ନିକଟରେ ପେନସନ ଆଣିବା ପାଇଁ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ପାଦରେ ଚାଲି ଚାଲି ଯାଇଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ସୂର୍ଯ୍ୟ ହରିଜନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଖାଲିପାଦରେ ଧୀରେ ଧୀରେ ଆଗକୁ ବଢୁଥିଲେ ୭୦ ବର୍ଷୀୟ ବୃଦ୍ଧା ।