳାର ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ମୋବାଇଲ ମାଗିଥିବା ପତ୍ନୀଙ୍କୁ ଡାଟା ସରିଯିବ କହି ମନା କରିଥିଲେ ସ୍ୱାମୀ । More
  • Satyendu Shekher Mishra
  • 2 years ago

ମାଡ଼ି ଚାଲିଛି ଜଙ୍ଗଲ ନିଆଁ ! ୧୨ ଶହରୁ ଅଧିକ ସ୍ଥାନରେ ଜଳୁଛି, ବନ୍ୟଜନ୍ତୁ ଜନବସତି ମୁହାଁ

ଜନବସତି ମୁହାଁ ଜଙ୍ଗଲ ଯନ୍ତୁଙ୍କୁ ନେଇ ଚିନ୍ତା । ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ଖବର ଦେଲେ ୧୦ ହଜାର ପୁରସ୍କାର । More
  • Satyendu Shekher Mishra
  • 2 years ago

ବିଧାନସଭାରେ ବଡ଼ ପ୍ରଶ୍ନ, 5T କ’ଣ ଏକ ବିଭାଗ ? ନା.. 5T ଏକ ଚିନ୍ତାଧାରା..!

ସବୁ ବିଭାଗର କ୍ଷମତା ସଂକୋଚନ ପାଇଁ ଆସିଛି କି 5T ? ଯଦି ବିଭାଗ, ତେବେ ବିଧାନସଭାରେ କାହିଁକି ହେଉନି ପ୍ରଶ୍ନୋତ୍ତର ? More
  • Manoranjan Behera
  • 2 years ago

କି ଦୁର୍ଭାଗ୍ୟ ! ଗାଡ଼ିରୁ ତେଲ ସରିବାରୁ ଧରାପଡ଼ିଗଲେ ଲୁଟେରା

୨ଜଣ ଲୁଟେରା କେନ୍ଦ୍ରାପଡା ରାସ୍ତାରେ ଜଣେ ମହିଳାଙ୍କଠାରୁ ଚେନ୍ ଛିନତାଇ କରି ସ୍ପିଡରେ ପଳାଇ ଯାଉଥିବାବେଳେ ସେମାନଙ୍କୁ ଧରିବାକୁ ପଛରେ ଗୋଡାଇ ଥିଲେ କିଛି ଲୋକେ । ତେବେ ସ୍ପିଡ୍ ରେ ଯାଉଥିବାବେଳେ ଲୁଟେରାଙ୍କ ଗାଡିରୁ ତେଲ ସରିଯାଇଥିଲା । ତା’ପରେ.. More
  • Prangyan Parimita
  • 2 years ago

ବାଲେଶ୍ୱରର ବୁଲେଟ୍‌ ରାଣୀ : ଦୁଃସାହସିକ ଷ୍ଟଣ୍ଟ ପ୍ରଦର୍ଶନ କରି ଚମକାଇ ଦେଲେ ଜିନା

୨୭ ବର୍ଷିୟ ଜିନା ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର More