• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Who is Shelly Oberoi the new mayor of delhi
କିଏ ଏହି ଶେଲୀ ଓବରଏ ଯିଏ ହେଲେ ଦିଲ୍ଲୀର ନୂଆ ମେୟର

ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ଜିତିଛନ୍ତି। ଆପ୍ କାଉନସିଲରମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ପରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇଥିଲେ। ତେବେ ଆସନ୍ତୁ ନୂଆ ମେୟରଙ୍କ ବିଷୟରେ ଜାଣିନେବା।

Marriage
ଭାରତ ପ୍ରେମରେ ବିଦେଶୀ ଦମ୍ପତି : ଫ୍ରାନ୍ସରୁ ଆସି ଭାରତରେ କଲେ ଦ୍ୱିତୀୟ ବିବାହ

ଫ୍ରାନ୍ସର ବାସିନ୍ଦା ଏରିକ୍‌ ଏବଂ ଗ୍ରେବିୟଲଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ରାଜସ୍ଥାନର ଟୁରିଷ୍ଟ୍‌ ଗାଇଡ୍‌ଙ୍କ ଏମାନେ ସଂପର୍କୀୟ। ଦମ୍ପତିଙ୍କ ବୟସ ୬୦ ରୁ ଅଧିକ ହେବ । ଉଭୟ ବିବାହ କରିବା ପରେ ପିଲା ବି ଅଛନ୍ତି। ବିଦେଶରେ ଏମାନେ ବେଶ୍‌ ହସଖୁସିରେ ବି ରହୁଥିଲେ। ଏମିତିକି ଉଭୟ ତିନିଥର ଭାରତ ଭ୍ରମଣରେ ବି ଆସିଛନ୍ତି। କାଶୀବିଶ୍ୱନାଥ ସହ ଅନେକ ଧାର୍ମିକ ସ୍ଥାନରେ ସେମାନେ ରହିଛନ୍ତି। ଆଉ ଅତି ପାଖରୁ ଭାରତର ସଂସ୍କୃତି ଓ ପରମ୍ପରାକୁ ଦେଖିଛନ୍ତି।

Tea Wala Car
ଦିନେ ରାସ୍ତା କଡ଼ରେ ଚା' ବିକୁଥିଲେ, ଏବେ ୯୦ ଲକ୍ଷର ଗାଡ଼ି କିଣିଲେ

ଇଏ ହେଉଛନ୍ତି ଏମବିଏ ଚା'ୱାଲା ନାରେ ନିଜର ଷ୍ଟାର୍ଟ ଅଫ୍‌ ଆରମ୍ଭ କରିଥିବା ପ୍ରଫୁଲ୍ଲ ବିଲ୍ଲୋର। ନିଜେ ଚା’ ଦୋକାନ କରି ଯେତିକି ରୋଜଗାର କରନ୍ତି ସେତିକିରେ ବହୁ କଷ୍ଟରେ ପରିବାର ଚଳୁଥିଲା। ହେଲେ ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସେହି ଚା’ ଦୋକାନରୁ ଯେତିକି ରୋଜଗାର ହୁଏ ସେତିକି ଟଙ୍କାରେ ଏବେ ମର୍ସିଡିଜ୍‌ ଗାଡି କିଣିଛନ୍ତି ପ୍ରଫୁଲ୍ଲ।

Marriage
ଆଶ୍ଚର୍ଯ୍ୟ !! ବର ମୁହଁରେ ସିଗାରେଟ୍‌ ଦେଇ ସ୍ୱାଗତ କଲେ ଶାଶୂ-ଶ୍ୱଶୁର

ବାହାଘର....ଜୀବନରେ ଥରେ ମାତ୍ର ହୁଏ। ତେଣୁ ଏହି ଦିନକୁ କିଛି ସ୍ୱତନ୍ତ୍ର କରିବାକୁ ସମସ୍ତେ ଚାହାନ୍ତି। ହେଲେ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିବା ପରେ ହିଁ ଆପଣ କହିବେ ସତରେ ଇଏ ନିଆରା ବାହାଘର। ଦୁଆର ମୁହଁରେ ବର ବସିଛି...ପାଟିରେ ସିଗାରେଟ୍‌ ଦେଇ ନିଆଁ ଲଗାଯାଉଛି। ଆଉ ଏମିତି ଦୃଶ୍ୟ ଦେଖିବା ପରେ ଉପସ୍ଥିତ ବର ଓ କନ୍ୟା ପକ୍ଷ ବି ଖୁସିରେ ଗଦଗଦ

End of VVIP culture, Ashwini Vaishnaw orders removal of bell used to call peons in offices
ରେଳ ମନ୍ତ୍ରାଳୟରୁ ହଟିବ VVIP ସଂସ୍କୃତି: ଅଫିସରଙ୍କ ଟେବୁଲ୍‌ରେ ଆଉ ରହିବନି କଲିଂବେଲ୍ 

ରେଳ ମନ୍ତ୍ରାଳୟରୁ ହଟିବାକୁ ଯାଉଛି ଭିଭିଆଇପି ସଂସ୍କୃତି। ବିଭାଗର କୌଣସି ଅଧିକାରୀଙ୍କ ଅଫିସ ଟେବୁଲ୍‌ ଉପରେ ଆଉ କଲିଂବେଲ୍ ବା ଘଣ୍ଟି ରହିବନି।

Girl kissing virat kohlis statue
ବିରାଟଙ୍କୁ ଲିପ୍‌ କିସ୍‌ କଲେ ଯୁବତୀ ! ଭାଇରାଲ ହେଇଛି ଭିଡିଓ

ଭିଡିଓରେ ଜଣେ ଯୁବତୀ କ୍ରିକେଟର ବିରାଟ କୋହଲିଙ୍କ ମହମରେ ତିଆରି ଷ୍ଟାଚ୍ୟୁକୁ ଚୁମ୍ବନ ଦେଉଛନ୍ତି । ଆଉ ଖୁବ୍‌ ସୁନ୍ଦର ଚାହାଣୀରେ ମଧ୍ୟ ବିରାଟଙ୍କ ଷ୍ଟାଚ୍ୟୁକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କର ଏହି ହରକତକୁ କେହିଜଣେ ତାଙ୍କ ମୋବାଇଲ୍‌ରେ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି ।

nursing student
ନର୍ସିଂ ଛାତ୍ରୀଙ୍କୁ ଭଡ଼ାଘରକୁ ଡାକିଲେ, ଜବରଦସ୍ତ ମଦ ପିଆଇ ଗଣଦୁଷ୍କର୍ମ କଲେ ଦୁଇ ସାଙ୍ଗ

ଦୁଇ ସାଙ୍ଗ ଯୁବତୀ ଜଣଙ୍କୁ ଘରକୁ ଡାକିଥିଲେ । ଘରକୁ ଡାକିବା ପରେ ତାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ । ଆଉ ମଦ୍ୟପାନ କରିସାରିବା ପରେ ଜୋରଜବରଦସ୍ତ ଦୁଇ ବନ୍ଧୁ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ।

Student sets fire on principal for delay in marksheet
ମାର୍କସିଟ୍ ଦେବାରେ ବିଳମ୍ବ ହେବାରୁ ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲଗାଇଦେଲେ

ସେମିଷ୍ଟାର୍‌ର ଫଳାଫଳ ଜୁଲାଇ ୨୦୨୨ରେ ଆସିଥିଲା। ଛାତ୍ରଙ୍କୁ ଏଯାଏ ମିଳିଲା ନାହିଁ ମାର୍କସିଟ୍। ରାଗିଗଲେ ଛାତ୍ର। ପ୍ରିନ୍ସପାଲଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ।

Nude Video Call
କିଭଳି ମାନସିକତା ! ଚାକିରି ଖୋଜୁଥିଲେ ଯୁବକ, ନ୍ୟୁଡ୍‌ ଭିଡିଓ କଲ୍ ଆରମ୍ଭ କଲେ..

ଏଭଳି କରିବା ଦ୍ୱାରା ତାକୁ ମାନସିକ ଶାନ୍ତି ମିଳୁଥିଲା ବୋଲି ସଂପୃକ୍ତ ଯୁବକ ପଚରାଉଚରା ବେଳେ ପୋଲିସକୁ କହିଛି।

Sonu Nigam Attacked
Viral Video: କନସର୍ଟ ବେଳେ ସୋନୁ ନିଗମଙ୍କୁ ଆକ୍ରମଣ, ଧକ୍କା ମାରି ତଳେ ପକାଇଦେଲେ...ଦେଖନ୍ତୁ

ଖାଲି ସେତିକି ନୁହେଁ ତାଙ୍କ ହାତକୁ ବି ଧରିଥିଲେ । ସୋନୁ ଏନେଇ ଆପତ୍ତି ଜଣାଇଥିବା ବେଳେ ତାଙ୍କ ବନ୍ଧୁମାନେ ମଧ୍ୟ ଏହାକୁ ବାରଣ କରିଥିଲେ ।

Organ Donation
ସାନ ସିନା, ଦାନ ତା ମହାନ ! ବାପାଙ୍କୁ ଯକୃତ ଦେଇ ଦେଲା ନୂଆ ଜୀବନ

ବାପାଙ୍କ ଜୀବନ ବଞ୍ଚାଇଲା ୧୭ ବର୍ଷର ଝିଅ । ଦେଶର ସର୍ବକନିଷ୍ଠ ଅଙ୍ଗଦାତା ।

Kerala girl donates liver to her father
ରୋଗୀଣା ବାପାର ଜୀବନ ବଞ୍ଚେଇଦେଲା ୧୭ବର୍ଷୀୟ ଝିଅ; ଦାନକଲା ଯକୃତ

ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ୧୭ବର୍ଷୀୟ ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି। ଏଥିପାଇଁ କିନ୍ତୁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା।

Prisoner
ଫୋନ୍‌ରେ ଗପୁଥିଲା କଏଦୀ, ଜେଲ୍ ଅଧିକାରୀଙ୍କୁ ଦେଖି ଚୋବେଇ ଗିଳିଦେଲା, ତା’ପରେ...

ଏକ୍ସ-ରେ ପରେ ଏହି ଘଟଣା ପଦାକୁ ଆସିଥିଲା। ତା’ର ପାକସ୍ଥଳୀରେ ଫୋନ୍‌ର କିଛି ଅଂଶକୁ ଠାବ କରାଯାଇଛି।

OYO Founder Invites PM Modi To His Wedding
ବାହା ହେବେ OYO ମାଲିକ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଲେ...

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ। ଚଳିତ ବର୍ଷ ମାର୍ଚ୍ଚରେ ୨୯ ବର୍ଷୀୟ ଉଦ୍ୟୋଗପତି ରିତେଶ ଅଗ୍ରୱାଲ ବିବାହ କରିବେ ବୋଲି ସୂଚନା ମିଳିଛି। 

Woman kills husband, mother-in-law stores body parts in refrigerator
ହତ୍ୟା ପରେ ସ୍ୱାମୀ ଓ ଶାଶୁଙ୍କୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ବୋହୂ, ୬ ମାସ ପରେ ସାମ୍ନାକୁ ଆସିଲା ଘଟଣା...

ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ବୋହୂ। ଗତବର୍ଷ ଅଗଷ୍ଟ ୧୭ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଚଳିତ ବର୍ଷ ଫେବୃଆରୀ ୧୯ରେ ସାମ୍ନାକୁ ଆସିଥିଲା।

Girl Students Run For 2 Km On National Highway To Reach Exam Centre
ଟ୍ରାଫିକ୍ ଜାମ୍‌ରେ ଫସିଲେ ପରୀକ୍ଷାର୍ଥୀ, ସେଣ୍ଟରରେ ପହଞ୍ଚିବାକୁ ୨ କିଲୋମିଟର ଧାଇଁଲେ...

ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍। ପରିସ୍ଥିତି ଏମିତି ହେଲା ଯେ, ପଛକୁ ପଛ ଶହ ଶହ ଗାଡ଼ି ଅଟକି ରହିଲା। ଶେଷରେ ପରୀକ୍ଷାର୍ଥୀ କାଳ ବିଳମ୍ବ ନକରି ଜାତୀୟ ରାଜପଥର କଡ଼େ କଡ଼େ ଧାଇଁବାକୁ ଲାଗିଲେ।

Gold Price Today
Gold Price Today 20th Feb 2023: ସାମାନ୍ୟ କମିଛି ସୁନା ଦର, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୮୩୦ ଟଙ୍କା ହୋଇଛି।

Youth kills delivery boy Unable to pay for iPhone
iPhone ପାଇଁ ଡେଲିଭରୀ ବୟଙ୍କୁ ହତ୍ୟା, ୩ ଦିନ ଘର ଭିତରେ ମୃତଦେହ ରଖିବା ପରେ ସ୍କୁଟିରେ ନେଇ ଜାଳିଦେଲେ...

ଜଣେ ଯୁବକ ଆଇଫୋନ୍‌ ପାଇଁ ପୁରା ପ୍ଲାନିଂ ସହ ନା କେବଳ ଜଣେ ଡେଲିଭରୀ ବୟଙ୍କୁ ହତ୍ୟା କରିଛନ୍ତି, ବରଂ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜାଳିଦେଇଥିଲେ।

 Clash Erupts Between ABVP And JNU Students Union At JNU
JNUରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗତକାଲି ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ର ଗୋଷ୍ଠୀ।

  • Monday, 20 February 2023
  • JNU
sanjay raut
ଶିବ ସେନାର ଧନୁତୀର ଚିହ୍ନ ପାଇଁ କରାଯାଇଛି କି ୨୦୦୦ କୋଟିର ଡିଲ୍ ?

ଶିବସେନା-ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ସଂଜୟ ରାଉତ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ । ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ।

Palazzo Pants
ବଜାରକୁ ଆସିଲା ଝୋଟରେ ତିଆରି ଅଖା ପ୍ୟାଣ୍ଟ; ଦାମ୍ ୬୦ ହଜାର ଟଙ୍କା !

ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ହେଲେ ଆପଣ କେବେ ଭାବିଛନ୍ତି କି ଫ୍ୟାସନ ପାଇଁ ଅଖାରେ ତିଆରି ପ୍ୟାଣ୍ଟ ପିନ୍ଧିବା କଥା ।

Bihar News
ବୁଲେଟ୍‌ ପାଇଁ ବୋହୂକୁ ମାରିଦେଲେ ଶାଶୁଘର ଲୋକେ; ଶବ ଗାଏବ କରି କହିଲେ, ହୋଇଯାଇଛି ଫେରାର

ବିବାହର କିଛି ଦିନ ଯାଏଁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । ହେଲେ ବାହାଘରର କିଛି ଦିନ ବିତିବାପରେ ଲଭଲୀଙ୍କୁ ତାଙ୍କ ଘରୁ ଏକ ବୁଲେଟ୍‌ ଆଣିବାକୁ ଶାଶୁଘର ଲୋକେ କହିଥିଲେ । ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ଏଥିପାଇଁ ଲଭଲୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ ।

Manish Sisodia
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇ ସମନ୍

କେନ୍ଦ୍ର ସରକାର ତାଙ୍କ ବିରୋଧରେ ସିବିଆଇ ଓ ଇଡିର ପୁରା ଶକ୍ତି ପ୍ରୟୋଗ କରୁଥିବା ସିସୋଦିଆ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ପୂର୍ବରୁ ସିବିଆଇ ତାଙ୍କ ଘର ରେଡ୍ କରିଛି । ବ୍ୟାଙ୍କ ଲକ୍କର ମଧ୍ୟ ଯାଞ୍ଚ୍ କରିଛି । ହେଲେ ଯାଞ୍ଚ କରିବା ସତ୍ତ୍ୱେ କିଛି ବି ପାଇନାହିଁ ।

 12 cheetah
କୁନୋକୁ ଆସିଲେ ଆଉ ୧୨ ଚିତା

ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ।

Leopard
କୁନୋକୁ ଆସିଲେ ଆଉ ୧୨ ଚିତା

ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ।