• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Matric Exam
ଏଣିକି ଦୁଇ ଦୁଇ ଥର ହେବ ବୋର୍ଡ ପରୀକ୍ଷା

ଶ୍ରେଣୀଗୃହରେ ଟେକ୍ସଟ ବୁକ୍‌ ଶେଷ ଚାପ ହ୍ରାସ ପାଇବ । ଟେକ୍ସଟ ବୁକ୍‌କୁ ୨୦୨୪ରୁ ଉନ୍ନତ କରିବାକୁ ଘୋଷଣ ।

Chandrayaan 3
ଚନ୍ଦ୍ର ପରେ ଏବେ ସୂର୍ଯ୍ୟ-ଶୁକ୍ରକୁ ଯିବାକୁ ପ୍ରସ୍ତୁତ ହେବ ଭାରତ

ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ବଦଳି ଗଲା । ଆଜିର ଏହି ଦିନକୁ ଦେଶବାସୀ ସବୁଦିନ ମନେରଖିବେ । 

Chandrayaan 3
ଇତିହାସ ରଚିଲା ଭାରତ ! ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ରଖିଲା ପାଦ

ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ଚନ୍ଦ୍ରର ଦକ୍ଷିଣ ମେରୁରେ ରଚିଲା ଭାରତ ।

  • Wednesday, 23 August 2023
Chandrayaan 3, ISRO
ଚନ୍ଦ୍ରରେ ପହଞ୍ଚି କ’ଣ କରିବ ଚନ୍ଦ୍ରୟାନ-୩, ବିକ୍ରମ-ରୋଭରର କ’ଣ ରହିଛି ଭୂମିକା ?

ଆମେରିକା, ରୁଷିଆ, ଚୀନ ଆଗରୁ ନିଜର ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲେ ମଧ୍ୟ କେହି ଦକ୍ଷିଣ ମେରୁରେ ଅବତରଣ କରିପାରି ନାହାନ୍ତି।

Chandrayaan 3
ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ପଏଣ୍ଟ, କେମିତି ବାଛିଲା ISRO

ଇସ୍ରୋର କିଛି ବୈଜ୍ଞାନିକଙ୍କୁ ନେଇ ଗଠିତ ଟିମ୍ ଅନେକ ଅନୁଧ୍ୟାନ ପରେ ଚନ୍ଦ୍ରୟାନ ଥ୍ରୀର ଲ୍ୟାଣ୍ଡି ପାଇଁ ୪ କିଲୋମିଟର ଦୈର୍ଘ୍ୟ ଏବଂ ୨.୪ କିଲୋମିଟର ପ୍ରସ୍ଥ ବିଶିଷ୍ଟ ସ୍ଥାନ ବାଛିଛନ୍ତି ।

Chandrayaan-3 In South Pole On Moon
ଚନ୍ଦ୍ରୟାନ-୩ ପାଇଁ ଭାରତ କାହିଁକି ବାଛିଲା ଚନ୍ଦ୍ରର ଦକ୍ଷିଣ ଭାଗ...

ପୂର୍ବରୁ ଚନ୍ଦ୍ରର ସାଉଥ ପୋଲ୍‌ରେ କୌଣସି ବି ଦେଶ ପହଞ୍ଚି ନାହାନ୍ତି । ଭାରତ କାହିଁକି ଏଭଳି ନିଷ୍ପତ୍ତି ନେଇଛି ?

Lacknow Mayor
କ୍ଷମତାର ଅହଙ୍କାର ! ମେୟରଙ୍କୁ ICUକୁ ଛାଡ଼ିଲେନି, ମେଡିକାଲ ଭାଙ୍ଗିବାକୁ ଆସିଲା ବୁଲଡୋଜର

ଆଜ୍ଞା ହଁ, ଲକ୍ଷ୍ନୌର ଜଣେ ମେୟର ଏକ ଘରୋଇ ହସ୍ପିଟାଲ ଭିତରକୁ ଯାଉଥିଲେ । ଏହି ସମୟରେ କିଛି ଡାକ୍ତର ତାଙ୍କୁ ଚପଲ କାଢ଼ି ଭିତରକୁ ଯିବା ପାଇଁ କହିଥିଲେ ।

  • Wednesday, 23 August 2023
  • ICU
Under construction railway over bridge collapsed in Mizoram
ଭୁଶୁଡ଼ିଲା ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌, ୧୭ ଶ୍ରମିକ ମୃତ

ଭୁଶୁଡ଼ିଲା ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌। ମିଜୋରାମର ରାଜଧାନୀ ଆଇଜଲ ନିକଟ ସାଇରଙ୍ଗରେ ଆଜି ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ୧୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

Moon Missions
ତିନୋଟି ଦେଶର ମୁନ୍‌ ମିଶନ୍‌ ସଫଳ ହୋଇଛି...ଦେଖିନିଅନ୍ତୁ ତାଲିକା...

କେଉଁ କେଉଁ ଦେଶ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ଲ୍ୟାଣ୍ଡିଂ କରିପାରିଛନ୍ତି । ଚତୁର୍ଥ ଦେଶ ଭାବରେ ଚନ୍ଦ୍ରରେ ସପ୍ଟଲ୍ୟାଣ୍ଡିଂ କରିବ ଭାରତ !!

Puja rituals performed across India for Chandrayaan-3 soft landing today
ଚନ୍ଦ୍ରୟାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା: କେଉଁଠି ଆଳତି କରାଯାଉଛି ତ ଆଉ କେଉଁଠି ପ୍ରାର୍ଥନା କରୁଛନ୍ତି ଛାତ୍ରଛାତ୍ରୀ...

ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣଅନୁକୋଣରେ ସବୁଠି ଚାଲିଛି ପୂଜାର୍ଚ୍ଚନା। କେଉଁଠି ଆଳତି କରାଯାଉଛି ତ ଆଉ କେଉଁଠି ପ୍ରାର୍ଥନା କରୁଛନ୍ତି ଛାତ୍ରଛାତ୍ରୀ...

Why Chandrayaan-2 Soft Landing Failed
କାହିଁକି ଫେଲ୍ ମାରିଥିଲା ‘ଚନ୍ଦ୍ରୟାନ-୨’ର ସଫ୍ଟଲ୍ୟାଣ୍ଡିଂ ? କେଉଁଠି ରହିଲା ଭୁଲ୍ ?

୨୦୧୯ ମସିହା ଜୁଲାଇ ୨୨, ଉତ୍‌କ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୨। ଜହ୍ନ ଅଭିମୁଖେ ଯାଇଥିଲା ଲ୍ୟାଣ୍ଡର ବିକ୍ରମ, ରୋଭର୍ ପ୍ରଜ୍ଞାନ ଏବଂ ଅର୍ବିଟର ମଡ୍ୟୁଲ୍। ତେବେ ସେପ୍ଟେମ୍ବର ୭ରେ ସଫଳ ହୋଇପାରିନଥିଲା ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା।

Chandrayaan-3 is all set to make its soft landing today
କିଭଳି ହେବ ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ ? ଜାଣନ୍ତୁ, ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରକ୍ରିୟା...

ଚନ୍ଦ୍ରୟାନ-୩ ଲ୍ୟାଣ୍ଡର୍‌ ଓ ରୋଭରକୁ ମିଶାଇ ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ । ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ ।

Chandrayaan-3 Countdown begins to Soft Landing on Moon
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା, ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରୟାନ-୩’

ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ।

Narendra Modi
ପାକିସ୍ତାନରୁ ଆସିଛନ୍ତି ଭଉଣୀ, ମୋଦିଙ୍କୁ ବାନ୍ଧିବେ ରାକ୍ଷୀ

ଗତ ୩୦ ବର୍ଷ ହେବ ସେ ମୋଦିଙ୍କୁ ରାଖି ବାନ୍ଧୁଛନ୍ତି । ଏହି ଥର ମଧ୍ୟ ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ରାଖି ବାନ୍ଧିବେ ବେଲି ଜଣାପଡିଛି । 

Chandrayaan 3
କାଲି ସଂଜକୁ ଜହ୍ନରେ ଇତିହାସ ରଚିବ ଭାରତ

କାଲି ସଂଜକୁ ଜହ୍ନରେ ଇତିହାସ ରଚିବ ଭାରତ । ମନ୍ଦିରଠୁ ନେଇ ମସଜିଦ୍ ଯାଏଁ ଚନ୍ଦ୍ରୟାନ-୩ର ସଫଳ ମନାସୁଛି ସାରା ଦେଶ । ତେଣେ ଅବତରଣ ପୂର୍ବରୁ ଲ୍ୟାଣ୍ଡରର ପ୍ରତିଟି ଗତିବିଧି ପରଖୁଛି ଇସ୍ରୋ । ସଫ୍ଟ ଲ୍ୟାଣ୍ଡିଂ ପାଇଁ ଶେଷ ୧୯ ମିନିଟ୍ ଉପରେ ନଜର

Chandrayaan 3
ଗତିବିଧି ଉପରେ ନଜର ରଖିଛି ଇସ୍ରୋ, ସଂଜକୁ ଜହ୍ନରେ ଇତିହାସ ରଚିବ ଭାରତ

ଚନ୍ଦ୍ରୟାନ ଥ୍ରୀର ସଫଳ ମନାସୁଛି ସାରା ଦେଶ । ଅବତରଣ ପୂର୍ବରୁ ଲ୍ୟାଣ୍ଡରର ପ୍ରତିଟି ଗତିବିଧି ଉପରେ ନଜର ।

Crime Against Women
ସାଙ୍ଗର ଝିଅକୁ ବି ଛାଡ଼ିଲେନି ! ସ୍ୱାମୀ ଗର୍ଭବତୀ କରାଇଲେ, ଆଉ ପତ୍ନୀ ଗର୍ଭପାତ !

ଖାକା ବେଶ ଭଲ ଓ ସୁରକ୍ଷିତ ଭାବେ ଝିଅଟିକୁ ନିଜ ପାଖରେ ରଖିବେ ବୋଲି ତାଙ୍କ ମା’ଙ୍କୁ କହିଥିଲେ।

CHANDRAYAAN 3
ଆସିଲା ଚନ୍ଦ୍ରର ନୂଆ ଫଟୋ, ISRO ଜାରି କଲା ଭିଡିଓ... ଦେଖନ୍ତୁ

ସାରା ଦେଶକୁ ଏବେ ଚନ୍ଦ୍ରୟାନ ଫିଭର୍ । କାଲି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର।

Senior Scientist Of ISRO Over Chandrayaan 3 Landing
ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂକୁ ନେଇ ବଡ଼ ସୂଚନା- ଏପରି ହେଲେ ୨ ଘଣ୍ଟା ପୂର୍ବରୁ ବଦଳିପାରେ ନିଷ୍ପତ୍ତି...

ଆସନ୍ତାକାଲି ନହେଲେ ୨୭ ତାରିଖରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରୟାନ-୩। କାଲି ଯଦି ପରିସ୍ଥିତି ଅନୁକୂଳ ନହେଲା, ୨୭ରେ ଲ୍ୟାଣ୍ଡିଂ କରାଯିବ। ଏନେଇ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି।

Chandrayaan 3
ଚନ୍ଦ୍ରପୃଷ୍ଠରେ କ’ଣ କରିବ ଚନ୍ଦ୍ରଯାନ ?

ଚନ୍ଦ୍ରର ଭୂଚଳନ, ଆଭ୍ୟନ୍ତରୀଣର ଗଠନ ସଂପର୍କରେ ତଥ୍ୟ ସଂଗ୍ରହ । ପ୍ଲାଜମାର ସାନ୍ଦ୍ରତା, ତାପମାତ୍ରା ମାପିବ ପ୍ରଜ୍ଞାନ ।

Dwarka Expressway
ଆଧୁନିକ ଇଞ୍ଜିନିୟରିଂର ଚମତ୍କାରିତା,ଖୁବଶୀଘ୍ର ଲୋକାର୍ପିତ ହେବ ଦ୍ୱାରକା ଏକ୍ସପ୍ରେସ ୱେ

ଭାରତର ପ୍ରଥମ ଏଲିଭେଟେଡ୍ ଏକ୍ସପ୍ରେସ ୱେ । ୪ସ୍ତରୀୟ ଏକ୍ସପ୍ରେସ ୱେ, କ୍ଲୋଭରଲିଫ୍ ଇଣ୍ଟରଚେଞ୍ଜ ।

Gold Rs 21 Lakh Concealed With Rhodium Coated Hair Clip Seized At Hyderabad Airport
ମାନିବାକୁ ପଡ଼ିବ ଏମିତି ବୁଦ୍ଧି ! ହେୟାର କ୍ଲିପ୍‌ରେ ଲୁଚାଇ ନେଉଥିଲେ ସୁନା, ଏୟାରପୋର୍ଟରେ ଧରାପଡ଼ିଲେ...

ହେୟାର କ୍ଲିପ୍‌କୁ ରୋଡିୟମ୍‌ କୋଟିଂ କରି ସୁନା ଲୁଚାଇ ନେବାବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଏହାବ୍ୟତୀତ ତାଙ୍କ ଲଗେଜ୍‌ରୁ ଅନ୍ୟାନ୍ୟ ଅଳଙ୍କାର ଯଥା ମୁଦି, ଚୁଡ଼ି ମଧ୍ୟ ମିଳିଛି।

Minor Girl Rape Case
ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ

ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ । ସ୍ନେହ, ଶ୍ରଦ୍ଧା, ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଯାହା ଘଟିଯାଇଛି, କେହି ସ୍ୱପ୍ନରେ ଭାବିନଥିବେ..

Chandrayaan-3
ବୁଧବାର ସଂଜରେ 'ଚନ୍ଦ୍ରୟାନ' ମୁହୂର୍ତ୍ତ, ସାରା ଦେଶରେ ଉତ୍କଣ୍ଠା

ସାରା ଦେଶର ଅପେକ୍ଷା ବୁଧବାର ସନ୍ଧ୍ୟାକୁ । ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ସାରା ଦେଶରେ ବଢୁଛି ଉତ୍କଣ୍ଠା..

Minor Girl Rape Case
ଅଙ୍କଲ୍‌ ପାଲଟିଲା ରାକ୍ଷାସ; ଲଗାତାର ୩ ବର୍ଷ କରୁଥିଲା ଦୁଷ୍କର୍ମ

ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ..ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଆଜି ଯାହା ଘଟିଯାଇଛି, ନା କେହି କଳନା କରିଥିବେ ନା କେହି ସ୍ୱପ୍ନରେ ଭାବିଥିବେ ।