ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ। ଗାନ୍ଧିନଗରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଜେପିରେ ମିଶିଲେ ହାର୍ଦ୍ଦିକ ।
ସିଦ୍ଧୁଙ୍କ ଫେରିବା ରାସ୍ତାକୁ ଚାହିଁ ରହିଛନ୍ତି ଦୁଇ ପୋଷା କୁକୁର ।
ବିବାହ ପରେ ଶାଶୁଘରୁ ଟଙ୍କା, ସୁନା, ଗହଣା ଧରି ଫେରାର ମାରିଲା କନ୍ୟା ।
ଅଙ୍ଗନୱାଡ଼ି ସହାୟିକାଙ୍କ ପୁଅ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।
ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର, ଚିକିତ୍ସା ସାମଗ୍ରୀ ଯେପରି ଲଦାଖରେ ପହଞ୍ଚି ପାରିବ ନାହିଁ ସେଥିପାଇଁ ପାକିସ୍ତାନ ପକ୍ଷରୁ କାର୍ଗିଲରେ ଥିବା ଏହି ଜାତୀୟ ରାଜପଥର ଉପରେ ବୋମା ମାଡ଼ କରିଥିଲା ପାକିସ୍ତାନ । ଏହି ଜାତୀୟ ରାଜପଥର ଲମ୍ବ ପ୍ରାୟ ୨୧୭.୪ କିଲୋମିଟର ।
ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍ରେ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।
ହଠାତ୍ କୋଭିଡ୍ କେସ୍ ବଢ଼ିବା ପରେ ମୁମ୍ବାଇରେ କୋଭିଡ୍ ଟେଷ୍ଟିଂକୁ ଆହୁରି ବଢ଼ା ଯାଇଛି। ମୁମ୍ବାଇରେ କୋଭିଡ୍ ଟେଷ୍ଟିଂ ସମୟରେ ପଜିଟିଭ୍ ରେଟ୍ ୬%ରେ ପହଞ୍ଚିଥିବା ଦେଖିବାକୁ ମିଳିଛି।
୨୦୨୧-୨୨ ଆର୍ଥିକ ବର୍ଷରେ ୮.୭% GDP ବଢିଛି। ୨୦୨୦-୨୧ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୬.୬% ସଙ୍କୋଚିତ ହୋଇଥିଲା।
ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ପଠାଇଛି।
ଜେଲରେ ଥାଇ ମଧ୍ୟ ବାହାର ଦୁନିଆକୁ କଣ୍ଟ୍ରୋଲ କରୁଛନ୍ତି କି ଅପରାଧୀ ?
ଶସ୍ତା ହେଲା LPG ଗ୍ୟାସ୍ ସିଲିଣ୍ଡର ଦାମ୍। ଆଜି ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ କମ୍ କରିଛନ୍ତି। ୧୯ କିଲୋ ଏଲ୍ପିଜି ସିଲିଣ୍ଡର ଦାମ୍ ୧୩୫ ଟଙ୍କା ଶସ୍ତା ହୋଇଛି।
SBI ଗୃହ ଋଣ ନେଇଛନ୍ତି କି? ଆଜିଠୁ ମହଙ୍ଗା ପଡିବ ସୁଧ । କାରଣ, ଜୁନ୍ ପହିଲାରୁ ଗୃହ ଋଣ ଉପରେ ସୁଧ ହାର ବୃଦ୍ଧି କରୁଛି । ଏସବିଆଇ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢାଇବା ପରେ ଷ୍ଟେଟ୍ ବ୍ୟାଙ୍କ ମଧ୍ୟ ଏକ୍ସଟର୍ଣ୍ଣାଲ ବେଞ୍ଚ ମାର୍କ ଲେଣ୍ଡିଂ ରେଟ୍ ୪୦ ବେସିସ ପଏଣ୍ଟ ବଢାଇବାକୁ ନିଷ୍ପତ୍ତି ନେଇଛି ।
୮ ବର୍ଷରେ ମୋଦି ସରକାର । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ୧.୦ । ୨୦୧୯ରେ ପୁଣି ଥରେ କ୍ଷମତାକୁ ଆସିବାପରେ ଆରମ୍ଭ ହେଲା ମୋଦୀ ସରକାରଙ୍କ ୨.୦ । ଏବେ ପୁରିଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ।
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏବେ ସରିଲା ତୃତୀୟ ବର୍ଷ । ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ୮ ବର୍ଷ ଧରି ଶାସନ କରି ଆସୁଛନ୍ତି । ୮ ବର୍ଷ ପୂର୍ତ୍ତି ଅବସରରେ ଆଜି ହିମାଚଳପ୍ରଦେଶର ଶିମଳାରେ ଗରିବ କଲ୍ୟାଣ ସମ୍ମିଳନୀରେ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଓଡ଼ିଶାର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ। ସେମାନେ ହେଲେ ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁ। ଦୁହିଁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ ହୋଇଛି। ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’ ଛାଇ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଠିକ୍ ଏମିତି କିଛି ପ୍ରମାଣିତ କରି ଦେଖାଇଛନ୍ତି ଦିଲ୍ଲୀର ରାଣିଖେଡା ଗ୍ରାମରେ ରହୁଥିବା ଆୟୁଷୀ । ସେ ଦୃଷ୍ଟିହୀନ ଥିବା ସତ୍ତ୍ୱେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୪୮ତମ ରାଙ୍କ ହାସଲ କରିଛନ୍ତି ।
ରେଳବାଇରୁ ଆଶ୍ୱାସନା ମିଳିବା ପରେ ଟ୍ରେନ୍ ସେବା ପୁଣି ଥରେ ସ୍ୱାଭାବିକ ହୋଇଛି ।
ପଞ୍ଜାବରେ ଗ୍ୟାଙ୍ଗ ଓ୍ୱାର୍ କୌଣସି ନୂଆ କଥା ନୁହେଁ। ଏଭଳି ଅନେକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଛି। ବିଗତ ୧୦ ବର୍ଷରେ ପଞ୍ଜାବରେ ଅପରାଧ ସାମ୍ରାଜ୍ୟ ବଢ଼ିଛି।
ଦିନ ଦ୍ୱିପ୍ରହରରେ ସ୍କୁଲ ଭିତରକୁ ପଶି ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ ।
ଜଣେ ମା’ କ’ଣ ସତରେ ଏତେ ହୃଦୟହୀନ ହୋଇପାରେ । ଝଗଡ଼ା ପରେ ପିଲାଙ୍କୁ ମାରିଦେବା ପାଇଁ ସତରେ କେଉଁ ମା’ର ହାତ ଯିବ . .
ସିମ୍ଲାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ୨୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।
କଂଗ୍ରେସକୁ ବାଏ ବାଏ କହିଥିବା ହାର୍ଦ୍ଦିକ ପଟେଲ ବିଜେପିରେ ଖୁବ୍ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ଜୁନ୍ ୨ରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି।
ସିଦ୍ଧୁଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୨୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍ବିଦା କହିଦେବେ ବୋଲି କେହି ବି ବିଶ୍ୱାସ କରିପାରୁ ନାହାନ୍ତି।। ସିଦ୍ଧୁଙ୍କ ମୃତ୍ୟୁ ପରେ ସୋସିଆଲ୍ ମିଡିଆରେ ତାଙ୍କର ଗୀତ ଓ ପୋଷ୍ଟ୍ ଭାଇରାଲ୍ ହେବାରେ ଲାଗିଛି।
ଥାନାରେ ଦେଇଥିବା ଏଫଆଇଆରରେ ସମସ୍ତ ବିବରଣୀ ଦାଖଲ କରିଛନ୍ତି ବଲକୋର ସିଂ
ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି।