ମା’ ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ? ତା’ହେଲେ ଆପଣ କ’ଣ କହିବେ ? ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି।
ଭାରତରେ ପ୍ରସ୍ତୁତ ଆଖି ଡ୍ରପ୍ (Eye Drop)ଘାତକ ପ୍ରମାଣିତ ହୋଇଛି। ଏହା ସାମ୍ନାକୁ ଆସିବା ପରେ ଚେନ୍ନାଇର ଫାର୍ମା କମ୍ପାନୀ ଔଷଧ ପ୍ରସ୍ତୁତି ବନ୍ଦ କରିଛି।
ଏଣିକି ଭୁଲ କଲେ ପିଲାଙ୍କୁ ମିଳିବ ଦଣ୍ଡ । ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଶାସନ କରିବା ସହ ଦଣ୍ଡ ଦେଇପାରିବେ ।
ଆଦାନୀଙ୍କ କଂପାନୀରେ ଯେଉଁ କ୍ଷତି ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ତେଣୁ ହଠାତ୍ ଏତେ ବଡ କ୍ଷତି ହେବାରୁ ପୂରା ଚିନ୍ତାରେ କମ୍ପାନୀ। ବିଶେଷଜ୍ଞଙ୍କ କହିବାନୁସାରେ ଆଦାନୀ ଗ୍ରୁପରେ ଯେଉଁ ସ୍ଥିତି ରହିଛି ତାହା ସ୍ଥାୟୀ ନୁହେଁ । ହିଣ୍ଡନବର୍ଗ ରିପୋର୍ଟ ପାଇଁ ଏମିତି ସ୍ଥିତି ଦେଖାଯାଇଥିବା କୁହାଯାଉଛି। ତେବେ ଏହାକୁ ନେଇ ଆଦାନୀ ଗ୍ରୁପ କୌଣସି ସ୍ପଷ୍ଟତା ଆଣିନାହିଁ
ବିଜେପି ଶାସିତ ରାଜ୍ୟରେ ମଦ୍ୟପାନକୁ ବିରୋଧ କରାଯାଇଥିଲା ।
ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି, କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି ।
ଯେଉଁ ଗ୍ରାହକ ୧ ଲିଟର କ୍ଷୀର କିଣିବେ ତାଙ୍କୁ ଆଜିଠାରୁ ୫୪ଟଙ୍କା ଦେବାକୁ ପଡ଼ିବ ।
ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ପ୍ରତି କିଲୋ ଅଟାକୁ ୨୯ ଟଙ୍କା ୫୦ ପଇସାରେ ବିକ୍ରି କରିବା ଲାଗି ସରକାର ଘୋଷଣା କରିଛନ୍ତି।
ଟନେଲ ମାଧ୍ୟମରେ ସେମାନେ ଅଳଙ୍କାର ଦୋକାନ ଭିତରକୁ ଯାଇ ଚୋରି କରିବାର ପ୍ଲାନ୍ କରିଥିଲେ । ହେଲେ ସବୁ ପ୍ଲାନ୍ ଫ୍ଲପ୍ ହୋଇଗଲା ।
ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରିବା ପରେ ଅକାଳରେ ତାର ଜୀବନ ଯାଇଛି । ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସାବନ୍ତବାଡ଼ିରେ ।
ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା।
ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଦ୍ରୁତ ଗତିରେ ଏକ କାର୍ ଆସି ରାସ୍ତାକଡ଼ରେ ରଖା ଯାଇଥିବା ବାଇକ୍କୁ ଧକ୍କା ଦେଇ ୩ କି.ମି.ରୁ ଅଧିକ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଯଦିଓ ଏହି ଘଟଣାରେ ବାଇକ୍ ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ହେଲେ ବାଇକ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
ଅଦାନୀ ପ୍ରସଙ୍ଗରେ ଆସନ୍ତା ସୋମବାର କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।
ସୁନାର ଆକାଶଛୁଆଁ ଦର ସୁନାପ୍ରେମୀଙ୍କୁ ବି ସୋରୁମ୍ ଯିବାକୁ ନିରୁତ୍ସାହିତ କରିବା ଆରମ୍ଭ କଲାଣି।
ଗଣମାଧ୍ୟମ ଆଗରେ ଏକ ନୂଆ ଜୋତା ଦେଖାଇ କହିଥିଲେ, ମୁଖ୍ୟମନ୍ତ୍ରୀ ପଦଯାତ୍ରରେ ସାମିଲ ହେଲେ ମୁଁ ଏହାକୁ ଉପହାର ଦେବି ।
ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନିଆଯାଉଥିଲା ବୋଲି ପରିବାର ଲୋକ କହିଛନ୍ତି ।
ଏହି ଗୁଳିକାଣ୍ଡ ପଛରେ YSRCP ନେତାଙ୍କ ସମ୍ପୃକ୍ତି ରହିଛି ।
ଛାତ୍ରଙ୍କର ହୋସ୍ ଉଡ଼ିବା ପଛର କାରଣ ଜାଣିଲେ ଆପଣ ବି ଆମକୁ ଅବିଶ୍ୱାସ କରିବେ ।
ନେପାଳରୁ ଆସି ଅଯୋଧ୍ୟାରେ ପହଞ୍ଚିଛି ଦୁଇଟି ବିଶାଳ ଶାଳଗ୍ରାମ
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୮,୧୦୦ ଟଙ୍କା ରହିଛି ।
କୃଷି ଓ କୃଷକଙ୍କ ବିକାଶ ପାଇଁ ଏକାଧିକ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
୭ ଲକ୍ଷକୁ ବଢ଼ିଲା ଆୟକର ଛାଡ଼ ସୀମା ।
ଛୋଟ ଛୋଟ ପିଲା ଓ ମହିଳାଙ୍କ ନାଁରେ ସ୍ଥାୟୀ ଜମା ଟଙ୍କା ରଖାଯାଇପାରିବ ବୋଲି ନିର୍ମଳା କହିଛନ୍ତି ।
ଏବେ ସୁଦ୍ଧା ପାନ କାର୍ଡ କେବଳ ବ୍ୟାଙ୍କ ଖାତା ଖୋଲିବା ସହ ଜଡ଼ିତ ରହିଥିବା ବେଳେ ମ୍ୟୁଚୁଆଲ୍ ଫଣ୍ଡ ଆଦିରେ ନିବେଶ ବେଳେ ଆବଶ୍ୟକ ହେଉଥିଲା ।