• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Crime
ଏତେ ନିଶା..ମାଲିକକୁ ଜୀବନରୁ ମାରି ଶବ ସହ ସେଲ୍‌ଫି ନେଲା..

ନିଶାସକ୍ତ ଅବସ୍ଥାରେ ଘର ମାଲିକର ମୁଣ୍ତରେ ମାର୍ତୁଲ ପିଟି ହତ୍ୟା ପରେ ଶବ ସହ ସେଲ୍‌ଫି ନେଇ ଫେରାର ହୋଇଗଲା ଅଭିୟୁକ୍ତ ।

  • Saturday, 20 August 2022
  • Crime
Landslide In Visakhapatnam
ଭୟଙ୍କର ଭୂସ୍ଖଳନ: ଟ୍ରକ୍‌ ଉପରେ ଖସି ପଡ଼ିଲା ପଥର ଖଣ୍ଡ, ଫସିଲେ ୯୫ କର୍ପୋରେଟର

ଭୂସ୍ଖଳନ ଯୋଗୁ ଗତକାଲି ଠାରୁ ଗ୍ରେଟର ବିଶାଖାପାଟଣା ମ୍ୟୁନିସିପାଲିଟିର ୯୫ ଜଣ କର୍ପୋରେଟର ରାସ୍ତାରେ ଅଟକି ରହିଛନ୍ତି। କୁଲୁମନାଲି ନିକଟ ଘାଟିରେ ଭୂସ୍ଖଳନ ଯୋଗୁ ଗତକାଲି ଠାରୁ ରାସ୍ତାରେ ଅଟକି ରହିଛନ୍ତି କର୍ପୋରେଟରମାନେ।

Supreme Court On Dolo
ପାରାସିଟାମଲ ଟାବଲେଟ୍ ଡୋଲୋ ୬୫୦କୁ ନେଇ ବିବାଦ

ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପାରାସିଟାମଲ ଭଳି ଏକ କମ୍ ଦାମ୍‌ର ଔଷଧ ବିକ୍ରିରେ ଏତେବଡ଼ ଲାଞ୍ଚ କାରବାର ହେବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

Supreme Court On Dolo
ଡୋଲୋ-୬୫୦ ବିକ୍ରି ପଛରେ ୧୦୦୦ କୋଟିର ଲାଞ୍ଚ କାରବାର !

କରୋନା କାଳରେ ଜ୍ୱର ଉପଶମ ପାଇଁ ବ୍ୟବହୃତ ପାରାସିଟାମଲ ଟାବଲେଟ୍ ଡୋଲୋ- ୬୫୦ ବିକ୍ରି ପଛରେ ବଡ଼ ଧରଣର ଲାଞ୍ଚ କାରବାର । ଶହେ କି ଦୁଇ ଶହ ନୁହେଁ, ହଜାରେ କୋଟି ଟଙ୍କାର ଲାଞ୍ଚ ନେଣଦେଣ ଅଭିଯୋଗ ହୋଇଛି ।

manish sisodia
ବଢ଼ିଲା ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଅଡ଼ୁଆ, ସିବିଆଇ କହିଲା ସେ ୧ ନମ୍ବର ଅଭିଯୁକ୍ତ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଆଜି ସକାଳେ CBI ରେଡ୍ କରିଥିଲା । ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିଲା ।

Fake Police Station
ବିହାରରେ ଦୁର୍ବୃତ୍ତଙ୍କ ଭୟଙ୍କର କାରନାମା, ପ୍ରଶାସନର ନାକ ତଳେ ଚାଲିଥିଲା ନକଲି ଥାନା

ବିହାରରେ ଚାଲିଥିଲା ନକଲି ପୋଲିସ ଷ୍ଟେସନ । ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ, ପ୍ରଶାସନର ନାକ ତଳେ ଦୀର୍ଘ ୮ ମାସ ଧରି ଚାଲିଥିଲା ନକଲି ଥାନା । ଆଉ ଲୋକଙ୍କୁ ବି ଲୁଟୁଥିଲେ ଏହି ନକଲି ଥାନାର ନକଲି ଅଧିକାରୀମାନେ ।

Rahul Gandhi
୨୦୨୪ ନିର୍ବାଚନ ବୈତରଣୀରେ କଂଗ୍ରେସ ମଙ୍ଗ ଧରିବ କିଏ?

ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ଗୋଟିଏ ଗୋଷ୍ଠୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ସଭାପତି ହୁଅନ୍ତି। ହେଲେ ଖୋଦ୍‌ ରାହୁଲ ସଭାପତି ଦାୟିତ୍ୱ ନେବା ପାଇଁ ଅରାଜି ହେଉଛନ୍ତି ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା

Viral Video
ଇନ୍ସପେକ୍ଟର ବାବୁ ବିନ୍‌ ବଜାଇଲେ, କନ୍‌ଷ୍ଟେବଳ ବାବୁ ନାଗିନ୍‌ ଡ୍ୟାନ୍ସ କଲେ

ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଲିସ ଅଧିକାରୀଙ୍କ ନାଗିନ୍‌ ଡ୍ୟାନ୍ସ ।

Rajnath
ସେନା ପାଇଁ ପରୀକ୍ଷା ଦେଲା ପରେ ବି କାହିଁକି ସେନାରେ ଯୋଗ ଦେଲେନି ରାଜନାଥ?

ଆସାମ ରାଇଫଲ୍ସ ଏବଂ ଭାରତୀୟ ସେନାର ୫୭ ତମ ମାଉଣ୍ଟେନ୍ ଡିଭିଜନର ଯବାନମାନଙ୍କୁ ସମ୍ବୋଧିତ କରି ଏମିତି କହିଛନ୍ତି ରାଜନାଥ। ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଜି ଭାବୁଛି ଆପଣମାନଙ୍କୁ ମୋର ପିଲାଦିନର କଥା କହିବି। ପିଲା ଦିନରୁ ମୋର ଇଚ୍ଛା ଥିଲା, ସେନାରେ ସାମିଲ ହେବାକୁ। ସେନା ପାଇଁ ପରୀକ୍ଷା ବି ଦେଲି କିନ୍ତୁ ସେହି ସମୟରେ ବାପାଙ୍କ ଦେହାନ୍ତ ହେବାରୁ ମୁଁ ଆଉ ସେନାରେ ସାମିଲ ହେଲିନି।

Special story
କୋଭିଡ୍ ସମୟରେ ଡୋଲୋ-୬୫୦ ସର୍ବାଧିକ ବିକ୍ରି, ଖୋଲିଲା ୧୦୦୦ କୋଟିର ଗୁମର

ସୁପ୍ରିମକୋର୍ଟକୁ ଜଣାଇଛି ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟେଟିଭ ସଂଘ

Bobby Kataria
ବବି କଟାରିଆଙ୍କ ଦାଦାଗିରି; ଟ୍ରାଫିକ୍‌ ରୋକି ମଦ ପିଇଲେ

ଗୁଡ଼ଗାଓଁରେ ରହୁଥିବା ବବି କଟାରିଆଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି । ଆଇପିସି ଓ ଆଇଟି ଆକ୍ଟ ଅଧିନରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।

Special story
CBI ସ୍କାନରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ : ଘରେ ଚାଲିଛି ରେଡ୍‌

ବିବାଦୀୟ ଅବକାରୀ ନୀତିକୁ ନେଇ ରେଡ୍ କରୁଛି CBI

Kashmir Voter
ଅଣ-କାଶ୍ମୀରୀ ଦେବେ ଭୋଟ ! ଭାରତ ସହ ଜାମ୍ମୁ-କାଶ୍ମୀରର ପୂର୍ଣ୍ଣ ବିଲୟ ଲାଗି କେନ୍ଦ୍ରର ବଡ଼ ପଦକ୍ଷେପ

ପରବର୍ତ୍ତୀ ନିର୍ବାଚନରେ ଭୋଟ୍ ଦେବେ ଅଣ-କାଶ୍ମୀରୀ । ଆରମ୍ଭ ହୋଇଛି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ।

Suspicious Boat
ବୋଟ୍‌ରୁ AK-47 ଆଉ ଗୁଳି ଧରାପଡ଼ିବା ଘଟଣା, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍ କଲେ ଖୁଲାସା

ସନ୍ଦିଗ୍ଧ ଡଙ୍ଗାଟି କେଉଁଠୁ ଆସିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଡଙ୍ଗାରେ କେହି ନଥିଲେ ବୋଲି ସୂଚନା ମିଳିଛି । ତେବେ ଏହି ଡଙ୍ଗାକୁ ନେଇ ଆତଙ୍କବାଦୀ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

Special story
ପସନ୍ଦ ନଥିବା ପିଲା ସହ ବିବାହ ଠିକ୍‌ କରିଦେଲେ ଘର ଲୋକ, ଜୀବନ ହାରିଲେ ଯୁବତୀ

ବିବାହ ପାଇଁ ଅତ୍ୟଧିକ ଚାପଗ୍ରସ୍ତ ହେବା ପରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।

gold rate today
କମିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ....

କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୪୦୦ ଟଙ୍କା ରହିଛି ।

8 Youtube Channels Blocked
ବ୍ଲକ୍‌ ହେଲା ୮ YouTube ଚ୍ୟାନେଲ୍‌

ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଉଥିବା ପୋଷ୍ଟ ଅପ୍‌ଲୋଡ୍‌ କରିବା ଅଭିଯୋଗରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ୮ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ବ୍ଲକ୍‌ କରିଛି। ବ୍ଲକ୍‌ ହୋଇଥିବା ୮ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟରେ ପାକିସ୍ତାନର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ରହିଛି।

iPhone 14 set to launch on September 7
ଏହି ମାସରେ ଲଞ୍ଚ୍‌ ହୋଇପାରେ iPhone 14

ଖୁବ୍‌ଶୀଘ୍ର Apple ଏହାର iPhone 14 ଲଞ୍ଚ୍‌ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ଏକ ଲଞ୍ଚ୍‌ ଇଭେଣ୍ଟ ଆୟୋଜନ କରିବାକୁ ଯୋଜନା କରିଛି।

Bihar Class 9 Student Shot In Neck
ଲଭ୍‌କୁ ‘No’ କହିଲେ ୯ମ ଶ୍ରେଣୀ ଛାତ୍ରୀ, ରାସ୍ତାରେ ଫାୟାରିଂ କଲା ଲଭର୍‌...

CCTV ଫୁଟେଜରେ ଦେଖିବାକୁ ମିଳିଛି, ଜଣେ ଯୁବକ, ଯୁବତୀଙ୍କ ପିଛା କରି ଆସୁଛନ୍ତି। ଏହାପରେ ସେ ବ୍ୟାଗ୍‌ ଭିତରୁ ବନ୍ଧୁକ ବାହାର କରି ହଠାତ୍‌ ଯୁବତୀଙ୍କ ବେକକୁ ଗୁଳିମାଡ଼ କରୁଛନ୍ତି।

Dipika Chikhlia
ଭୁଲ୍‌ କଲେ ଭଗବାନଙ୍କ ଆଖିରୁ ବର୍ତ୍ତିଯିବ ! ହେଲେ ସୋସିଆଲ ମିଡିଆରୁ ଅସମ୍ଭବ..

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଟ୍ୱିଟ୍‌କୁ ଡିଲିଟ୍‌ କରିଦେଇଥିଲେ ଦିପିକା ।

Nitin-shivraj
ବିଜେପି ସଂସଦୀୟ ବୋର୍ଡ ପୁନର୍ଗଠିତ, ବାଦ୍‌ ପଡ଼ିଲେ ଗଡ଼କରି-ଶିବରାଜ

ବୋର୍ଡ଼ରେ ନୂଆ ସଦସ୍ୟ ଭାବେ ୬ ଜଣଙ୍କୁ ସ୍ଥାନ । ବୋର୍ଡରେ ୟେଦୁରପ୍ପା, ସର୍ବାନନ୍ଦ ସୋନଓ୍ୱାଲ, କେ. ଲକ୍ଷ୍ମଣ ନୂଆ ସଦସ୍ୟ ।

Nitish Kumar + Kartikeya
ବଢ଼ୁଛି ନୀତୀଶଙ୍କ ଅଡ଼ୁଆ ! ଶପଥ ନେବାର ୨୪ ଘଣ୍ଟା ପରେ ଆଇନମନ୍ତ୍ରୀଙ୍କୁ ସରେଣ୍ଡର ପାଇଁ କୋର୍ଟ ନୋଟିସ୍‌

ଜଣେ ବିଲଡରଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି ।

Special story
‘ମୋ ବାପାଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ ହୋଇଛି’... ଜେଲରେ ଥିବା ସାମ୍ବାଦିକଙ୍କ କୁନି ଝିଅର ଭାବପ୍ରବଣ ଭିଡିଓ ଭାଇରାଲ

ବାପା ଜେଲରେ ଥିବା ବେଳେ କୋହ ସମ୍ଭାଳି ପାରୁନି କୁନି ଝିଅ । ସ୍ୱାଧୀନତା ଦିବସ ଅବସରରେ ନିଜ ଦୁଃଖ ବଖାଣିଛି ।