ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଦିନ ଦ୍ୱିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି...
ବିଶ୍ୱାସ, ଭରସା ଓ ଭଲପାଇବାର ନିଆରା କାହାଣୀ । ପୁଣି ଥରେ ସେ ପ୍ରମାଣିତ କରିଛି ନିଜ ବିଶ୍ୱସ୍ତ ବନ୍ଧୁର ପରିଚୟ। ଆମେ କହୁଛୁ କେରଳ କନ୍ନୁର ଅଞ୍ଚଳର ଗୋଟିଏ କୁକୁର ରାମୁ କଥା । ଯିଏ ୪ ମାସ ହେଲା ଅପେକ୍ଷା କରି ରହିଛି ଏକ ହସ୍ପିଟାଲର ଶବଗୃହ ପାଖରେ ।
ବାୟୁ ପ୍ରଦୂଷଣରେ ଅଣନିଶ୍ବାସୀ ଦିଲ୍ଲୀବାସୀ। ଦିନ ଦ୍ବିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ବାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି । ଏମିତି ସ୍ଥିତି ଯୋଗୁ ନଭେମ୍ବର ୧୦ ଯାଏଁ ପ୍ରାଥମିକ ସ୍କୁଲ ବନ୍ଦ କରିଛନ୍ତି ଦିଲ୍ଲୀ ସରକାର। ଏପଟେ ରାଜଧାନୀ ଭୁବନେଶ୍ବରରେ ବି ବଢ଼ୁଛି ପ୍ରଦୂଷଣ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ..
ଛତିଶଗଡ଼ କାଙ୍କେର ଜିଲ୍ଲା ଅନନ୍ତଗଡ଼ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଧ୍ୱଂସ ହୋଇଛି । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଏୟାର କ୍ୱାଲିଟି ଇଣ୍ଡେକ୍ସ ନିମ୍ନସ୍ତରକୁ ଖସୁଥିବାରୁ ଧୂଳି ଓ ଧୂଆଁରେ ଅଣନିଶ୍ୱାସୀ ହୋଇଯାଉଛନ୍ତି ଦିଲ୍ଲୀବାସୀ । ସ୍ଥିତି ନିୟନ୍ତ୍ରଣ ଲାଗି ବିଭିନ୍ନ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର।
କ୍ରିକେଟ ଜଗତର ସେ ଅଦ୍ବିତୀୟ ସମ୍ରାଟ ପାଲଟି ଯାଇଥିଲେ । ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରି ଚାଲିଥିଲେ ।
ନିର୍ବାଚନ ପ୍ରଚାର ବେଳେ ମାଓବାଦୀମାନେ ବିଜେପି ନେତା ରତନ ଦୁବେଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଚାର କରୁଥିବା ବେଳେ ନାରାୟଣପୁର ଜିଲ୍ଲାର କୌଶଲ ନଗରରେ ତାଙ୍କୁ ମାଓବାଦୀମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୋଲିସ କହିଛି।
ଛତିଶଗଡ ନିର୍ବାଚନ ପାଇଁ ଜୋର ସୋର ଚାଲିଛି ପ୍ରଚାର । ପ୍ରଚାର ମୈଦାନରେ କଳ ବଳ ଖଟାଉଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଓଡିଶା ସୀମାନ୍ତ ଜଗଦଲପୁର ଅଞ୍ଚଳ ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ବହୁ ସଂଖ୍ୟାରେ ଓଡିଆ ବାସବାସ କରନ୍ତି ।
ଜଣେ ଘର ମାଲିକଙ୍କ ଘରଭଡ଼ା ଦେବାର ତରିକା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଜଣେ ଚାକିରି ଆଶାୟୀ ଠାରୁ କମ୍ ନଥିଲା ଭର ମାଲିକଙ୍କ ପ୍ରଶ୍ନ ।
ଆଗେ ବିବାହ, ପରେ କାର୍ଯ୍ୟ । ଏଭଳି ଦାବି ରଖି ନିଲମ୍ବିତ ହୋଇଛନ୍ତି ଶିକ୍ଷକ ।
ପରୀକ୍ଷାକୁ ସମସ୍ତଙ୍କର ଡର ଥାଏ । କିନ୍ତୁ ପରୀକ୍ଷାକୁ ଡରି କାହାର ପ୍ରାଣ ଚାଲି ଯିବାର ଶୁଣିଛନ୍ତି କି ? ରାଜକୋଟରେ ଘଟିଛି ଏପରି ଅଭାବନୀୟ ଘଟଣା ।
ଚାରିଆଡ଼େ ଖାଲି ଧୂଆଁ ଆଉ ଧୂଆଁ । ବିଭିନ୍ନ ଅଞ୍ଚଳରେ ଏକ୍ୟୁ ୪୫୦ ଉପରେ ରହିଛି ।
ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ।
ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।
ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ଗତ ୬ ଦିନ ଧରି ଦିଲ୍ଲୀରେ ବାୟୁ ଅତି ନିମ୍ନମାନର।
ଆସନ୍ତା ଜାନୁଆରୀ ୨୨ ତାରିଖରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ। ଏହିଦିନ ଅଯୋଧ୍ୟାରେ ଅଦ୍ଭୂତପୂର୍ବ ଆନନ୍ଦର ପରିବେଶ ହେବ।
ୟେ ଏମିତି ସେମିତିକା ନିଶା ନୁହେଁ । ଡ୍ରଗସ, ବ୍ରାଉନସୁଗାର ଆଉ ଏବେ ନୂଆ ମାର୍କେଟକୁ ଆସିଥିବା ସାପ ଭେନମ୍ । ସାରା ଦେଶରେ ଏବେ ଚହଳ ସୃଷ୍ଟି କରିଛି ଉତ୍ତରପ୍ରଦେଶ ନୋଏଡ଼ାର ରେଭ୍ ପାର୍ଟି ।
ମେନକା ଗାନ୍ଧୀଙ୍କ ସହ ଜଡିତ ଏକ ସଂଗଠନ PFA (ପିପୁଲ୍ ଫର୍ ଆନିମଲ୍) ସୂଚନା ପାଇଥିଲା ଯେ ଏଲ୍ଭିସ୍ ଯାଦବ NCRରେ ଥିବା ଫାର୍ମ ହାଉସର ରେଭ୍ ପାର୍ଟିରେ ଜୀବନ୍ତ ସାପଙ୍କ ସହ ଭିଡିଓ ସୁଟିଂ କରୁଛନ୍ତି । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଏଲଭିସ୍ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ।
ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀ ବାସୀ ଏବଂ ସରକାର।
ସଂସଦର ଏଥିକ୍ସ କମିଟିର ବୈଠକରେ ହଙ୍ଗାମା। ତ୍ରୁଣମୂଳ କଂଗ୍ରେସ ସାଂସଦ ମହଆ ମୈତ୍ରଙ୍କୁ ସାଙ୍ଗରେ ଧରି ବୈଠରୁ ବହାରି ଗଲେ ବିରୋଧୀ ସଦସ୍ୟ।
ଏଥିକ୍ସ କମିଟିରେ ହାଜର ହୋଇପାରନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏନେଇ ଏଥିକ୍ସ କମିଟି ପକ୍ଷରୁ ତାଙ୍କୁ ସମନ୍ କରା ଯାଇଥିଲା । ଗତ ୩୧ ତାରିଖରେ କମିଟି ଆଗରେ ହାଜର ହୋଇ ପକ୍ଷ ରଖିବା ଲାଗି ମହୁଆଙ୍କୁ କମିଟି ପକ୍ଷରୁ କୁହାଯାଇଥିଲା ।
ଇଡିରେ ହାଜର ହେବାକୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିଜ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି କେଜ୍ରିୱାଲ ।
ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ନରେଶ ଗୋୟଲ ଓ ତାଙ୍କ ପରିବାର ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ED ଲଣ୍ଡନ, ଦୁବାଇ ଏବଂ ବିଭିନ୍ନ ରାଜ୍ୟରେ ଥିବା ସମ୍ପତ୍ତିରୁ ୫୩୮ କୋଟି ଟଙ୍କା ଜବତ କରିଛି।
ବୋହୂ ଜଣକ ନିଜ ପୁଅକୁ ଖାଇବାକୁ ଦେବାକୁ ଚାହୁଁଥିଲେ । କିନ୍ତୁ ସେହି ସମୟରେ ଅସୁସ୍ଥ ବୃଦ୍ଧ ଶ୍ୱଶୁର ଶୋଇବାକୁ ଚାହୁଁଥିଲେ । ଯାହାକୁ ନେଇ ବୋହୂ ରାଗି ଯାଇଥିଲେ । ପରେ ସେହି କଥାକୁ ନେଇ ଶ୍ୱଶୁରଙ୍କୁ ଜାଳିଦେବାକୁ ରାଗରେ ଉଦ୍ୟମ କରିଥିବା ଜଣାପଡ଼ିଛି ।
ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।