• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kerala Police

Dog Threat
ପୋଲିସକୁ ଘାରିଛି କୁକୁର ଭୟ, ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ୁଛି

ରେଡ୍ ସମୟରେ ଏବେ ଖୋଦ୍ ପୋଲିସକୁ ଘାରିଛି କୁକୁର ଭୟ । ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ି ପକାଉଛି କୁକୁର । ପୋଲିସଙ୍କୁ କାମୁଡ଼ିବାକୁ କୁକୁରଙ୍କୁ ଏମିତି ଟ୍ରେନିଂ ଦେଇଛନ୍ତି ମାଲିକ ।

Cute little girl
କୁନି ଝିଅକୁ ସାଲ୍ୟୁଟ୍‌ ମାରିଲେ ପୋଲିସ୍‌ ବାବୁ: ହେଲେ କାହିଁକି ?

ଭାଇରାଲ ହେଉଥିବା ଭିଡିଓରେ ଶିଶୁର ଏଭଳି ସମ୍ମାନ ଦେଖି ପୁଲିସ ଅଧିକାରୀ ଶିଶୁ ସ୍ୟାଲୁଟର ପ୍ରତି ସ୍ୟାଲୁଟ ବି ଦେଇଥିଲେ । ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ ପୁଲିସ ଅଧିକାରୀ ଓ ଶିଶୁଙ୍କ ଏହି ହୃଦୟସ୍ପର୍ଶୀ ଭିଡିଓକୁ କ୍ୟାମେରାରେ ‌କଏଦ କରିଥିଲେ । ପରେ ଏହାକୁ ସୋସିଆଲ ମିଡିଆ ସାଇଟ୍‌ରେ ଅପଲୋଡ୍‌ କରାଯାଇଥିଲା । ଯାହା ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।