Advertisment

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମ୍, ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତି

ବହୁଚର୍ଚ୍ଚିତ ପାତ୍ରା ଚଲ୍ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

author-image
Satyendu Shekher Mishra

ମହାରାଷ୍ଟ୍ରରେ ପାତ୍ରା ଚଲ୍ ଘୋଟାଲା । ମନ୍ତ୍ରୀ, ସାଂସଦଠୁ ପୂର୍ବତନ ବିଧାୟକ ଓ ସେଲିବ୍ରିଟି ଯାଏଁ, ସମସ୍ତଙ୍କୁ ଘାଣ୍ଟୁଛି ଇଡି । ବହୁଚର୍ଚ୍ଚିତ ପାତ୍ରା ଚଲ୍ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Advertisment
Scam ED
Advertisment
Advertisment