• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

wood made support for 75 years old woman
ସେଇ କାଳ ରାତିର ସାହାରା ଥିଲା ଖଣ୍ଡିଏ କାଠ..ମୃତ୍ୟୁ ବି ହାରି ଯାଇଥିଲା

ଭଗବାନ ଯାହାକୁ ରଖିବାକୁ ଚାହିଁବେ ତାକୁ କିଏ ମାରିବ ? ନାଁ ନିଆଁ ତାକୁ ଜାଳି ପାଉଁଶ କରିପାରିବ, ନାଁ ଅଥଳ ଜଳ ତାକୁ ବୁଡାଇ ପାରିବ ? ଯମର କାଳଫାଶ ‌ଖୋଲିଯିବ ଭଗବାନଙ୍କ ଇଚ୍ଛା ପାଖରେ। ଅଥଳ ଜଳରେ କୁଟା ଖିଏ ବି ବୁଡି ଯାଉଥିବା ।

Akhilesh Yadav
ମୁଲାୟମଙ୍କ ଦେହାନ୍ତ ପରେ ଭାବୁକ ହେଲେ ପୁଅ ଅଖିଲେଶ

ଚାଲିଗଲେ ମୁଲାୟମ ସିଂ ଯାଦବ । ତାଙ୍କ ଦେହାନ୍ତ ପରେ ପରିବାରରେ ଶୋକର ଛାୟା।

BJP's Master Plan For 2024 Election
୨୦୨୪ ନିର୍ବାଚନ ପାଇଁ BJPର ମାଷ୍ଟର ଗେମ୍ ପ୍ଲାନ୍- ଯେଉଁଠି ଦୁର୍ବଳ, ସେଇଠି ହେବ ରାଲି

ମୋଦିଙ୍କ ବ୍ୟତୀତ ଅନ୍ୟ ୧୦୪ଟି ଲୋକସଭା ସିଟ୍‌ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ପହଞ୍ଚିବେ।

 SP Supremo Mulayam Singh Yadav No more
ଆଉ ନାହାନ୍ତି ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

heavy rain in UP
ୟୁପିରେ ପ୍ରବଳ ବର୍ଷା; ମୃତ୍ୟୁ ସଂଖ୍ୟା ୨୭ ଛୁଇଁଲା

ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ସ୍ଥାନରେ ଜନଜୀବନ ବ୍ୟାହତ ହୋଇଛି। ରାଜଧାନୀ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ମୂଷଳଧାରରେ ବର୍ଷା ଲାଗି ରହିଛି। ବର୍ଷାରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଉତ୍ତରପ୍ରଦେଶରେ ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅନେକ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।

baba harbhajan temple
ଜଣେ ଅମର ଯବାନଙ୍କ କାହାଣୀ..ମୃତ୍ୟୁ ପରେ ବି ସେନାରେ କରୁଛନ୍ତି କାମ

ଆମେ ଆଜି ଜଣେ ଏମିତି ଯବାନଙ୍କ ବିଷୟରେ କହିବୁ ଯିଏ ତାଙ୍କର ବୀରତ୍ୱ ପାଇଁ ଆଜି ସ୍ମରଣୀୟ ନୁହଁନ୍ତି, ବରଂ ନିଜ ଧାର୍ମିକ ଭାବନା ପାଇଁ ବନ୍ଦନୀୟ। ତାଙ୍କର ଦେଶପ୍ରେମକୁ ବିଦେଶରେ ବି ମିଳେ ସମ୍ମାନ ।

Nitish Kumar, Prashant Kishor
ନୀତୀଶଙ୍କୁ ଷ୍ଟ୍ରାଟେଜି ମେକର୍‌ ପ୍ରଶାନ୍ତଙ୍କ କାଉଣ୍ଟର; କହିଲେ ମୁଣ୍ତ କାମ କରୁନି..

ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତୀଶଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ପ୍ରଶାନ୍ତ କିଶୋର ।

Nirmala Sitharaman
ନିଜେ ବଜାର ଯାଇ ପରିବା କିଣିଲେ ଅର୍ଥମନ୍ତ୍ରୀ : ଭାଇରାଲ୍‌ ହେଉଛି ଭିଡିଓ

ଅଚାନକ ପରିବା କିଣିବା ପାଇଁ ବଜାରରେ ପହଞ୍ଚିଗଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman)।

President Droupadi Murmu, Congress leader Udit Raj
ଧୃଷ୍ଟତା ! ରାଷ୍ଟ୍ରପତିଙ୍କ ବିରୋଧରେ ପୁଣି ଅପଶଦ୍ଦ କହିଲେ ଜଣେ କଂଗ୍ରେସ ନେତା

ରାଷ୍ଟ୍ରପତିଙ୍କ ପ୍ରତି ଅପଶଦ୍ଦ ବ୍ୟବହାର, ପଦାରେ ପଡ଼ିଲା କଂଗ୍ରେସର ଦେବାଳିଆ ଚିନ୍ତାଧାରା ?

EC freezes 'bow and arrow' symbol for both Sena factions in Andheri East bypolls
ଫ୍ରିଜ୍ ହେଲା ଶିବସେନାର ‘ଧନୁ ଓ ତୀର’ ଚିହ୍ନ

ମହାରାଷ୍ଟ୍ର ରାଜନୈତିକ ହଟଚମଟ ଏବଂ କ୍ଷମତା ନିକଟ ଅତୀତରେ ଘଟିଥିବା ପରିବର୍ତ୍ତନ ପରଠୁ, ଶିବସେନା କାହାର ତାକୁ ନେଇ ଉଭୟ ଉଦ୍ଧବ ଠାକ୍‌ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

Indian Air Force
ଘୋ ଘୋ ଗର୍ଜନ କରି ଆକାଶରେ ଉଡିଲା ଯୁଦ୍ଧ ବିମାନ

ବାୟୁସେନା ଦିବସରେ ପରାକ୍ରମ ଦେଖାଇଲେ ବାୟୁବୀର...ଘୋ ଘୋ ଗର୍ଜନ କରି ଆକାଶରେ ଉଡିଲା ଯୁଦ୍ଧ ବିମାନ

Pet Dog August
ଅଗଷ୍ଟକୁ ଖୋଜିବାକୁ ଲଣ୍ଡନରୁ ଆସିଲେ ମାଲିକ

ସେପ୍ଟେମ୍ବରରେ ହଜିଗଲା ଅଗଷ୍ଟ, ଆଉ ଅଗଷ୍ଟକୁ ଖୋଜିବାକୁ ଲଣ୍ଡନରୁ ଆସିଛନ୍ତି ମାଲିକ

Cocaine Worth ₹ 502 Crore Seized From Fruit Container
ଫଳ ପେଟିରେ ୫୦୨ କୋଟି ଟଙ୍କାର କୋକେନ

ଫଳ ପେଟିରୁ ୫୦୨ କୋଟି ଟଙ୍କାର ୫୦ କିଲୋଗ୍ରାମରୁ ଅଧିକ "ଉଚ୍ଚମାନର" କୋକେନ ଜବତ। ନିକଟ ଅତୀତରେ ଏକ ଫଳ ପେଟିରେ ଡ୍ରଗ୍ ଚୋରା ଚାଲାଣ ଉଦ୍ୟମ ବେଳେ ଜବତ ହୋଇଥିବା କୋକେନ୍ର ଏହା ହେଉଛି ସବୁଠାରୁ ବଡ ମାମଲା ବୋଲି କୁହାଯାଇଛି।

Indian Air Force
ଦମ୍‌ ଦେଖାଇଲା ଭାରତୀୟ ବାୟୁସେନା, ନୀଳ ଆକାଶରେ ଘୁ ଘୁ ଗର୍ଜନ କରି ଥରାଇଲା ଛାତି..

ନୀଳ ଆକାଶର ଛାତି ଚିରି ଶକ୍ତି ଓ ସାମର୍ଥ୍ୟ ଦେଖାଇଥିଲେ ରାଫେଲ, ସୁଖୋଇ ଓ ଜାଗୁଆର ଭଳି ଫାଇଟର ଜେଟ୍ ।

Pet Dog August
ସେପ୍ଟେମ୍ବରରେ ହଜି ଯାଇଛି ଅଗଷ୍ଟ ! କୁକୁର ଖୋଜିବାକୁ ଲଣ୍ଡନରୁ ଆସିଲେ ମାଲିକ

କୁକୁର ଖୋଜିବାକୁ ୧୫ ହଜାର ପୁରସ୍କାର ଘୋଷଣା । ସହର ସାରା ପୋଷ୍ଟର, ଖବରକାଗଜରେ ବିଜ୍ଞାପନ ।

Indian Air Force
ଭାରତ ବନାମ ପାକିସ୍ତାନ କାହା ବାୟୁସେନା କେତେ ଶକ୍ତିଶାଳୀ ?

ଭାରତୀୟ ବାୟୁସେନା ପାଖରେ ୧,୭୦,୫୭୬ ସକ୍ରିୟ ସୈନିକ ଅଛନ୍ତି । ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି ।

Cylinder Blast
ଚାଲିଥିଲା ବେଆଇନ୍‌ ସିଲିଣ୍ଡର କାରବାର ! ଡିଆସିଲି ମାରି ଚେକ୍ କରୁଥିଲେ ଲିକ୍‌..

ଯୋଧପୁରର ମାତା ଥାନା ଅଧିନ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଘଟିଛି । ବିସ୍ଫୋରଣ ପରେ ପୁରା ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି ।

Fire breaks out
ଭୟଙ୍କର ଅଗ୍ନିକାଣ୍ଡ : ଜୀବନ ବଞ୍ଚାଇବା ପାଇଁ ଝରକା ଭାଙ୍ଗି ଡେଇଁଲେ ଲୋକେ

ଶନିବାର ଅପରାହ୍ନରେ ମୁମ୍ବାଇର ନ୍ୟୁ ତିଲକ ନଗର ଅଞ୍ଚଳର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଛି ।

AAP minister
‘ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିବାନି’ : ବିବାଦୀୟ ମନ୍ତବ୍ୟ ଦେଲେ ଆପ୍‌ ମନ୍ତ୍ରୀ

ସଭାରେ ହିନ୍ଦୁ ବିରୋଧୀ ବୟାନ୍‌ ଦେଇ ବିବାଦରେ ଆପ୍‌ ମନ୍ତ୍ରୀ ।

Supreme Court
‘ଛାଡ଼ପତ୍ର ପରେ ବି ପତ୍ନୀ-ପିଲାଙ୍କ ଦାୟିତ୍ୱ ସ୍ୱାମୀର’

କୋର୍ଟ କହିଛନ୍ତି, ପତ୍ନୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ୍‌ ।

Delhi Excise Policy case
ଆକ୍ସନ ମୋଡରେ ଇଡି, ନୂଆ ମଦ ନୀତିକୁ ନେଇ ହରଡ଼ଘଣାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ୍

ଅଡ଼ୁଆରେ ଦିଲ୍ଲୀ ଆପ୍ ସରକାର। ନୂଆ ମଦ ନୀତିରେ ଅନିୟମିତତା ଅଭିଯୋଗକୁ ନେଇ ଗତକାଲି ଦ୍ୱିତୀୟ ଥର ପୁଣି ବଡ଼ ଧରଣର ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Uber, Ola And Rapido To Stop Autorickshaw Services In Bengaluru
ଏଣିକି ଏହି ସହରରେ ଗଡ଼ିବନି Ola, Uber ଅଟୋ

ଏହି ସହରରେ ବନ୍ଦ ହେବ Uber, Ola ଓ Rapidoର ତିନି ଚକିଆ ଯାନ ସେବା। କାରଣ ଏହି ସବୁ କ୍ୟାବ୍‌ ଭଡ଼ା ବାବଦରେ ଗ୍ରାହକଙ୍କଠୁ ଅଧିକ ଚାର୍ଜ ଆଦାୟ କରିବା ସହ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।

୯୦ ତମ ବାୟୁସେନା ଦିବସ
ଭାରତୀୟ ବାୟୁ ସେନାର ବୀରତ୍ୱକୁ ଦେଖୁଛି ସାରା ଦେଶ

ଦେଶ ଦେଖୁଛି ବାୟୁବୀରଙ୍କ ପରାକ୍ରମ। ଆକାଶକୁ ନିଜ ହାତ ମୁଠାରେ ରଖିଥିବା ଭାରତୀୟ ବାୟୁ ସେନାର ବୀରତ୍ୱକୁ ଦେଖୁଛି ସାରା ଦେଶ। ୯୦ ତମ ବାୟୁସେନା ଦିବସ ଅବସରରେ ଚଣ୍ଡିଗଡର ସୁଖ୍‌ନା ଲେକ୍‌ରେ ଆୟୋଜିତ ହୋଇଛି ଭବ୍ୟ କାର୍ଯ୍ୟକ୍ରମ।

Pet owner flies
ପୋଷା କୁକୁର ଗାୟବ୍‌ : ଖୋଜିବା ପାଇଁ ଲଣ୍ଡନରୁ ଭାରତ ଆସିଲେ ଯୁବତୀ

ପୋଷା କୁକୁର ନିଖୋଜ୍‌ ହେବା ପର ଠାରୁ ମାଲିକାଣୀ ମେଘା ଶାନ୍ତିରେ ଶୋଇପାରୁ ନାହାନ୍ତି । ଶେଷରେ ଛୁଟି ନେଇ ଲଣ୍ଡନରୁ ଭାରତ ଆସିଲେ । ମେଘାଙ୍କ ସହିତ ତାଙ୍କ ସ୍ୱାମୀ ମଧ୍ୟ ଆସିଛନ୍ତି ।

CNG, Piped Cooking Gas Prices Hiked
ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଲା ରୋଷେଇ ଗ୍ୟାସ୍‌, CNG ଦର

ଆଜିଠୁ ଇନ୍ଦ୍ରପ୍ରସ୍ତ ଗ୍ୟାସ୍‌ ଲିମିଟେଡ୍‌ ଘରୋଇ PNG(Piped Natural Gas) ଗ୍ୟାସ୍‌ ଓ CNG ଦର ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ CNG ଦର ପ୍ରତି କିଲୋଗ୍ରାମକୁ ୩ ଟଙ୍କା ବୃଦ୍ଧି ପାଇଛି।