• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Celebrate

Saraswati Puja
ଆଜି ପବିତ୍ର ବସନ୍ତ ପଞ୍ଚମୀ; ଧରାପୃଷ୍ଠରେ ବିଦ୍ୟାଦାତ୍ରୀ ମା' ସରସ୍ୱତୀ

ଧାର୍ମିକ ବିଶ୍ୱାସ ଅନୁଯାୟୀ କୁହାଯାଏ ଯେ ଏହି ଦିନ ଜ୍ଞାନର ଦେବୀ ମାତା ସରସ୍ୱତୀ ଅବତାର ଗ୍ରହଣ କରିଥିଲେ। ମାତା ସରସ୍ୱତୀ ଶିକ୍ଷା, ସଙ୍ଗୀତ, ଜ୍ଞାନ ଏବଂ କଳାର ଦେବୀ ହୋଇଥିବାରୁ ବିଶେଷ କରି ତାଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଦିନ ବଡ ଧୁମଧାମରେ ପୂଜା କରାଯାଏ।

Chuda Khai Jatra
ଅଶ୍ଳୀଳ ଭାଷାରେ ପ୍ରକମ୍ପିତ ହୁଏ ଗାଁ

ଘଣ୍ଟ ଘଣ୍ଟା ମୃଦଙ୍ଗ ଧ୍ୱନିରେ ଉଛୁଳି ପଡ଼ୁଛି ସାରା ପରିବେଶ । ଶହଶହ ସଂଖ୍ୟାରେ ଲୋକ ନାଚୁଛନ୍ତି ଗାଉଛନ୍ତି ଓ ଝୁମୁଛନ୍ତି । ପରମ୍ପରା ପାଳନ ପାଇଁ ସମସ୍ତେ ଏକାକାର । ମାର୍ଗଶିର ମାସର ପୂର୍ଣ୍ଣିମା ତିଥିରେ ଏହି ଯାତ୍ରା ପାଳନ କରାଯାଉଥିବା ବେଳେ ଢୋଲ ନିଶାନର ତାଳେ ତାଳେ ଅଶ୍ଳୀଳ ଭାଷାରେ ପ୍ରକମ୍ପିତ ହୁଏ ଗାଁ ।

HOLI
ଗାଁଠୁ ସହର ସବୁଠି ହୋଲି ଖେଳ....

ସକାଳର ବୟସ ବଢୁଥିଲା । ତା ସହ ଜମି ଆସୁଥିଲା ଆସର । ସମସ୍ତେ ଏକାକାର, ଭିଜୁଥିଲେ, ମଜୁଥିଲେ, ମାତୁଥିଲେ ରେନ୍ ଡ୍ୟାନସରେ ଆଧୁନିକତା ଭିତରେ ବି ହଜି ଯାଇ ନଥିଲା ପରଂପରା । ନାଚ ଗୀତର ଆସର ଭିତରେ ଗୋବିନ୍ଦାଙ୍କ ହାତରେ ଗୋବିନ୍ଦାଙ୍କ ହାତରେ ଭଙ୍ଗା ହେଉଥିଲା ଦଧିହାଣ୍ଡି ।

HOLI
ଗାଁଠୁ ସହର ସବୁଠି ହୋଲି ଖେଳ....

ସକାଳର ବୟସ ବଢୁଥିଲା । ତା ସହ ଜମି ଆସୁଥିଲା ଆସର । ସମସ୍ତେ ଏକାକାର, ଭିଜୁଥିଲେ, ମଜୁଥିଲେ, ମାତୁଥିଲେ ରେନ୍ ଡ୍ୟାନସରେ ଆଧୁନିକତା ଭିତରେ ବି ହଜି ଯାଇ ନଥିଲା ପରଂପରା । ନାଚ ଗୀତର ଆସର ଭିତରେ ଗୋବିନ୍ଦାଙ୍କ ହାତରେ ଗୋବିନ୍ଦାଙ୍କ ହାତରେ ଭଙ୍ଗା ହେଉଥିଲା ଦଧିହାଣ୍ଡି ।

News Fuse- Inebriated Youth Rolls On Field To Celebrate Victory Of Candidate
ଜିତିବା ଖୁସି କଲା ପାଗଳ... ଖାଲି ଗେଲ୍ହୁ ତୁ ଚିପୁଡ଼ି ଦେଲୁ ଦିଲ୍‌ଟା

ସରପଂଚ ଜିତିଲା ବୋଲି...ବୋତଲ ଭାଙ୍ଗିବି ତୋ ଦୁଆରେଠୁ ଗେଲ୍ହୁ ତ ଚିପୁଡ଼ି ଦେଲୁ, ସବୁ ଗୀତରେ ଭାଇ ଆମର ଏମିତି ନାଚିଲେ ଯେ, ପୂରା ପଡ଼ିଆକୁ ହଳ କରିଦେଲେ...ଦେଖୁନୁରେ ନାରଣ କେମିତି ଗୋଡ଼କୁ ଉପରକୁ ଟେକି ନାଚୁଛନ୍ତି...

The Great Odisha Political Circus ।Song On How Political Parties Celebrate New Year
ପେଟ୍ରୋଲ ଦେଲି, ଗ୍ୟାସ୍ ଦେଲି...ମୋ ବୋପାଲୋ

ନୂଆବର୍ଷ ଚାଲିଛି। ଏଥି ପାଇଁ କାହିଁରେ କଣ ଖୁସି। ଆଉ ଡେରି ନ କରି ଶୁଣନ୍ତୁ, ଏଇ ଶଙ୍ଖ ଓ ପଦ୍ମ ଦଳର ଗୀତ...

BSF jawans celebrate on eve of New Year 2022 in Poonch of Jammu and Kashmir
'ଦେଶବାସୀ ନିଶ୍ଚିତ ରୁହନ୍ତୁ..ଦେଶକୁ ଆମେ ଜଗିଛୁ'

କରୋନା କଟକଣା ଭିତରେ ସାରା ଦେଶ । ଏଥର ବି ଫିକା ପଡ଼ିଲା ନୂଆ ବର୍ଷ । ସମସ୍ତେ ନିଜ ନିଜ ଘରେ ବସି ନିଜ ନିଜ ଢ଼ଙ୍ଗରେ ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି । ଏହାରି ଭିତରେ ଭାରତୀୟ ସୀମାରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଯବାନ । ନାଚ, ଗୀତ କରି ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି ।

Cong To Celebrate \'Kisan Vijay Diwas\' Nationwide On Saturday
ଆଜି କଂଗ୍ରେସ ପାଳୁଛି କିଷାନ୍ ବିଜୟ ଦିବସ

କୃଷି ଆଇନ୍ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଜି କିଷାନ ବିଜୟ ଦିବସ ପାଳନ କରୁଛି କଂଗ୍ରେସ.. ଏଥିପାଇଁ ସବୁ ରାଜ୍ୟରେ କିଷାନ ବିଜୟ ରାଲି କିମ୍ବା କିଷାନ ବିଜୟ ସଭାର ଆୟୋଜନ କରିବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି..

Bhagat Singh
ପାକିସ୍ତାନ୍‌ରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଭଗତ୍ ସିଂହଙ୍କ ଜନ୍ମଦିବସ

ସହିଦ୍ ଭଗତ୍ ସିଂହଙ୍କ ଜନ୍ମଦିବସକୁ କେବଳ ଭାରତ ନୁହେଁ ବରଂ ପାକିସ୍ତାନ୍‌ରେ ମଧ୍ୟ ପାଳନ କରାଯାଇଛି। ପାକିସ୍ତାନ୍‌ର ଲାହୋରରେ ଆଜି ଏହି ଦିନକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଲାହୋରର ସୈୟଦା ଦୀପ୍ ପ୍ରତିବର୍ଷ ତାଙ୍କର ଜନ୍ମ ବାର୍ଷିକୀ ଏବଂ ଶହୀଦ ଦିବସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରି ଭାଗବତ ସିଂ ମେମୋରିଆଲ୍ ଫାଉଣ୍ଡେସନ୍ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ପାଇଁ ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।