• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Baijayant Panda
ଲୋକସଭାରେ LED ବଲ୍‌ବ ସ୍କିମ୍‌ ପ୍ରସଙ୍ଗ ଉଠାଇଲେ ବୈଜୟନ୍ତ, ଶକ୍ତି ମନ୍ତ୍ରୀଙ୍କୁ କଲେ ପ୍ରଶ୍ନ

ତେବେ ଏହି LED ବଲ୍‌ବ ବଣ୍ଟନରେ ଅନେକ ବଡ଼ ରାଜ୍ୟ କାହିଁକି ପଛରେ ଅଛନ୍ତି ଓ ଏହାକୁ ଆଗକୁ ନେବାକୁ କ’ଣ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

Cyber Attack
ସାଇବର ଆକ୍ରମଣ.. ବ୍ୟାଙ୍କ ନେଣ ଦେଣ ଠପ୍‌ !

NPCI କହିଛି ଯେ ସି-ଏଜ୍ ଦ୍ୱାରା ସେବା ପାଉଥିବା ବ୍ୟାଙ୍କଗୁଡିକର ଗ୍ରାହକମାନେ ଏହି ସମୟରେ ପେମେଣ୍ଟ ସିଷ୍ଟମ ବ୍ୟବହାର କରିପାରିବେ ନାହିଁ ।

Supreme Court
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ କୋଟା ଭିତରେ ସୃଷ୍ଟି କରାଯାଇପାରିବ କୋଟା

୨୦୦୪ରେ ଦିଆଯାଇଥିବା ସେହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଥିଲେ ଯେ ଏସସି / ଏସଟି ଆଦିବାସୀମାନଙ୍କ ମଧ୍ୟରେ ଉପ-ବର୍ଗ ସୃଷ୍ଟି କରାଯାଇପାରିବ ନାହିଁ ।

Gold Price Today
Gold Price Today 1st August 2024: ଆଜି ସାମାନ୍ୟ ବଢିଛି ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ସୁନା ଦରରେ ପରିବର୍ତ୍ତନ । ସାମାନ୍ୟ ବଢିଲା ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Himachal rain
ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା, ଜଣେ ମୃତ, ୩୦ ନିଖୋଜ

କେରଳ ପରେ ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ। ସିମଲା ଓ ମଣ୍ଡିରେ ବାଦଲଫଟା ବର୍ଷା। ଏଥିରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ପ୍ରାୟ ୩୦ ଜଣ ନିଖୋଜ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ SDRF, NDRF ଟିମ୍ ନିୟୋଜିତ ।

Cricketer Anshuman Gaekwad Dies
ପରଲୋକରେ ଲିଜେଣ୍ଡ କ୍ରିକେଟର ଅଂଶୁମାନ ଗାଏକ୍ୱାଡ, ରକ୍ତ କର୍କଟ ରୋଗରେ ଥିଲେ ଆକ୍ରାନ୍ତ

ଲିଜେଣ୍ଡ କ୍ରିକେଟର ଅଂଶୁମାନ ଗାଏକ୍ବାଡଙ୍କ ପରଲୋକ । ୭୧ ବର୍ଷ ବୟସରେ ଅଂଶୁମାନ ଗାଏକ୍ବାଡଙ୍କ ଦେହାନ୍ତ । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିସିସିଆଇ ପକ୍ଷରୁ ଶୋକପ୍ରକାଶ ।

landslide
ୱାଏନାଡରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକକୁ ବୃଦ୍ଧି, ନଦୀରୁ ମିଳିଲାଣି ୮୦ରୁ ଅଧକ ମୃତଦେହ

କେରଳ ୱାଏନାଡ ଭୂସ୍ଖଳନ ଘଟଣାରେ ବଢୁଛି ମୃତକଙ୍କ ସଂଖ୍ୟା । ଚେଲିୟାର ନଦୀରୁ ମିଳିଲାଣି ୮୦ରୁ ଅଧକ ମୃତଦେହ । ଏବେବି ୧୯୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏପେଟ ୱାଏନାଡ ଭୂସ୍ଖଳନରେ ଜଣେ ଓଡ଼ିଆ ଡ଼ାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡାକ୍ତର ନିଖୋଜ ଅଛନ୍ତି ।

PMFBY
ଅଗଷ୍ଟ ୧୦ ଯାଏଁ ବଢ଼ିଲା କୃଷି ବୀମା ଆବେଦନ

ଚାଷୀମାନେ ପଞ୍ଜିକରଣ କରିବା ଲାଗି ନ୍ୟାସନାଲ କର୍ପ ଇନସ୍ୟୁରାନ୍ସ ପୋର୍ଟାଲ ଖୋଲା ରହିବ ବୋଲି କେନ୍ଦ୍ର କୃଷି ମନ୍ତ୍ରାଳୟର କୃଷି ବିମାନ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।

  • Wednesday, 31 July 2024
Wayanad Landslide
ଆକାଶରେ ସିନ୍ଦୁରା ଫାଟିବା ଆଗରୁ, ତାଣ୍ଡବ ରଚିଦେଇ ଗଲା ପ୍ରକୃତି

ସୋମବାର ବଡ଼ି ଭୋରରୁ କେରଳ ୱାୟନାଡ଼ ଜିଲ୍ଲାରେ ତିନି ତିନିଟି ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଛି ୫ଟି ଗାଁ।

  • Wednesday, 31 July 2024
Wayanad Landslide
୨୦୦ ମୁହାଁ କେରଳ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା, ଧ୍ବଂସସ୍ତୁପ ତଳୁ ଚାଲିଛି ରେସ୍କୁ ଟିମର ଜୀବନ ଖୋଜା

୨ ଶହ ମୁହାଁ ହେଲାଣି କେରଳ ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା । ଏବେ ବି ଶତାଧିକ ଲୋକ ଧସିଥିବା ପାହାଡ଼ ତଳେ ଚାପି ହୋଇ ରହିଛନ୍ତି, ବନ୍ୟାରେ ଭାସି ନିଖୋଜ ଅଛନ୍ତି।

Puja Khedkar
ପୂଜା ଖେଡକରଙ୍କୁ ବଡ଼ ଝଟକା, ଆଉ ଦେଇପାରିବେନି UPSC ପରିଚାଳିତ କୌଣସି ପରୀକ୍ଷା

ନକଲି ପରିଚୟପତ୍ର ସହ ସେ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

  • Wednesday, 31 July 2024
  • UPSC
Surya varshan
Success Story: କାମ କରିଗଲା ଆଇଡିଆ, ୨୨ ବର୍ଷରେ ଛିଡ଼ାକଲେ ୧୦ କୋଟିର କମ୍ପାନୀ

ମାତ୍ର ୨୨ ବର୍ଷରେ କୋଟିପତି ବ୍ୟବସାୟୀ । ୨୦୦ ଟଙ୍କାରେ ଆରମ୍ଭ କରିଥିଲେ, ଏବେ ୧୦ କୋଟିରୁ ଅଧିକ ମୂଲ୍ୟର କମ୍ପାନୀ ।

Keral Tragedy
ୱାଏନାଡ ଟ୍ରାଜେଡି: ମିଳିଲା ଜଣେ ଓଡ଼ିଆ ଡାକ୍ତରଙ୍କ ମୃତଦେହ !

କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Gold Price Today
Gold Price Today 31st July 2024: ଆଗକୁ ଆସୁଛି ପର୍ବପର୍ବାଣୀ, ଆଜି ହିଁ କିଣି ଆଣନ୍ତୁ ସୁନା ଗହଣା

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

 Heavy Rainfall
ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୫୬ ଟପିଛି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ

କେରଳରେ ପ୍ରକୃତିର ତାଣ୍ଡବ । ବଢୁଛି ମୃତ୍ୟୁସଂଖ୍ୟା । ଭୂସ୍ଖଳନରେ ଫସି ରହିଛନ୍ତି ଶତାଧିକ ଲୋକ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

Wayanad Landslides
କେରଳରେ ପୁଣି ବିପର୍ଯ୍ୟୟର କରାଳ ତାଣ୍ଡବ

ବିପର୍ଯ୍ୟୟ ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Keral Land Slide
ୱାଏନାଡ ଭୂସ୍ଖଳନରେ ୧୦୦ ଟପିଲାଣି ମୃତ୍ୟୁସଂଖ୍ୟା

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

  • Tuesday, 30 July 2024
Paris Olympics
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁଟର ମନୁ ଭାକର

ଭାରତ ପାଇଁ ମନୁ ଆଣିଲେ ଦ୍ବିତୀୟ ପଦକ । ୧୦ ମିଟର ଏୟାର ପିସ୍ତଲ ସୁଟିଂ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ।

  • Tuesday, 30 July 2024
Wayanad Landslide
ବୁଲିବାକୁ ଯାଇଥିଲେ, ଭୂସ୍ଖଳନ ହେଲା; ଦୁଇ ଓଡ଼ିଆ ନିଖୋଜ

କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜ । କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ଏବଂ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳୁନି ।

  • Tuesday, 30 July 2024
Wayanad Landslides
ୱାୟନାଡ଼ରେ ପ୍ରକୃତିର ତାଣ୍ତବ, ମୃତ୍ୟୁ ମୁଖରୁ ଜୀବନ ଫେରାଇବା ପାଇଁ ଚାଲିଛି ଅପରେସନ୍

କେରଳରେ ପୁଣି ବିପର୍ଯ୍ୟୟର କରାଳ ତାଣ୍ଡବ । ୱାୟନାଡ଼ର ମେପାଡ଼ି ପାହାଡ଼ରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୯୩ କୁ ବୃଦ୍ଧି ପାଇଛି ।

UPSC Case
ଦିଲ୍ଲୀ ଟ୍ରାଜେଡ଼ି ... ଆହୁରି ୧୦ରୁ ୧୨ IAS ଆଶାୟୀ ନିଖୋଜ : ପପୁ ଯାଦବ

ଗତ କିଛିଦିନ ତଳେ ଦିଲ୍ଲୀ କେସ୍‌ ତ ଆପଣମାନଙ୍କର ମନେ ଥିବ । ବେସ୍‌ମେଣ୍ଟରେ ପାଣି ପଶିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

Whatsapp
ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? କ’ଣ କହିଲେ ସରକାର...

ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? ଏବେ ଏମିତି ଆଶଙ୍କାକୁ ନେଇ ଚିନ୍ତାରେ ଭାରତୀୟ ହ୍ୱାଟ୍ସଆପ୍ ୟୁଜର୍ସ ।

Jaya Bachchan
ସଂସଦରେ ରାଗିଗଲେ ଜୟା, ଉପାଧ୍ୟକ୍ଷଙ୍କୁ ଶୁଣାଇଲେ ଏମିତି କଥା...

ମହିଳାଙ୍କର ନିଜର କୌଣସି ପରିଚୟ ନାହିଁ ? ସେମାନଙ୍କର କୌଣସି ଉପଲବ୍ଧି ନାହିଁ ? ସଂସଦରେ ଡେପୁଟି ଚେୟାରମ୍ୟାନଙ୍କୁ ଏମିତି ଶୁଣାଇଲେ ଜୟା ବଚ୍ଚନ

Train Accident
ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ ଟ୍ରାଜେଡି: ମୃତ ଦୁଇଜଣ ହେଲେ ଓଡ଼ିଆ

ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ମୃତକଙ୍କ ଘର ରାଉରକେଲାରେ ।

Gold Price Today
Gold Price Today 30th July 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଦାମ୍

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।