ବଜେଟ୍ ଉପସ୍ଥାପନ ପୂର୍ବରୁ ୪ ଦିନ ପାଇଁ ବନ୍ଦ ରହିପାରେ ବ୍ୟାଙ୍କ। ତେଣୁ ଆପଣଙ୍କର ବ୍ୟାଙ୍କରେ ଯଦି କିଛି ଜରୁରୀ କାମ ଅଛି, ତେବେ ତୁରନ୍ତ ଏଇ ମାସ ଶେଷ ସୁଦ୍ଧା ସାରି ଦିଅନ୍ତୁ।
ହତ୍ୟା କଲେ ଓ ଗୋଟି ଗୋଟି କରି ମୃତଦେହକୁ ନଦୀକୁ ଫିଙ୍ଗିଲେ ! ଜଣେ କି ଦୁଇ ଜଣ ନୁହେଁ ବରଂ ୭ ଜଣଙ୍କୁ ହତ୍ୟା।
ହ୍ୱାଟ୍ସଆପ୍ର ନୂଆ ଅପଡେଟ୍ରେ ଅନେକ ଫିଚର୍ସକୁ ସାମିଲ କରାଯାଇଛି। ଏଥିରେ ନିଜେ ନିଜକୁ ମେସେଜ୍ କରିବା, ଡେଟ୍ ଅନୁଯାୟୀ ମେସେଜ୍ ସର୍ଚ୍ଚ କରିବା, ଡ୍ରାଗ୍ ଆଣ୍ଡ୍ ଡ୍ରପ୍ ଟୁ ଶେୟାର ଇମେଜ ଫିଚର ପାଇ ପାରିବେ।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ‘ଭାରତ ଏବେ ବିଶ୍ୱରେ ଏକ ଆତ୍ମବିଶ୍ୱାସଭରା ରାଷ୍ଟ୍ରରେ ପରିଣତ ହୋଇଛି। ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଭାରତ।’
୧୯୫୦ ମସିହା ଆଜିର ଦିନରେ ଆମ ଦେଶ ମହାନ ଭାରତ ବର୍ଷ ନିଜର ସମ୍ବିଧାନ ପ୍ରଣୟନ କରିଥିଲା। ଏହି ଦିନକୁ ମନେ ପକାଇ ସାରା ଦେଶ ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ ପାଳୁଛି।
ତାଲିକାରେ ୨୫ ମହିଳା, ୨ NRI, ୭ ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନ ।
ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ସେମାନଙ୍କୁ ଏକାଠି କରି ଝୁମର୍ ଶିଖାଇଛନ୍ତି ଅନୁଗୁଳର ବିଶ୍ୱପୂଜ୍ୟା ।
ଯଦି କୌଣସି ସରକାରୀ ଚାକିରିଆ ଦୁଇରୁ ଅଧିକ ସନ୍ତାନ ଜନ୍ମ କରନ୍ତି ତେବେ ସେମାନଙ୍କ ଚାକିରି ପ୍ରତି ବିପଦ ଆଶଙ୍କା ରହିଛି ।
ଏଥର ୭୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ବିଶ୍ୱ ଦେଖିବ ଭାରତର ସ୍ୱଦେଶୀ ଶକ୍ତିର ଝଲକ୍ । ପରେଡରେ ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ କେବଳ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ।
ଦେଶରେ କ୍ୟାମ୍ପସ୍ ଖୋଲିବେ ୟୁରୋପୀୟ ବିଶ୍ୱବିଦ୍ୟାଳୟ। ସରକାରଙ୍କ ଯୁକ୍ତି ବିଦେଶୀ ବିଶ୍ୱବିଦ୍ୟାଳୟ ଖୋଲିଲେ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ପ୍ରତିଯୋଗିତା ପାଇଁ ସେମାନଙ୍କ ସ୍ଥିତିକୁ ସୁଧାରିବେ। ଏହା କ’ଣ ସମ୍ଭବ! ଏକାଡେମିକ୍ ସ୍ତରର ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମୁକାବିଲା କରିପାରିବେ ତ?
ସବୁ ଦିନ ଭଳି ଘର ଘର ବୁଲି କ୍ଷୀର ବିକିବେ ଆଉ ତା’ପରେ ଘରକୁ ଫେରିବେ। କିନ୍ତୁ ସେ ଜାଣିନଥିଲେ ଯେ, ଆଉ ସେ କେବେ ବି ଘରକୁ ଫେରିବେନି।
ଆଜିର ଧାଁ ଦୌଡ ଜୀବନରେ ସାମାଜିକ ଓ ଧାର୍ମିକ କାର୍ଯ୍ୟ ପାଇଁ ସମୟ ବାହାର କରିବା ସବୁଠାରୁ ବଡ କଥା। ତେବେ ଏହି ସେବା କରିବାର ମନବୃତ୍ତି ସେତେବେଳେ ଆହୁରି ସ୍ୱତନ୍ତ୍ର ହୋଇଯାଏ ଯେତେବେଳେ ବୟସ ପ୍ରାୟ ୧୦୦ରେ ପହଞ୍ଚିଯାଏ।
ଗତକାଲି ସନ୍ଧ୍ୟାରେ ଜେଏନୟୁ କ୍ୟାମ୍ପସରେ କିଛି ଛାତ୍ର ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ BBCର ଡକ୍ୟୁମେଣ୍ଟାରୀକୁ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ଯୋଜନା କରିଥିଲେ।
ପରେଡରେ କେବଳ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସାମିଲ କରିବ ସ୍ଥଳସେନା । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ହେବ ପ୍ରତିଫଳନ ।
ପରୀକ୍ଷଣ କଲେ କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାର୍ ଓଏସ୍ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷାକୁ ଗୁରୁତ୍ୱ ।
ବୀରତ୍ୱ ଓ ଶୌର୍ଯ୍ୟର ପ୍ରଦର୍ଶନ କରିବ ସେନା । ଆଉ ଗୋଟିଏ ଦିନ ପରେ ୭୪ତମ ସାଧାରଣତନ୍ତ୍ର ଦିବସ ।
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରମିତ ରାମ ରହିମ ସୁନାରିଆ ଜେଲରେ ଆଜୀବନ ସଜା କାଟୁଛନ୍ତି।
ବେଙ୍ଗାଳୁରୁ ପୋଲିସ୍ ଏବେ ମାମଲାର ତଦନ୍ତ କରୁଛି।
ରିକ୍ଟର ସ୍କେଲରେ ଭୂକଂପର ମାତ୍ରା ୫.୮ ବୋଲି ଜଣାପଡ଼ିଛି।
ଏମିତି ରାଗ । ଟିକିଏ କଥା କଟାକଟିରେ ସ୍ତ୍ରୀର ଜୀବନ ନେଇଗଲା ସ୍ତ୍ରୀ ।
ଆଣ୍ଡ୍ରୋଏଡ୍ IOS ଭଳି ମୋବାଇଲ୍ ପାଇଁ ଆଉ ଏକ ଅପରେଟିଂ ସିଷ୍ଟମ୍
ଦିଲ୍ଲୀ-ହାଇଦ୍ରାବାଦ ସ୍ପାଇସ୍ ଜେଟ୍ ବିମାନରେ ଏଭଳି ଘଟଣା ଘଟିଛି ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୭,୦୦୦ ଟଙ୍କା ରହିଛି ।
ହିନ୍ଦୁ ମହାସଭାର ନେତାଙ୍କ ଘୋଷଣା । ରାମ ଚରିତ ମାନସକୁ ନେଇ ସପା ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିବାଦୀୟ ବୟାନ୍ ଦେଇଥିଲେ ।
ରାହୁଲ୍ ଗାନ୍ଧୀଙ୍କୁ ଏବେ ୫୨ ବର୍ଷ। ବିବାହ କରିବାକୁ ସେ ଏମିତି ଝିଅ ଖୋଜୁଛନ୍ତି। ଜାଣନ୍ତୁ ସେ କେଉଁ ଗୁଣ ଥିବା ଝିଅ ଖୋଜୁଛନ୍ତି।