ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ବିଶ୍ବକପର ଫାଇନାଲ ଫାଇଟ୍ । ସୁପରସଣ୍ଡେରେ ହେବ ସୁପର ମୁକାବିଲା ।
ସମ୍ପୂର୍ଣ୍ଣ ଘଟଣାକୁ ନେଇ ଦିଲ୍ଲୀ ପୋଲିସ ତା’ର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ଜଣେ ରୋଗୀ ୨୦୨୨ରେ ଗାଲ୍ ବ୍ଲାଡର ଚିକିତ୍ସା ପାଇଁ ସେହି କ୍ଲିନିକରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କର ଅପରେସନ୍ ଜଣେ ଯୋଗ୍ୟ ସର୍ଜନଙ୍କ ନିକଟରେ କରାଇବାକୁ କୁହାଯିବା ସହ ସର୍ଜନଙ୍କ ନାଁ ମଧ୍ୟ କ୍ଲିନିକ୍ ପକ୍ଷରୁ କୁହାଯାଇଥିଲା ।
ବିଶ୍ୱକପରେ ଭାରତ ଫାଇନାଲରେ ପ୍ରବେଶ କରିବା ପରେ ଛୁଟିଛି ଶୁଭେଚ୍ଛାର ସୁଅ । ଏନେଇ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅନ୍ଧାର ଭିତରେ ୪ ଦିନ, ୪୦ ଜୀବନ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୭ଟି ୱିକେଟ ନେଇଛନ୍ତି ମହମ୍ମଦ ସାମି । ମାତ୍ର ୫୭ରନ ଦେଇ ୭ଟି ୱିକେଟ ଅକ୍ତିଆର କରିଥିଲେ ଶାମୀ । ଗତକାଲି ୱାଙ୍ଖଡେରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିଥିଲା ।
ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଇତିହାସରେ ଇତିହାସ ରଚି ସାରିଛନ୍ତି ବିରାଟ କୋହଲି । ୱାଙ୍ଖେଡେରେ ୫୦ତମ ଶତକ ହାସଲ କରିଛନ୍ତି କିଙ୍ଗ ।
ସଫଳ ବୋଲର ମହମ୍ମଦ ସାମିଙ୍କୁ ୭ ୱିକେଟ ସଫଳତା ମିଳିଛି । ୫୭ ରନ୍ ବିନିମୟରେ ୭ ୱିକେଟ ନେଇ ବଡ଼ ସଫଳତା ହାସଲ କରିଛନ୍ତି ମହମ୍ମଦ ସାମି । ସେପଟେ ୩୨୭ ରନ୍ କରି ଅଲଆଉଟ ହୋଇଛି ନ୍ୟୁଜିଲାଣ୍ଡ ।
ନିର୍ମାଣାଧୀନ ଏଇ ଟନେଲରେ ମାଟି ଧସି ଶ୍ରମିକ ଫସିବା ପରଠୁ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ ।
କିଛି ଦିନର ଅସୁସ୍ଥତା ପରେ ମୁମ୍ବାଇ ଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସୁବ୍ରତ ରାୟ । ଆଉ ତା’ ସହିତ ପୁଣି ଆଶଙ୍କା ଭିତରେକୁ ଠେଲି ହୋଇଯାଇଛନ୍ତି କୋଟି କୋଟି ଜମାକାରୀ ।
ଜଣେ ବ୍ୟକ୍ତିଙ୍କ ଶରୀରରେ ଯଦି କୁକୁରର ଗୋଟିଏ ଦାନ୍ତ ଦାଗ ରହିଥାଏ ତେବେ ତାଙ୍କୁ ୧୦ ହଜାର ଟଙ୍କା ମିଳିବ । ସେହିପରି ଗୋଟିଏରୁ ଅଧିକ ଦାନ୍ତ ଦାଗ ରହିଥିଲେ ପୀଡ଼ିତ ଜଣଙ୍କୁ ୨୦ ହଜାର ଟଙ୍କା ରାଜ୍ୟ ସରକାର ଦେବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅପରାଜେୟ ଭାରତ, ବେଲଗାମ କୋହଲି । ଆଜି ପୁଣି ଥରେ ପଡ଼ିଆ ଭିତରେ ନିଜର ଦମ ଦେଖାଇଛନ୍ତି ବିରାଟ ।
ଜମ୍ମୁ କାଶ୍ମୀରରେ ବଡ଼ ଧରଣର ବସ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।
ପରଲୋକରେ ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟ । ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି...
ଭାରତ ନ୍ୟୁଜିଲାଣ୍ତ ମ୍ୟାଚ ପୂର୍ବରୁ ସୋସିଆଲ ମିଡ଼ିଆ X ରେ ଧମକପୂର୍ଣ୍ଣ ଟ୍ୱିଟ । ମୁମ୍ବାଇ ପୋଲିସର ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ କରି ଧମକ ଦେଇଛି ସନ୍ଦିଗ୍ଧ ।
ଦିନ ଥିଲା ସାହାରା ବନିଯାଇଥିଲା ଦେଶର ସବୁଠୁ ବଡ଼ କମ୍ପାନୀ... ଭାରତୀୟ ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା.. କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା..
ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କର ଆଜି (ସୋମବାର) ପରଲୋକ ଘଟିଛି।
ଜେଜେ ଗାଡ଼ି ପାର୍କ କରୁଥିଲେ, ନାତି ଘର ସାମ୍ନାରେ ଖେଳୁଥିଲା । କିନ୍ତୁ ଗାଡ଼ି ତଳେ ଚାପି ହୋଇ ନାତିର ଜୀବନ ଯାଇଛି ।
ଛତିଶଗଡରେ ଆସନ୍ତା ୧୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ।
ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ ।
ଦିଲ୍ଲୀରେ ଦୀପାବଳି ବଢାଇଲା ପ୍ରଦୂଷଣ । ସୁପ୍ରିମକୋର୍ଟଙ୍କ କ୍ରାକର ବ୍ୟାନକୁ ମାନିଲେନି ଦିଲ୍ଲୀ ବାସିନ୍ଦା ।
ଏଥର ବି ଯବାନମାନଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି।
ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନକୁ ଜୋରଦାର କରିଛନ୍ତି ।
ଲକ୍ଷ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟାର ସରଜୁ ତଟ । ସରଜୁ ନଦୀର ୫୧ଟି ଘାଟରେ ଏକାସାଙ୍ଗରେ ଜଳିଲା ୨୪ ଲକ୍ଷ ଦୀପ ।
ଜାନୁଆରୀ 22ରେ ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଏବେ ଯେମିତି ସବୁଦିନ ଉତ୍ସବ। ସପ୍ତମ ଦୀପୋତ୍ସବରେ ସରଜୁ ନଦୀତଟରେ ଆଜି ଏକକାଳିନ 24 ଲକ୍ଷ ଦୀପ ଜଳିଛି। ଉତ୍ସବରେ ବୁଡ଼ିଛି ଅଯୋଧ୍ୟା..
ଭବ୍ୟ, ଦିବ୍ୟ ଶ୍ରୀରାମ ମନ୍ଦିରରେ କେଉଁଠି ଲାଗିବେ କେଉଁ ପାର୍ଶ୍ୱ ମୂର୍ତ୍ତି । ତ୍ୱରିତ ଗତିରେ ମନ୍ଦିର ନିର୍ମାଣ ସାଙ୍ଗକୁ ମୂର୍ତ୍ତିନିର୍ମାଣ କାର୍ଯ୍ୟଶାଳାରେ ରାମାୟଣର ପ୍ରତିଟି କଥାବସ୍ତୁକୁ ଦର୍ଶାଉଥିବା ଏସବୁ ମୂର୍ତ୍ତି ନିର୍ମାଣ ବି ଶେଷ ପର୍ଯ୍ୟାୟରେ ।