ମୋଦିଙ୍କୁ କୁନି ଝିଅର ମନ୍ କି ବାତ୍
ପୁଣି କମିଲା କମର୍ସିଆଲ୍ LPG ସିଲିଣ୍ଡର ଦାମ୍। ଅଏଲ୍ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ହ୍ରାସ ନେଇ ଘୋଷଣା କରିଛନ୍ତି।
ଭାରତରେ ପ୍ରଥମ ଜୀବନ ନେଲା ମଙ୍କିପକ୍ସ(Monkeypox)। କେରଳ ତ୍ରିଶୂରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବକ ଜଣକ ଜୁଲାଇ ୨୨ ତାରିଖରେ ୟୁଏଇରୁ ଫେରିଥିଲେ।
ଦୀର୍ଘ ସମୟ ଧରି ପଚରାଉଚରା ପରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରରେ ଗିରଫ କରିଛି। ଆଜି ସକାଳ ସାଢେ ୧୧ଟା ସମୟରେ PMLAରେ ସଞ୍ଜୟଙ୍କୁ କୋର୍ଟରେ ହାଜର କରାଯିବ।
୧୦ କାଉଡ଼ିଆଙ୍କ ଜୀବନ ନେଇଗଲା କରେଣ୍ଟ୍
ବହୁଚର୍ଚ୍ଚିତ ପାତ୍ରା ଚଲ୍ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଅନେକ ଯବାନଙ୍କ ଜୀବନ ବଞ୍ଚାଇଲା ସେନାବାହିନୀର କୁକୁର...
ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇ ନଥିଲେ ଶିବସେନା ନେତା ସଂଜୟ ସଂଜୟ...ଦୁର୍ନୀତିରେ ଲିଙ୍କ୍ ନେଇ ସଂଜୟ ଓ ତାଙ୍କ ପତ୍ନୀଙ୍କୁ ଜେରା କରୁଛି ଇଡି....
ମହାରାଷ୍ଟ୍ରରେ ପାତ୍ରା ଚଲ୍ ସ୍କାମ୍ରେ ଶିବସେନା ସାଂସଦ ସଞ୍ଜୟ ରାଉତ ଅଟକ । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବି ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିରୋଧୀ ଶିବିରରେ ଛନକା, ଆଣିଲେ ଆକ୍ରୋଶ ଅଭିଯୋଗ ।
କରୋନା ଭ୍ୟାକ୍ସିନ୍ ନେବା ବ୍ୟକ୍ତିଙ୍କୁ ଦିଆଯାଉଛି ମାଗଣା ଖାଦ୍ୟ...ଜାଣନ୍ତୁ କେଉଁଠି....
ଏସିଆର କୋଟିପତି ମହିଳାଙ୍କୁ ପଛରେ ପକାଇଲେ ଭାରତୀୟ...ସେ ୮୯.୪୯ ହଜାର କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି...ଆସନ୍ତୁ ଜାଣିବା କିଏ ଏହି ମହିଳା...
ବାହାରିଲା ବିଏ ରେଜଲ୍ଟ...୧୦୦ରୁ ୧୫୧ ରଖି ଚର୍ଚ୍ଚାରେ ଛାତ୍ର...
ଜମି ବିବାଦ ପାଇଁ ମହିଳାଙ୍କ ସହ ଅମାନବୀୟ ତଥା ବର୍ବର ବ୍ୟବହାର
ପାର୍ଥ ଗଣମାଧ୍ୟମକୁ କହିଛନ୍ତି ଯେ, ‘ସମୟ ଆସିଲେ ସବୁକିଛି ଜାଣିପାରିବେ’। ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ତାଙ୍କର କି ନୁହେଁ ବୋଲି ପ୍ରଶ୍ନରେ ପାର୍ଥ କହିଛନ୍ତି, ‘ଏସବୁ ଟଙ୍କା ମୋର ନୁହେଁ’।
ସ୍ୱାଧୀନତାର ୭୫ ବର୍ଷ ଅବସରରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ମଧ୍ୟ ସମସ୍ତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଜୁନିୟର୍ଙ୍କ ଉପରେ ସିନୟରଙ୍କ ଅତ୍ୟାଚାର । ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ ।
କଂଗ୍ରେସ ବିଧାୟକଙ୍କ କାର୍ରୁ ମିଳିଲା ବିଡ଼ା ବିଡ଼ା ନୋଟ୍
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଦାଖଲ କରି ନ ପାରିବେ, ଆସନ୍ତାକାଲିଠୁ ଫାଇନ ଦେବାକୁ ପଡ଼ିବ।
ମହଙ୍ଗା ପଡ଼ିଲା ଭିଡିଓ ଦେଖି ମଦ ତିଆରି ଶିଖିବା କୌଶଳ । ଏବେ ଜେଲ୍ ହୋଇପାରେ ।
ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦୁଇ ଦୁଇ ଥର ସମନ ସତ୍ତ୍ୱେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ହାଜର ହୋଇନଥିଲେ। ଶେଷରେ ଇଡି ଅଧିକାରୀମାନେ ଆଜି ସକାଳ ୭ଟାରେ ତାଙ୍କ ଘରେ ରେଡ୍ କରିଛନ୍ତି।
ଯଦି ହଠାତ୍ ପୁରୁଣା ପଲିସିକୁ ଲାଗୁ କରାଯିବ ତା’ହେଲେ ଲୋକମାନେ ମଦ ଦୋକାନରେ ଭିଡ଼ ଜମାଇବେ। ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପୂର୍ବରୁ ଲାଗୁ ଥିବା ପଲିସିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।
ଜନମତ ସର୍ଭେ ଆକଳନରେ ଆସିଲା କିଛି ଏଭଳି ତଥ୍ୟ । ଏବେ ନିର୍ବାଚନ ହେଲେ NDAକୁ ମିଳିପାରେ ୩୬୧ ଆସନ ।
ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଡାକ୍ତର ରାଜ ବାହାଦୂର କିଛି ସମୟ ପାଇଁ ସେହି ଅପରିଷ୍କାର ଶଯ୍ୟା ଉପରେ ଶୋଇଥିଲେ ।
କମନ୍ ୱେଲ୍ଥ ଗେମ୍ସରେ ଏହା ଭାରତକୁ ଦ୍ୱିତୀୟ ପଦକ । ଆଜି ହିଁ ଭାରତକୁ ପ୍ରଥମ ପଦକ ଉପହାର ଦେଇଥିଲେ ସାଗର ସଙ୍କେତ । ସେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ ।