• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

2 Dead In Jharkhand Cable Car Mishap
ଝାଡଖଣ୍ଡରେ ବଡ ଧରଣର ଅଘଟଣ, ରୋପ୍‌ୱେ ଟ୍ରଲି ଖସି ୨ ଜଣଙ୍କ ମୃତ୍ୟୁ

ଝାଡଖଣ୍ଡର ଦେଓଘରରେ ବଡ ଧରଣର ଅଘଟଣ ଘଟିଛି। ରୋପ୍‌ୱେ ଟ୍ରଲି ଖସି ୨ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

mallikarjun kharge
ଇଡି କବ୍‌ଜାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ଇଡି କବ୍‌ଜାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଲ୍ଲିକାର୍ଜୁନଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ଆଜି ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।

jharkhand-trikut-pahar-ropeway-accident
ରୋପୱେ ଦୁର୍ଘଟଣା ଯୋଗୁଁ ୨୦୦୦ ଫୁଟ୍ ଉପରେ ଫସି ରହିଛନ୍ତି ୪୦ରୁ ଅଧିକ ପର୍ଯ୍ୟଟକ : ବାୟୁସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି।

gold price today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ

ପୁଣି ବଢିଲା ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦାମ୍‌ ୪୭,୪୮୯ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୫୧,୮୪୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୭୧,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Chief Minister YS Jagan Mohan Reddy
ଜଗନ ମୋହନ ରେଡ୍ଡୀଙ୍କ ନୂତନ କ୍ୟାବିନେଟର ଆଜି ଶପଥ ଗ୍ରହଣ ଉତ୍ସବ

ଆଜି ନୂଆ କ୍ୟାବିନେଟ ଗଠନ କରିବେ ଜଗନ ମୋହନ ରେଡ୍ଡି ।

 blast at Chemical factory
କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ଜୀବନ୍ତ ଜଳିଗଲେ ୬ କର୍ମଚାରୀ

ଗୁଜରାଟର ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତରାତିରେ ବ୍ଲାଷ୍ଟ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

Two Student Groups Clash In JNU
ଅଶାନ୍ତ JNU କ୍ୟାମ୍ପସ: ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଏହି ସଂଘର୍ଷ ହୋଇଛି।

Accidental Firing of Missile
କଠିନ ଦଣ୍ଡରେ ଦଣ୍ଡିତ ହେବେ ଏକାଧିକ ବାୟୁସେନା ଅଧିକାରୀ !

 ଘଟଣାକୁ ମାସେ ପୂରିବା ଆଗରୁ ତଦନ୍ତ ଶେଷ ହୋଇଛି।

  • Sunday, 10 April 2022
Modi Biden Talk
କାଲି ମୋଦି-ବାଇଡେନ୍ କଥାବାର୍ତ୍ତା: ୩ ପ୍ରସଙ୍ଗ ଉପରେ ହେବ ଆଲୋଚନା

ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ଏହି ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ

Heat Wave Conditions In Delhi
୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ୨୦୨୨ ମାର୍ଚ୍ଚର ଖରା, IMD ଜାରି କଲା ଅରେଞ୍ଜ ୱାର୍ଣ୍ଣିଂ

ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି।

Covid 19 Cases Rise In These States
ଆସିବ କି କରୋନାର ଚତୁର୍ଥ ଲହର ? ଏହି ୩ ରାଜ୍ୟରେ ବଢ଼ୁଛି ସଂକ୍ରମଣ, ସତର୍କ ରହିବାକୁ ପରାମର୍ଶ

ଦେଶରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ସପ୍ତାହକ ମଧ୍ୟରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ସଂକ୍ରମଣ ବୃଦ୍ଧି ପାଇଛି।

Woman Fell From Sky 13000ft Height On Ground
୧୩ ହଜାର ଫୁଟ୍‌ ଉଚ୍ଚରୁ ତଳକୁ ଖସି ପଡ଼ିଲେ ମହିଳା, ହେଲା ଏମିତି ଚମତ୍କାର...

ସାଢ଼େ ୧୩ ହଜାର ଫୁଟ୍‌ ଉଚ୍ଚରୁ ଜଣେ ମହିଳା ତଳକୁ ଖସି ପଡ଼ିବା ପରେ ମଧ୍ୟ ସେ ମୃତ୍ୟୁକୁ ମାତ୍ ଦେଇଛନ୍ତି। ଏତେ ଉଚ୍ଚରୁ ତଳକୁ ଖସି ପଡ଼ିବା ପରେ ଚମତ୍କାର ଭାବେ ୩୫ ବର୍ଷୀୟ ଏହି ମହିଳା ଜଣକ ବଞ୍ଚି ଯାଇଛନ୍ତି।

Shashi Tharoor
ଶଶୀ ବଦନାମ ହୁଇ ସୁପ୍ରିୟା କେ ଲିୟେ !! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶଶୀଙ୍କ ଏହି ଭିଡ଼ିଓ...

ସ୍ପିକର ଗୃହରେ ଉପସ୍ଥିତ ଅଛନ୍ତି, ବରିଷ୍ଠ ସଦସ୍ୟ ଗୃହରେ ଉତ୍ତର ରଖୁଛନ୍ତି। ହେଲେ ଥରୁର ଗପିବାରେ ଏତେ ମଜିଯାଇଛନ୍ତି ଯେ, ନିଜ ସିଟ୍‌ରୁ ଉଠିଆସି ଗପିବାରେ ବ୍ୟସ୍ତ ଅଛନ୍ତି। ଆଉ ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

Threat message to 64 people with Karnataka  2 former cm
କର୍ଣ୍ଣାଟକର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ସମେତ ୬୪ ଜଣଙ୍କୁ ହତ୍ୟା ଧମକ

ସିଦ୍ଧରମୈୟା, ଏଚ୍‌ଡି କୁମାରସ୍ୱାମୀ ଏବଂ ପ୍ରଖ୍ୟାତ ପ୍ରଗତିଶୀଳ ସାହିତ୍ୟିକ କେ. ବୀରଦ୍ରାପ୍ପାଙ୍କ ସମେତ ୬୪ ଜଣଙ୍କୁ ମୃତ୍ୟୁ ଧମକ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବାର୍ତ୍ତା କହୁଛି ଯେ “ମୃତ୍ୟୁ ଆପଣଙ୍କ ଚାରିପାଖରେ ଲୁଚି ରହିଛି, ମରିବାକୁ ପ୍ରସ୍ତୁତ ରୁହନ୍ତୁ।”

Hafiz Talah Saeed
ହାଫିଜ୍ ସୟିଦର ପୁଅକୁ ଆତଙ୍କବାଦୀ ଘୋଷଣା କଲା ଭାରତ

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଜମାତ ଉଦ୍ ଦାୱାର ମୁଖ୍ୟ ହାଫିଜ୍ ସୟିଦର ପୁଅକୁ ଆତଙ୍କବାଦୀ ଘୋଷଣା କଲା ଭାରତ ।

Lemon price hike social media flooded memes
ଲେମ୍ବୁରେ ଲାଗିଛି ନିଆଁ, ଗୋଟାକୁ ୧୦ ଟଙ୍କା

ଲେମ୍ବୁର ମୂଲ୍ୟ ବୃଦ୍ଧି ହେବା ଦେଖି ଟ୍ୱିଟରରେ ଜନମତ ସୃଷ୍ଟି ହୋଇଛି। କିଛି ଲୋକ ମେମ୍ ଶେୟାର କରୁଥିବାବେଳେ, କେତେକ ଏମିତି ଥଟ୍ଟାମଜ୍ଜା ପୋଷ୍ଟ୍‌ କରିଛନ୍ତି ଯାହା ଆପଣଙ୍କୁ ହସାଇବାକୁ ବାଧ୍ୟ କରିବ। କେହି କେହି ମଜ୍ଜାରେ କହିଛନ୍ତି ଯେ, କିଛି ଦିନ ପରେ ଲେମ୍ବୁ ସୁନା ଦୋକାନରେ ବିକ୍ରି ହେବ।

Body Of Missing Girl Found In Asaram Bapu's Ashram
ଆଶାରାମଙ୍କ ଆଶ୍ରମରୁ ମିଳିଲା ନାବାଳିକାର ଶବ, ୩ ଦିନ ହେବ ନିଖୋଜ ଥିଲେ

ଆଶାରାମଙ୍କ ଆଶ୍ରମରେ ଥିବା ଏକ କାର୍‌ରୁ ନାବାଳିକାର ଶବ ମିଳିଛି। ନାବାଳିକାର ବୟସ ୧୩-୧୪ ବର୍ଷ ହେବ ବୋଲି କୁହାଯାଉଛି। ଆଶ୍ରମରୁ ଶବ ମିଳିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। 

Lemon Price Hike
ଲେମ୍ବୁ ଏବେ ସ୍ୱପ୍ନ: ୧୦ ଟଙ୍କାରେ ମିଳୁଛି ଗୋଟିଏ ଲେମ୍ବୁ

ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ, ଏବେ ସାଧାରଣ ଜନତା ଲେମ୍ବୁଟିଏ ମଧ୍ୟ କିଣିପାରିବେ ନାହିଁ। କାରଣ ଏବେ ଲେମ୍ବୁ ହେଉଛି ଅମୂଲ ମୂଲ। ଦେଶର ଅନେକ ସ୍ଥାନରେ ଲେମ୍ବୁ କିଲୋ ପ୍ରତି ୩୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। 

Know At What Price Our ‘Neighbours’ Are Getting Fuel
ଭାରତରେ ବଢୁଛି ପାକିସ୍ତାନରେ କମୁଛି। ଆମର ୧୧୫ ତାଙ୍କର ମାତ୍ର ୬୩

ପଡ଼ୋଶୀ ପାକିସ୍ତାନରେ ବି ଆମ ଦେଶରୁ ବହୁତ କମ୍‌ ରହିଛି ତୈଳ ଦର। ଗୋଟିଏ ପଟେ ଅଶୌଧିତ ତଳେ ପୂର୍ବ ଅପେକ୍ଷା କମ୍‌ ରହିବା ପରେ ମଧ୍ୟ ଗତ ୧୪ ଦିନରେ ପାଖାପାଖି ୧୦ ଥର ବଢିଲାଣି ତୈଳ ଦର। ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ରହିଛି ତୈଳ ଦର ।

Ukraine-Returned Medical Students
କ୍ଲାସ୍‌ ଓ କ୍ୟାରିଅରକୁ ନେଇ ଚିନ୍ତାରେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ

ଦିନକୁ ଦିନ ଜଟିଳ ହେଉଛି ଋଷିଆ ୟୁକ୍ରେନ ଯୁଦ୍ଧ ସ୍ଥିତି । ଥମିବା ବଦଳରେ ଏହା ଆହୁରି ଭୟଙ୍କର ହେବାରେ ଲାଗିଛି । ଆଗକୁ ସ୍ଥିତି କଣ ହେବ, ତାହା ଆକଳନ କରିବା ବି ମୁସ୍‌କିଲ । ଏଭଳି ଅବସ୍ଥାରେ ନିଜର ଶିକ୍ଷା ଏବଂ କ୍ୟାରିୟରକୁ ନେଇ ଚିନ୍ତାରେ ଅଛନ୍ତି ୟୁକ୍ରେନରୁ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀ ।

Ukraine-Returned Medical Students
ୟୁକ୍ରେନ ଫେରନ୍ତା ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉନି ତ?

ଯୁଦ୍ଧର ବିଭୀଷିକାରୁ ତ ରକ୍ଷା ମିଳିଲା । ନିରାପଦରେ ଭାରତରେ ବି ପହଞ୍ଚିଲେ, ହେଲେ ଏବେ କ୍ଲାସ୍, କୋର୍ସ ଓ କ୍ୟାରିୟରକୁ ନେଇ ଦୋଛକିରେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବା ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ।

OLA Uber
ଏଣିକି ଓଲା-ଉବେରରେ ଗଲେ ଯାତ୍ରୀଙ୍କୁ ଗରମରେ ସିଝିବାକୁ ପଡ଼ିବ !

ଅଧିକାଂଶ ଓଲା – ଉବେର ଡ୍ରାଇଭର ଗାଡ଼ିରେ ପାସେଞ୍ଜରଙ୍କ ପାଇଁ ଏସି ଲଗାଇବାକୁ ମନା କରିଦେଉଛନ୍ତି ।

coin
କଏନ୍‌ ଦେଇ ଗାଡ଼ି କିଣିଲେ ଦିନ ମଜୁରିଆ : ହାତରେ ଚାବି ଧରିବା ପରେ କାନ୍ଦି ପକାଇଲେ ଉପେନ୍‌

ଆଜି ଖୁସିରେ ଗଦଗଦ୍ ଉପେନ୍‌ । ଏତେ ଦିନର ସ୍ୱପ୍ନ ପୂରଣ ହୋଇଛି । ଗାଡ଼ି ଚାବି ହାତକୁ ଆସିଛି ।

PM Modi Gives Tips To BJP MPs
ବ୍ରେକ୍‌ଫାଷ୍ଟ ପାଇଁ ଡାକି ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସାଂସଦ। ଏହି ଅବସରରେ ସଂଗଠନ କେମିତି ସୁଦୃଢ ହେବ ସେନେଇ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ।

Bengal school warns
ପରୀକ୍ଷା ଖାତାରେ ‘ଖେଲା’ ହୋବେ ସ୍ଲୋଗାନ୍‌ : ଆକ୍ସନ୍‌ ନେଲା ବୋର୍ଡ

ପରୀକ୍ଷା ଖାତାରେ ରାଜନୈତିକ ସ୍ଲୋଗାନ୍ ଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।