• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rakshya Bandhan

Know about raksha bandhan from Indian mythology
Raksha Bandhan 2023: ଭାରତୀୟ ପୁରାଣରେ ରକ୍ଷାବନ୍ଧନର ଅନନ୍ୟ କାହାଣୀ

ରକ୍ଷାବନ୍ଧନର ଏହି ପରମ୍ପରା ବହୁ ପ୍ରାଚୀନ। ଯଦିଓ ପୁରାଣରେ ଏହା କେବେ ଆରମ୍ଭ ହେଲା ତାହାର କିଛି ନିର୍ଦ୍ଦିଷ୍ଟ ବର୍ଣ୍ଣନା ନାହିଁ, କିନ୍ତୁ କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଆସନ୍ତୁ ଏ ସମ୍ବନ୍ଧିତ କିଛି ପୌରାଣିକ କାହାଣୀ ଜାଣିନେବା।

Know how to send rakshi to Indian soldiers
Raksha Bandhan 2023: ଭାରତୀୟ ସୈନିକଙ୍କ ହାତରେ କାହିଁକି ବନ୍ଧାଯାଏ ରାକ୍ଷୀ

ଆମର ଯତ୍ନ ନେଉଥିବା କୌଣସି ବ୍ୟକ୍ତି ଯଦି କିଛି ବି ବିପଦରେ ପଡନ୍ତି ଆମେ ସେମାନଙ୍କୁ ରକ୍ଷା କରିବା ନେଇ ଆଗେଇ ଆସୁ, ସେମାନଙ୍କ ମଙ୍ଗଳମୟ ଜୀବନ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁ। ସେମିତି ଆମ ସୁରକ୍ଷାର ଦାୟିତ୍ୱ ସୈନିକମାନେ ମଧ୍ୟ ନେଇଥାନ୍ତି। ଏହି ବୀର ସୈନିକଙ୍କ ପାଖକୁ କିପରି ରାକ୍ଷୀ ପଠାଇବେ ଜାଣନ୍ତୁ।

Why Rakshi Purnima is called Gahma Purnima
Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମାକୁ କାହିଁକି କୁହାଯାଏ ଗହ୍ମା ପୂର୍ଣ୍ଣିମା

ଶ୍ରାବଣ ମାସର ପୂର୍ଣ୍ଣିମାକୁ ପ୍ରତି ଓଡ଼ିଆ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ୍ତି। ଏହି ପର୍ବ ମଧ୍ୟ ରଜ ସଂକ୍ରାନ୍ତୀ ଏବଂ ଅକ୍ଷୟ ତୃତୀୟା ପରି କୃଷି କାମ ସହିତ ଜଡିତ। ଗାଈଗୋରୁ ଚାଷର ଏକ ପ୍ରମୁଖ ଅଂଶ ହୋଇଥିବାରୁ ଏହି ଦିନ ଓଡ଼ିଆମାନେ ବିଶେଷ କରି ଗୋସେବକମାନେ ଗୋରୁଙ୍କୁ ପୂଜା କରନ୍ତି।

Rakhi according to zodiac sign
Raksha Bandhan 2023: ରାଶି ଅନୁସାରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ; ମିଳିବ ଶୁଭ ଫଳ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାଶି ସହିତ ରଙ୍ଗର ବିଶେଷ ପ୍ରଭାବ ରହିଛି। ରକ୍ଷାବନ୍ଧନ ଦିନ ରାଶି ଅନୁସାରେ ଭାଇମାନଙ୍କ ହାତରେ ସେହି ରଙ୍ଗର ରାକ୍ଷୀ ବାନ୍ଧିଲେ ଅନେକ ଶୁଭ ଫଳ ମିଳିପାରେ। ଏହା ସମ୍ପର୍କକୁ ମଜଭୁତ କରିବା ସହିତ ଭାଇକୁ ସମସ୍ତ ଅସୁବିଧାରୁ ରକ୍ଷା କରେ। ତେବେ ଆସନ୍ତୁ କେଉଁ ରାଶିରେ କେଉଁ ରଙ୍ଗର ରାକ୍ଷୀ ବାନ୍ଧିଲେ ଶୁଭ ଫଳ ମିଳିବ ସେ ବିଷୟରେ ଜାଣିନେବା।

How Raksha Bandhan is celebrated across India
Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା; ଆଉ କେଉଁଠି କ’ଣ, ଜାଣନ୍ତୁ...

ଦକ୍ଷିଣ ଏସିଆର ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁପର୍ବ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ପର୍ବ ଭାଇ ଓ ଭଉଣୀଙ୍କ ସଂପର୍କକୁ ଦୃଢ କରିବା ସହ ସେମାନଙ୍କ ମଧ୍ୟରେ ଏକ ପବିତ୍ର ପ୍ରେମକୁ ବୁଣିଥାଏ। ରାକ୍ଷୀ ପୂର୍ଣ୍ଣିମାକୁ ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଉଥିବା ବେଳେ ଆଉ କେଉଁଠି କିପରି ପାଳନ ହୁଏ ଆସନ୍ତୁ ଜାଣିବା।

Narendra Modi
ପାକିସ୍ତାନରୁ ଆସିଛନ୍ତି ଭଉଣୀ, ମୋଦିଙ୍କୁ ବାନ୍ଧିବେ ରାକ୍ଷୀ

ଗତ ୩୦ ବର୍ଷ ହେବ ସେ ମୋଦିଙ୍କୁ ରାଖି ବାନ୍ଧୁଛନ୍ତି । ଏହି ଥର ମଧ୍ୟ ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ରାଖି ବାନ୍ଧିବେ ବେଲି ଜଣାପଡିଛି ।