ସତ ହେଲା ଜ୍ୟୋତିଷଙ୍କ ବାଣୀ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସକୁ ଏକ ପ୍ରକାର ସ୍ପଷ୍ଟ ବହୁମତ ମିଳିଥିବା ଜଣାପଡ଼ିଛି। ଏସବୁ ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା।
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସକୁ ବହୁତ ମିଳିଥିବା ଜଣାପଡ଼ିଛି।
ସେଫ୍ଟିକ୍ ଟ୍ୟାଙ୍କ୍ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ଯୋଗୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି।
ଉଭୟ ଦଳ ସହ ମେଣ୍ଟ କରି ସେ ସରକାର ଗଠନ କରିବାକୁ ଆଗ୍ରହୀ ବୋଲି କହିଛନ୍ତି । ତାଙ୍କ କହିବା ଅନୁସାରେ କର୍ଣ୍ଣାଟକରେ ଜେଡିଏସ୍ ୫୦ ଆସନରେ ବିଜୟୀ ହେବ ।
ପୁଣି ବିଜୁଳି ତାର ନେଲା ଗଜରାଜଙ୍କ ଜୀବନ । ଏଥର ଗୋଟେ କି ଦୁଇଟି ନୁହେଁ, ଏକାବେଳକେ ଚାରି ଚାରିଟି ହାତୀ । ଓଡ଼ିଶାର ରାୟଗଡ଼ା ଅଞ୍ଚଳରୁ ଖାଦ୍ୟ ସଂଗ୍ରହରେ ଆନ୍ଧ୍ର ସୀମାକୁ ଚାଲିଯାଇଥିବା ୬ଟିକିଆ ହାତୀ ପଲ ମଧ୍ୟରୁ ଗତ ବିଳମ୍ବିତ ରାତିରେ ଆନ୍ଧ୍ର ବିଜୟନଗର କାଟ୍ରାଗଡ଼ ଗାଁରେ ୪ଟି ହାତୀଙ୍କ ଜୀବନ ଯାଇଛି ।
ମାଟିରେ ଲୋଟିଛି ବିଶାଳକାୟ ଶରୀର । ମୃତ୍ୟୁ ପଛର କାରଣ, ମନୁଷ୍ୟକୃତ ଅବହେଳା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଯାଇଛି ଚାରି ଚାରିଟି ହାତୀଙ୍କ ଜୀବନ ।
ଏପର୍ଯ୍ୟନ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । କିଏ କରୁଛି, କାହିଁକି କରୁଛି, ଟେର୍ ପାଉନି ପୋଲିସ . . .
ଚିନ୍ତା ବଢ଼ାଇଲା ଜାତିସଂଘର ରିପୋର୍ଟ
ହାତରେ ମଦ ବୋତଲ ଧରି ଗ୍ଲାସ୍ରେ ମଦ ଢାଳୁଛନ୍ତି, ତା’ବି ପୁଣି ପୋଲିସ୍ ଷ୍ଟେସନ ଭିତରେ। ସବୁଠାରୁ ବଡ଼ କଥା, ସମ୍ପୃକ୍ତ ବ୍ୟକ୍ତି ଆଇଆଇସିଙ୍କ ଚେୟାରରେ ବସି ମଦ ପିଉଛନ୍ତି।
ବୁଦ୍ଧଙ୍କ ଜୀବନୀ ଉପରେ ସମସ୍ତ ତଥ୍ୟ ସହ କାହାଣୀ ମଧ୍ୟ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି ।
ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ୯ଟି ରହଣି ଷ୍ଟେସନ୍ ରହିପାରେ । ସୂଚନା ମୁତାବକ ହାୱଡ଼ା, ହଳଦିଆ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କଟକ, ଭୁବନେଶ୍ୱର ଏବଂ ପୁରୀ ରହିବ ବୋଲି ଅନୁମାନ କରାଯାଉଛି ।
ଏମିତିକି ମାମଲାର ଶୀଘ୍ର ସମାଧାନ କିଭଳି ହେବ ସେଥିପ୍ରତି ମଧ୍ୟ କୋର୍ଟ ଗୁରୁତ୍ୱ ଦେବା ଉଚିତ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ ।
ପାଠପଢ଼ା ଛାଡ଼ି ଅଧିକାଂଶ ସମୟ ମୋବାଇଲ୍ ବ୍ୟବହାର କରୁଥିଲା ଝିଅ। ଶେଷରେ ବାପା ଗାଳି ଦେବାରୁ ଝିଅ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୨,୧୩୦ ଟଙ୍କା ହୋଇଛି।
ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଚିକିତ୍ସା କ୍ଷେତ୍ରରେ ଏହି ଡ୍ରୋନ୍ ଟେକ୍ନୋଲୋଜି ସଫଳ ପ୍ରୟୋଗ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ICMR ଏଭଳି ରକ୍ତ ପ୍ରେରଣ ପରୀକ୍ଷଣ କରିଛି।
ବିଧାୟକ ଓ ତାଙ୍କ ସମର୍ଥକମାନେ ପୁଲିସ୍ ଉପସ୍ଥିତିରେ ହିଁ ଦୀପକଙ୍କୁ ଚାପୁଡ଼ା, ବିଧା ଓ ମୁଥ ମାରିଥିଲେ। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦୀପକଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା।
କର୍ଣ୍ଣାଟକରେ ଏଥର ବିଜେପି କଂଗ୍ରେସ ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।
ଉଚ୍ଚଶିକ୍ଷିତ ହେବା ସହ ମୋଟା ଅଙ୍କର ରୋଜଗାର କରିଥାନ୍ତି ଏହି ଡିଜିଏମ୍ । ହେଲେ ମାତ୍ର ୫୦ଟଙ୍କା ଲୋଭରେ ହରାଇଛନ୍ତି ୩୯ ଲକ୍ଷ ଟଙ୍କା ।
ଦୁର୍ଭାଗ୍ୟବଶତଃ ଯେଉଁ ରୋଗୀକୁ ଡାକ୍ତର ନୂଆ ଜୀବନ ଦେଉଥିଲେ, ସେହି ରୋଗୀ ହିଁ ନେଇଗଲା ତାଙ୍କର ଜୀବନ ।
ଦିଲ୍ଲୀରେ ତାଙ୍କର 1BHK ଫ୍ଲାଟ୍ରେ ମାଆଙ୍କୁ ଆଣି ରଖିଲେ । ମାଆଙ୍କୁ ପାଖରେ ରଖି ତାଙ୍କର ଦେଖାଶୁଣା କରିବେ ବୋଲି ସେ ଆଣିଥିଲେ ।
ମଦ ନିଶାରେ ପୁରା ଟଳମଳ ଯୁବକ। ଏମିତି ନିଶା ଯେ, ଷଣ୍ଢ ପିଠିରେ ବସି ରାସ୍ତାରେ ଦୌଡ଼ିଲେ। ଏଭଳି ଅବସ୍ଥାରେ ଯୁବକଙ୍କୁ ଯେକେହିବି ଦେଖୁଥିଲେ ଭୟଭୀତ ହୋଇ ଯାଉଥିଲେ।
୯ ବର୍ଷିୟ ନାବାଳିକା ଜଣକ ତାଙ୍କ ମା'ର ହତ୍ୟାକାଣ୍ଡର ସାକ୍ଷୀ ଥିଲେ । ତାଙ୍କ ମା’ଙ୍କୁ ତାଙ୍କ ବାପା ହତ୍ୟା କରିଥିବା ସେ କୋର୍ଟରେ ସାକ୍ଷୀ ଦେଇଛନ୍ତି ।
ମୁମ୍ବାଇ ପୋଲିସ ଛାତ୍ରଙ୍କ ବିରୋଧରେ LOC ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି ।