• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Chandrayan-3
ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର-୨୦୨୪ ତାଲିକାରେ ଚନ୍ଦ୍ରାୟନ-ଥ୍ରୀ ଟିମ୍

ବାଇଓଲୋଜିକାଲ ସାଇନ୍ସ ପାଇଁ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନଙ୍କୁ ମିଳିବ ବିଜ୍ଞାନ ରତ୍ନ । ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ ।

Rashtriya vigyan puraskar
୩୩ ଜଣ ପାଇବେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର

ଚଳିତ ବର୍ଷଠାରୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯିବ ଏହି ସମ୍ମାନଜନକ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର।

  • Wednesday, 07 August 2024
Vinesh Phogat
ଫାଇନାଲ୍ ପୂର୍ବରୁ ଭିନେଶ ଫୋଗଟଙ୍କୁ ଝଟକା ! ମାତ୍ର ୧୦୦ ଗ୍ରାମ୍ ପାଇଁ ଡିସକ୍ବାଲିଫାଏଡ୍

ପୁନର୍ବିଚାର ପାଇଁ UWWରେ IOAର ଅପିଲ୍ । ସଂସଦରେ ବି ଉଠିଲା ଭିନେଶ ଅଯୋଗ୍ୟ ପ୍ରସଙ୍ଗ ।

 Chief Justice
‘ମୋ ସିଟ୍‌ରେ ବସନ୍ତୁ, ଜାଣିବେ ଏଠି କେତେ ଚାପ’; ଶୁଣାଣି ବେଳେ ଏମିତି କହି ରାଗିଗଲେ CJI...

ଯଦି ପାରୁଛ ଗୋଟିଏ ଦିନ ଆସି ଏଠାରେ ବସ । ଜାଣିବ କେମିତି ରହୁଛି ଏଠି ଚାପ । ଏମିତି କହି ଶୁଣାଣି ବେଳେ ରାଗି ଗଲେ ସିଜେଆଇ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ।

 Rajya sabha
ପ୍ରକାଶ ପାଇଲା ବିଜ୍ଞପ୍ତି; ୩ରେ ରାଜ୍ୟସଭା ଉପନିର୍ବାଚନ, କିଏ ଯିବେ ? 

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ।

sheikh hasina
ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା, ଋଷରେ ନେବେ ଶରଣ !

ଢାକାରୁ ସ୍ବାଭାବିକ ହୋଇଛି ବିମାନ ଉଡ଼ାଣ । ବାଂଲାଦେଶରୁ ନୂଆଦିଲ୍ଲୀ ଆସିଥିବା କିଛି ପ୍ରବାସୀ ଭାରତୀୟ ଏହଂ ବାଂଲାଦେଶୀ ନାଗିରକ ସେଠାକାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ।

Vinesh Phogat
Paris Olympics: କୁସ୍ତି ଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କଲେ ଭିନେଶ ଫୋଗାଟ

ଫାଇନାଲ ଜିତିଲେ ସ୍ୱର୍ଣ୍ଣ, ହାରିଲେ ପାଇବେ ରୌପ୍ୟ ପଦକ ।

Wayanad
ୱାୟନାଡ୍ ବିପର୍ଯ୍ୟୟ ଗର୍ଭରୁ ସରୁନି ମଣିଷ ଖୋଜା

ଅଣଦାବିଦାର ମୃତକଙ୍କ ସହ ସୋମାଲିଙ୍କ DNA ମ୍ୟାଚ୍ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କେରଳ ସରକାର କହିଛନ୍ତି।

Wayanad
ମିଳୁନି ଅନେକଙ୍କ ପରିଚୟ, ଅଜଣା ମୃତଦେହର ସମୂହ ସତ୍କାର

ଯେଉଁ ମୃତଦେହଗୁଡ଼ିକ ଅପରିଚିତ, ମେପ୍ପାଡ଼ିର ପୁଥୁମାଲାରେ ସୋମବାରଠୁ ଅନ୍ତିମ ସତ୍କାର କରାଯାଇଛି।

  • Tuesday, 06 August 2024
Bangladesh
ଅଶାନ୍ତ ବାଂଲାଦେଶ, ଚିନ୍ତାରେ ଭାରତ

ପ୍ରାୟ ୧୯ ହଜାର ପ୍ରବାସୀ ଭାରତୀୟ ଅଛନ୍ତି, ଯାହାଙ୍କ ମଧ୍ୟରୁ ୯ ହଜାର ଛାତ୍ରଛାତ୍ରୀ।

  • Tuesday, 06 August 2024
Bangladesh
ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନେଇ ଟେନସନ୍‌ରେ ଭାରତ

ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ୍ ପରେ ବଢ଼ିଲା ଭାରତର ଚିନ୍ତା । ମେହେରପୁର ଇସ୍କନ ମନ୍ଦିରରେ ହିଂସାକାରୀଙ୍କ ଭଙ୍ଗାରୁଜା ଅଭିଯୋଗ ।

Sheikh Hasina
ଏବେ ଭାରତର ଶରଣ ପଶିଲେ, ତାପରେ ଲଣ୍ଡନରେ ନେବେ ଆଶ୍ରୟ !

ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ଭାରତକୁ ଆସିଛନ୍ତି।

Broadcast bill
ଆସିବ ନୂଆ ବ୍ରଡକାଷ୍ଟ ବିଲ୍, ଚିନ୍ତାରେ ଡିଜିଟାଲ କଣେଣ୍ଟ କ୍ରିଏଟର୍ସ

ନୂଆ ବ୍ରଡକାଷ୍ଟ ବିଲକୁ ନେଇ ବିବାଦ । ଟେଲିଭିଜନ ନେଟୱର୍କ ଆକ୍ଟ ୧୯୯୫ର ସ୍ଥାନ ନେବାକୁ ଯାଉଛି ବ୍ରଡକାଷ୍ଟ ବିଲ୍ ୨୦୨୪ ।

Woman Rescues Snake
ସାହସର ସହ ହାତରେ ସାପ ଧରୁଛନ୍ତି ମହିଳା

ଦେଖୁଛନ୍ତି ତ, ନା ହାତରେ ଗ୍ଲୋବସ୍ ଅଛି... ନା ମନରେ ଭୟ । କେମିତି ଅତି ସାହସର ସହ ସାପ ଧରୁଛନ୍ତି ଏ ମହିଳା ଜଣକ । ଆପଣ ଏ ମହିଳାଙ୍କୁ ଦେଖି ନିଶ୍ଚୟ ସାପ ଧରାଳି ବୋଲି ଭାବୁଥିବେ । ହେଲେ ନାଇଁ, ଏ ମହିଳା ଜଣକ ସାପ ଧରାଳି ନୁହଁନ୍ତି ।

Mohanlal
କେରଳ ଟ୍ରାଜେଡି: ବିପନ୍ନଙ୍କ ପାଇଁ ଛୁଟୁଛି ସହାୟତାର ସୁଅ; ଏହି ସୁପରଷ୍ଟାର ଦାନ କଲେ ୩କୋଟି...

ମହାବିପର୍ଯ୍ୟୟର ସାମନା କରିଛି କେରଳ। ଏହାରି ଭିତରେ ଛୁଟିଛି ସହାୟତାର ସୁଅ। ପୀଡିତାଙ୍କ ପରିବାର ତଥା ପୁନଃ ଥଇଥାନ ପାଇଁ ସହାୟତାର ହାତ ବଢାଇଛନ୍ତି ସେଲିବ୍ରିଟି। କରୋନା ମହାମାରୀ ବେଳେ ଦେବଦୂତ ସାଜିଥିବା ସୋନୁସୁଦଙ୍କ ପରେ କେରଳରେ ମଧ୍ୟ ଆଉଜଣେ ସୋନୁସୁଦ୍ ସହାୟତାର ହାତ ବଢାଇଛନ୍ତି।

Gold Price Today
Gold Price Today 5th August 2024: ଆସିଲା ସୁନାର ନୂଆ ଦର, ଜାଣନ୍ତୁ କେତେ ଅଛି ଦାମ୍

ସୁନା ଦରରେ ପରିବର୍ତ୍ତନ । ସାମାନ୍ୟ ବଢିଲା ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Landslide Horror
ପାହାଡ଼ ବିଦାରି ପକାଇଛି ପ୍ରକୃତିର କରାଳ କାୟା; ୬ ଦିନ ପରେ ବି ସରୁନି ମହାବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ 

କାହାର ଜନ୍ମଭୂମି ଏବେ ମରୁଭୂମି । ତ କେଉଁଠି ଖେଳପଡ଼ିଆ ଦୋକାନ ବଜାର ଏବେ ପଥରର ନଈ। ଚାରିଆଡ଼େ ଖାଲି ଧ୍ବଂସସ୍ତୁପ, ପ୍ରଳୟର ଚିହ୍ନ। ଶୂନଶାନ୍ ଭଙ୍ଗା ଦଦରା ଘର, ସାକ୍ଷୀ କହିଲେ କେବଳ ଫଟୋ ଫ୍ରେମ ଓ ଆସବାବ ପତ୍ର । 

Storm
କେରଳ ଟ୍ରାଜେଡି: ଓଡ଼ିଶାରୁ ୱାୟନାଡ୍‌ ଗଲା ସନ୍ଧାନୀ କୁକୁର 'ଷ୍ଟର୍ମ'

ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏହାରି ଭିତରେ ଜୋର୍‌ଦାର ହୋଇଛି ରେସ୍କ୍ୟୁ ଅପରେସନ୍‌। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାଇଛି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’।

Kerala Landslide
‘ମୁଁ ବଞ୍ଚିଛି, ସବୁ ଦେଖିଛି’

ସମସ୍ତେ ନୀରବି ଯାଇଛନ୍ତି, ହେଲେ ସିଏ ମୌନ ହେଉନି। ଚିରାଚରିତ ଢଙ୍ଗରେ ସେ ଚାଲିଛି ଅବିରତ। ଶୁଣୁନାହାନ୍ତି ଏହି ଅସ୍ପଷ୍ଟ ଶୁଭୁଥିବା ଟିକ୍ ଟିକ୍ ଶବ୍ଦକୁ। ଏ ନିର୍ଜୀବ କାନ୍ଥଘଣ୍ଟା, ଯେତିକି କହୁଛି। ମୁଁ ବଞ୍ଚିଛି, ମୁଁ ସବୁ ଦେଖିଛି, ଅତୀତ ଦେଖିଛି ଆଉ ବର୍ତ୍ତମାନ ବଖାଣୁଛି….।

Landslide
ଓଟିଭି କ୍ୟାମେରାରେ “କେରଳ”

କେରଳ ଓ୍ୱାଏନାଡରେ ହୋଇଥିବା ବିଭିଷୀକା ସ୍ଥଳ ଆଡକୁ ଯାଉଥିଲା ଓଟିଭି। ସେସମୟରେ କ୍ୟାମେରାରେ କ୍ୟାପଚର ହୋଇଥିଲା କିଛି ଏମିତି ଦୃଶ୍ୟ ।

Landslide
ୱାୟନାଡ୍ ଭୂସ୍ଖଳନ: ସରୁନି ପଥର ତଳୁ ଜୀବନ ଖୋଜା, ଏବେ ବି ଶହ ଶହ ଲୋକ ନିଖୋଜ

ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

Kerala Landslide
ପଥର ତଳୁ ସରୁନି ଜୀବନ ଖୋଜା

କେରଳ ୱାୟନାଡରେ ମୃତ୍ୟୁ ବର୍ଷାର ୫ ଦିନ ପରେ ବି ପଥର ତଳୁ ସରୁନି ଜୀବନ ଖୋଜା । ଦିନ ଗଡ଼ିବା ସହ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ, ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି । 

Kerala Landslide
୫ ଦିନ ପରେ ବି ପଥର ତଳୁ ସରୁନି ଜୀବନ ଖୋଜା, ଦିନ ଗଡ଼ିବା ସହ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା

କେରଳ ୱାୟନାଡ଼ରେ ଗ୍ରାଉଣ୍ଡ ଜିରୋରୁ ବିପର୍ଯ୍ୟୟର ଚିତ୍ର କଏଦ ହୋଇଛି ଓଟିଭି କ୍ୟାମେରା ଲେନ୍ସରେ । ଭୂସ୍ଖଳନରେ ଯେଉଁ ୩ଟି ଗାଁ ନିଶ୍ଚିହ୍ନ ହୋଇଯାଇଛି, ସେଥିରୁ ଗୋଟିଏ ଗାଁ ଚୁରଲମାଲାରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି ।

Himachal Pradesh Cloudburst
ଗୋଟିଏ ଘରକୁ ଛାଡ଼ି ଭାସିଗଲା ପୂରା ଗାଁ; ଛାତିଥରା କାହାଣୀ କହିଲେ ମହିଳା...

ବନ୍ୟାରେ ପୁରା ପରିବାର ଓ ଗାଁକୁ ହରାଇ ଭାଙ୍ଗିପଡ଼ିଛନ୍ତି ଅନୀତା ଦେବୀ । କାଳର ରାତିର ଦୁଃଖ ବଖାଣିଛନ୍ତି ସମେଜେ ଗାଁର ଅନୀତା ଦେବୀ । ଯାହାକୁ ଶୁଣିଲେ ଯାହାର ବି ଆଖିରୁ ଲୁହ ଆସିଯିବ... 

Gaganyaan
ମିଶନ୍ ଗଗନଯାନ ପୂର୍ବରୁ ମହାକାଶକୁ ଯିବେ ଗଗନଯାତ୍ରୀ

ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉଚ୍ଚତାରେ ପରିକ୍ରମା କରୁଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସେମାନେ ବୈଜ୍ଞାନିକ ଗବେଷଣା ଏବଂ ଟେକ୍ନୋଲୋଜି ଡେମନଷ୍ଟ୍ରେସନ କରିବେ ।