ରାଜସ୍ଥାନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଆକ୍ସନ ମୋଡ୍କୁ ଚାଲି ଆସିଛନ୍ତି
ଗାଙ୍ଗୁଲିଙ୍କ ଓମିକ୍ରନ ରିପୋର୍ଟ ନେଗଟିଭ ଆସିଛି । ତାଙ୍କୁ ବର୍ତ୍ତମା ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରେଣ୍ଟିନ୍ରେ ରଖାଯାଇଛି ।
ମହିଳାଙ୍କ ପ୍ରତି ଦିନକୁ ଦିନ ବଢ଼ୁଛି ଅପରାଧ । ଲୋକେ ସଚେତନ ଥିଲେ ସୁଦ୍ଧା ଘରର ମହିଳାଙ୍କୁ ସମ୍ମାନ ଦେବାରେ ପଛେଇ ଯାଉଛନ୍ତି । ୨୦୨୧ରେ ହୋଇଛି ୩୧,୦୦୦ ମହିଳା ବିରୋଧୀ ଅପରାଧ ।
କରୋନା ସଂକ୍ରମଣ ରୋକିବାକୁ ହରିୟାଣା ସରକାର ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ୍, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ୍ ଇତ୍ୟାଦି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ବୈଷ୍ଣୋଦେବୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଗୃହ ବିଭାଗର ପ୍ରମୁଖ ସଚିବଙ୍କ ନେତ୍ରୁତ୍ୱରେ କରାଯିବା ପାଇଁ ଆଦେଶ ଦିଆଯାଇଥିବା ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି।
ବଢିଲା ସୁନାର ଦାମ୍ । ଗତକାଲି ସୁନାର ଦାମ୍ ୨୨ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ୪୩,୭୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୦୦ ଟଙ୍କା ରହିଥିଲା । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି ।
ଆନ୍ଧ୍ର ଗୁଂଟୁରର ସଂକୀର୍ଥଙ୍କ ସହ ତୁର୍କୀର ଗିଜେମଙ୍କ ସହ ଭଲପାଇବ ହୋଇଥିଲା। ଆଉ ପ୍ରେମ ପାଇଁ ତୁର୍କୀରୁ ଇଣ୍ଡିଆ ଚାଲିଆସିଲେ ଗିଜେମ୍। ତେବେ ପାଠ ପଢିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା
୨୦୨୨ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ପ୍ରଥମେ ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ଭବନରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ହରିୟାଣାରେ ଭୟଙ୍କର ଭୂସ୍ଖଳନ ହୋଇଛି
କରୋନାର ଓମିକ୍ରନ ଭାରିଆଣ୍ଟ ମହାରାଷ୍ଟ୍ରକୁ ସର୍ବାଧିକ ପ୍ରଭାବିତ କରିଛି। ପ୍ରତିଦିନ ଏଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ସାଧାରଣ ଲୋକ ନୁହନ୍ତି, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି
ଆଜିଠାରୁ ଓଲା ଓ ଉବର ପରି କ୍ୟାବ୍ ସଂସ୍ଥା ମଧ୍ୟ ୫ ପ୍ରତିଶତ GST ସଂଗ୍ରହ କରିବେ । ଚପଲ, ଜୋତା ପାଇଁ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିବ ।
ପିଏମ୍ କିଷାନ ନିଧି ସମ୍ମାନ ଯୋଜନା ଅନୁସାରେ ପ୍ରତ୍ୟେକ ବର୍ଷ ହିତାଧିକାରୀଙ୍କୁ ୬ ହଜାର ପ୍ରଦାନ କରନ୍ତି କେନ୍ଦ୍ର ସରକାର । ଏହା ଏକା ଥରେ ପ୍ରଦାନ କରାଯାଏ ନାହିଁ ।
କରୋନା କଟକଣା ଭିତରେ ସାରା ଦେଶ । ଏଥର ବି ଫିକା ପଡ଼ିଲା ନୂଆ ବର୍ଷ । ସମସ୍ତେ ନିଜ ନିଜ ଘରେ ବସି ନିଜ ନିଜ ଢ଼ଙ୍ଗରେ ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି । ଏହାରି ଭିତରେ ଭାରତୀୟ ସୀମାରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଯବାନ । ନାଚ, ଗୀତ କରି ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି ।
୨୦୨୨ ନୂଆ ବର୍ଷର ରାତିରେ ରକ୍ତର ହୋଲି ଖେଳିବାକୁ ସଜବାଜ ହେଉଛନ୍ତି ଆତଙ୍କବାଦୀ !! ଖବର ପାଇବା ମାତ୍ରେ ହାଇଆଲର୍ଟରେ ମୁମ୍ବାଇ ପୋଲିସ। ସବୁ କର୍ମଚାରୀଙ୍କ ଛୁଟି ବାତିଲ, ଛକ ଛକରେ ଜଗିଛି ପୋଲିସ୍..
ଏହାସହ କେବଳ ଭାରତ ନୁହେଁ ବରଂ ବିଶ୍ୱରେ ଏବେ ଓମିକ୍ରନକୁ ନେଇ ଚିନ୍ତା ବଢୁଛି। ଏହାସହ ଓମିକ୍ରନକୁ ଅଟକାଇବା ପାଇଁ ଭାରତ ସହ ଅନେକ ରାଷ୍ଟ୍ର ବୁଷ୍ଟର ଡୋଜ୍ ଦେବା ପାଇଁ ଚିନ୍ତା ମଧ୍ୟ କଲେଣି
ନୂଆବର୍ଷରେ ମାତା ବୈଷ୍ଣୋ ଦେବୀ ଭବନରେ ଅଘଟଣ ଘଟିଯାଇଛି.. ଦଳାଚକଟାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି.
ନୂଆ ବର୍ଷରେ ଯବାନମାନେ ପରସ୍ପରକୁ ମିଠା ଖୁଆଇ ଜଣେ ଅନ୍ୟଜଣକୁ ଶୁଭେଚ୍ଛା ଜଣାଇଥିଲେ । ଗୀତ ଗାଇଥିଲେ ଓ ନାଚି କରିଥିଲେ । ତେବେ ଏହି ନାଚ ଗୀତ ସାଧାରଣ ନାଚ ଗୀତ ନ ଥିଲା ।
ବୈଷ୍ଣୋ ଦେବୀ ଭବନରେ ଦଳାଚକଟା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଷ୍ଣଦେବୀ ଭବନରେ ଦଳାଚକଟା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।
ସାମାନ୍ୟ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ୪୩,୭୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୦୦ ଟଙ୍କା ରହିଛି । ଦେଶରେ ବିଭିନ୍ନ ସ୍ଥାନରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି ।
ନେତାଙ୍କୁ ଖୋଜିଲେ ମିଳିବ ‘ଗଞ୍ଜା’ । ମାୟାନଗରୀ ମୁମ୍ୱାଇରୁ ଏହି କୌତୁହଳପୂର୍ଣ୍ଣ ଘଟଣା ସାମନାକୁ ଆସିଛି । ସହରର ବିଭିନ୍ନ ସ୍ଥାନରେ ନିଖୋଜ ବିଧାୟକଙ୍କ ପୋଷ୍ଟର ଲଗାଯାଇଛି ।
କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ, ୩୦ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ। ଏମିତି କିଛି ଧମାକାଦାର ସୁଯୋଗ ଆଣିଛି ଆମାଜନ୍। ଘରେ ବସି ଆପଣ ଏହି ପୁରସ୍କାର ଜିତିପାରିବେ ।
ମୁମ୍ବାଇ ପୋଲିସ୍ କମିଶନର କୈସର ଖାଲିଦ କହିଛନ୍ତି ଯେ ମୁମ୍ବାଇରେ ହାଇ ଆଲର୍ଟକୁ ନଜରରେ ରଖି ସହରର ପ୍ରମୁଖ ଷ୍ଟେସନ, ଦାଦର, ବାନ୍ଦ୍ରା ଚର୍ଚ୍ଚଗେଟ୍, ସିଏସ୍ଏମ୍ଟି, କୁର୍ଲା ଓ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି
ପୀୟୂଷ ଜୈନଙ୍କ ପରେ ଏବେ ଆୟକର ବିଭାଗ ପଞ୍ଝାରେ ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନ । ଆୟକର ବିଭାଗ ପୁଷ୍ପରାଜଙ୍କ ଘର, କାର୍ଯ୍ୟାଳୟ ସମେତ ୫୦ଟି ସ୍ଥାନରେ ଚଢ଼ାଉ କରିଛି। ଏହାକୁ ସମାଜବାଦୀ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ ‘ଲୋକ ସବୁ ଦେଖୁଛନ୍ତି ଓ ସେମାନେ ଭୋଟ୍ ଦ୍ୱାରା ଏହାର ଉତ୍ତର ଦେବେ’।
୨୦୨୨ ଜାନୁଆରୀ ୧ ତାରିଖରେ ଦେଶର ଚାଷୀଙ୍କ ହାତକୁ ଆସିବ ମୋଦୀଙ୍କ ଟଙ୍କା। ଏହି ଦିନ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ଜମା ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ତେବେ ଗତକାଲି ମଧ୍ୟ ଆତଙ୍କବାଦୀଙ୍କ ବିରୁଦ୍ଧରେ ବଡ ଆକ୍ସନ ନେଇଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତିନି ଆତଙ୍କୀଙ୍କୁ ନିହତ କରିଛନ୍ତି ।
କରୋନା ଭାଇରସ୍ର ସବୁଠାରୁ ମାରାତ୍ମକ ଭାରିଆଣ୍ଟ୍ ଓମିକ୍ରନ୍ ସାରା ବିଶ୍ୱ ସମେତ ଭାରତରେ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍ ଲକ୍ଷଣ ଦେଖାଦିଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ସଂଗରୋଧରେ ରହିବା ଲାଗି ପରାମର୍ଶ ଦିଆଯାଇଛି।