• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cyclone Remal
'ରେମାଲ୍‌' ତାଣ୍ଡବ; ବାଂଲାଦେଶରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ୧୫ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ

୧୪ ଶହରୁ ଅଧିକ ଡାକ୍ତରୀ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୨୯ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

Prajwal Revanna
ଭୁଲ ମାଗିଲେ ପ୍ରଜ୍ଜ୍ୱଳ ରେବନ୍ନା..କହିଲେ, ମୋ ବିରୋଧରେ ହୋଇଛି ରାଜନୈତିକ ଷଡ଼ଯନ୍ତ୍ର

ଯୌନ ନିର୍ଯାତନା ଭଳି ସାଂଘାତିକ ମାମଲାରେ ଫସିଥିବା କର୍ଣ୍ଣାଟକାର ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେବନ୍ନା ଶେଷରେ କ୍ଷମା ମାଗିଛନ୍ତି।

  • Monday, 27 May 2024
  • SIT
Kedarnath Dham
କେଦାରନାଥ ଧାମରେ ନୂଆ ରେକର୍ଡ, ୧୮ ଦିନରେ ବାବାଙ୍କ ଦର୍ଶନ କଲେ ୫ ଲକ୍ଷ ଭକ୍ତ

ଚଳିତ ବର୍ଷ ମାତ୍ର ୧୮ ଦିନରେ ପାଞ୍ଚ ଲକ୍ଷରୁ ଅଧିକ ଭକ୍ତ କେଦାରନାଥ ଯାଇ ବାବା କେଦାରଙ୍କ ଦର୍ଶନ କରିଛନ୍ତି । ଯାହା ପୂର୍ବ ବର୍ଷଗୁଡ଼ିକର ଥିବା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି ।

Rahul Gandhi Stage Collapsed
ଏତେ ଲୋକ ଚଢ଼ିଲେ ଯେ, ସମ୍ଭାଳି ପାରିଲାନି ମଞ୍ଚ ! ଦେଖନ୍ତୁ ଭିଡିଓ...

ପୂରା ଘଟଣା ସୋମବାର ବିହାରରେ ଆୟୋଜିତ ଲୋକସଭା ନିର୍ବାଚନୀ ସଭାରେ ଘଟିଛି। ପାଟନା ଉପକଣ୍ଠ ପଲିଗଞ୍ଜ ଠାରେ ଆରଜେଡି ନେତ୍ରୀ ମିଶା ଭାରତୀଙ୍କ ପାଇଁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା।

Porsche Case
ପୁଣେ ହିଟ୍ ଆଣ୍ଡ ରନ୍ ମାମଲା: ରକ୍ତ ନମୂନା ହେରଫେର କରିଥିଲେ ଡାକ୍ତର

ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଡାକ୍ତରଙ୍କ ଚଞ୍ଚକତା ନେଇ ସାଂଘାତିକ ଦିଗ ସାମ୍ନାକୁ ଆସିଛି । ଅଭିଯୁକ୍ତ ନାବାଳର ରକ୍ତ ନମୂନା ପରୀକ୍ଷା ବେଳେ ବଡ଼ ଧରଣର ଚଞ୍ଚକତା କରାଯାଇଥିବା ଅଭିଯୋଗରେ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି ।

Drive on Road Divider
ରୋଡ୍‌ ଡିଭାଇଡର ଉପରେ ଚଲାଇଲେ ବାଇକ୍‌, ଭାଇରାଲ ହେଲା ଭିଡିଓ

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବକ ତ୍ରିଚେର କୋଲିଡାମ ନଦୀ ବ୍ରିଜ୍‌ ଉପରେ ଥିବା ରୋଡ୍‌ ଡିଭାଇଡର ଉପରେ ବାଇକ୍‌ ଚଲାଉଛନ୍ତି ।

gold neclace
Gold Price Today 27th May 2024: ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍...

ବଢିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

CCTV Footage
ଗେମିଂ ଜୋନ୍ ଫାୟାର୍; ୱେଲ୍ଡିଂରୁ ଲାଗିଲା ନିଆଁ, ଘଟିଗଲା ଏତେ ବଡ଼ ଅଘଟଣ

ସିସିଟିଭି ଫୁଟେଜରୁ ସାମନାକୁ ଆସିଲା ରାଜକୋଟ ଟିଆରପି ଗେମିଂ ଜୋନରେ ଅଗ୍ନିକାଣ୍ଡର କାରଣ । ଏକ୍ସଟେନସନ ଏରିଆରେ ବିଲଡିଂ କାରଣରୁ ନିଆଁ ଲାଗିଥିବା ସୂଚନା ।

Cyclone
ବାତ୍ୟା ଆଣିଲା ସର୍ବନାଶ! ରେମାଲ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି

ପ୍ରବଳ ବର୍ଷିଲା । ଉପୁଡ଼ିଲା ଗଛ । ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।

Cyclone Remal
ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’, ପ୍ରାୟ ୪ ଘଣ୍ଟା ଧରି ଜାରି ରହିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା

ଭୀଷଣ ରୂପ ଧାରଣ କରି ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍‌ । ପ୍ରାୟ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିବ ।

Ayodhya Ram mandir
ରାମ ମନ୍ଦିରକୁ ମୋବାଇଲ୍‌ ମନା; ଟ୍ରଷ୍ଟ ପକ୍ଷରୁ ନିୟମ ଲାଗୁ

ରାମ ମନ୍ଦିର ପରିସରକୁ ଏବେ ମୋବାଇଲ୍‌ ଫୋନ୍‌ ନେବା ନିଷେଧ କରାଯାଇଛି। ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା।

Huge Fire At Delhi Children's Hospital
ଶିଶୁ ଚିକିତ୍ସା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ୭ନବଜାତ ଜୀବନ୍ତ ଦଗ୍ଧ

ଗତକାଲି ରାତି ପ୍ରାୟ ୧୧.୩୨ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ପରେ ତୁରନ୍ତ ୧୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା।

Fire Mishap
ଗୁଜରାଟ ରାଜକୋଟର ଏକ ଗେମିଂ ଜୋନରେ ନିଆଁ; ୨୪ ମୃତ

ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

General Election 2024
ଭୋଟ ଦେଲେ ହେଭିୱେଟ: ଷଷ୍ଠ ପର୍ଯ୍ୟାୟରେ ମତ ସାବ୍ୟସ୍ତ କଲେ ପ୍ରେସିଡେଣ୍ଟ

ଗଣତନ୍ତ୍ରର ମହାପର୍ବ, ପୁଣି ମହା ଉତ୍ସାହରେ ସାମିଲ ହେଲା ସାରା ଦେଶ। ସାଧାରଣ ନିର୍ବାଚନ ୨୦୨୪ ଲାଗି ସରିଲା ଷଷ୍ଠ ପର୍ଯ୍ୟାୟ ଭୋଟ୍। ଏହି ପର୍ଯ୍ୟାୟରେ ମତଦାନ କରିଛି ଦିଲ୍ଲୀ। ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ମତଦାନ କରିଛନ୍ତି ଦେଶର ପ୍ରଥମ ନାଗରିକ।

Hardik Pandya
ଅଲଗା ହୋଇଗଲେ କି ହାର୍ଦ୍ଦିକ୍ -ନତାଶା, ସମ୍ମୁଖରେ କାହିଁକି ନଜର ଆସୁନାହାନ୍ତି ଉଭୟେ

ପ୍ରଥମେ ଦଳ ହାରିଲା, ଆଉ ବର୍ତ୍ତମାନ ସ୍ତ୍ରୀ ମଧ୍ୟ ଛାଡ଼ି ଯିବେ । ଟିମ୍ ଇଣ୍ତିଆର ଷ୍ଟାର୍ କ୍ରିକେଟର୍ ହାର୍ଦ୍ଦିକ୍ ପାଣ୍ତ୍ୟାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି ।

 Muslim Artist
ଭାଇଚାରାର ଅପୂର୍ବ ନିଦର୍ଶନ; ରଥ ଗଢୁଛନ୍ତି ‘ମୁସଲିମ୍’ ମହାରଣା 

ମୁସଲମାନ ଶିଳ୍ପୀ ନିର୍ମାଣ କରୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ରଥ। ଦୀର୍ଘ ୪୦ ବର୍ଷ ପରେ ନିର୍ମାଣ ହେଉଛି ମହାବାହୁ ଜଗନ୍ନାଥଙ୍କ ରଥ।

Pune Porsche Crash
ନାତିକୁ ବଞ୍ଚାଇବା ପାଇଁ ଡ୍ରାଇଭର୍ ମୁଣ୍ତରେ ଦୋଷ ଢାଳୁଥିଲେ ଜେଜେବାପା, ଗିରଫ!

ଡ୍ରାଇଭର ମୁଣ୍ତରେ ଢ଼ାଳୁଥିଲେ ଦୋଷ । ପୁଣେ ସ୍ପୋର୍ଟ୍ସ କାର୍ ଦୁର୍ଘଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ୍ ସତ୍ୟ । ନାତି ମୁଣ୍ତରୁ ହତ୍ୟାର ଦୋଷ କାଢ଼ିବା ପାଇଁ ଡ୍ରାଇଭରକୁ ବଳି ପକାଉଥିଲେ ।

  • Saturday, 25 May 2024
Divyang Tinkesh Kaushik
ଅସମ୍ଭବକୁ ସମ୍ଭବ କଲେ ଟିଙ୍କେଶ; ଏଭରେଷ୍ଟ ଚଢ଼ି କଲେ ବିଶ୍ୱ ରେକର୍ଡ

 ସମୟ ସଜାଇ ଦେଲା ଭିନ୍ନକ୍ଷମ । ଏବେ ଦୁଇ ଗୋଡ ନାହିଁ । କି ଗୋଟିଏ ହାତ ମଧ୍ୟ ନାହିଁ । ତଥାପି ରଚିଛନ୍ତି ବିଶ୍ୱ ରେକର୍ଡ ।

hindu marriage
‘ହିନ୍ଦୁ ବିବାହରେ ମ୍ୟୁଚୁଆଲ ଡିଭୋର୍ସ ହୋଇପାରିବ ନାହିଁ ’

ହିନ୍ଦୁ ବିବାହରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ହୋଇପାରିବ ନାହିଁ । ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ ଜିଏସ୍‌ ଅହଲୁୱାଲିଆ ଏକ ମାମଲା ଶୁଣାଣି ବେଳେ ଏହା କହିଛନ୍ତି । 

Tinkesh to reach Everest Base
ଦିବ୍ୟାଙ୍ଗ ଚଢ଼ିଲେ ପାହାଡ଼

କୃତ୍ରିମ ଅଙ୍ଗ ଦ୍ୱାରା ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ କରିଛନ୍ତି ଟିଙ୍କେଶ କୌଶିକ ।

Civil Judge's pet dog stolen
କିଏ ନେଇଗଲା ବିଚାରପତିଙ୍କ କୁକୁର ?

ଚୋରି ହୋଇଗଲା ସିବିଲ ଜର୍ଜଙ୍କ ପୋଷା କୁକୁର। ଖୋଜି ଖୋଜି ନାକେଦମ ପୋଲିସ ।

SBI
SBIରେ ଆକାଉଣ୍ଟ ଥିଲେ ସାବଧାନ ! ଏହି ଲିଙ୍କରେ କ୍ଲିକ୍ ନକରିବାକୁ ଚେତାବନୀ ଜାରି କଲା ବ୍ୟାଙ୍କ

ଏନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ବ୍ୟାଙ୍କ କେବେବି ଏସଏମଏସ କିମ୍ବା ହ୍ୱାଟସ୍‌ଆପ୍ ଉପରେ ଲିଙ୍କ୍ କିମ୍ବା ଅବାଞ୍ଛିତ APK ପଠାଏ ନାହିଁ। ଏଭଳି କୌଣସି ଲିଙ୍କରେ କ୍ଲିକ୍ କରିବା କିମ୍ବା ଅଜଣା ଫାଇଲ ଡାଉନଲୋଡ୍ ନକରିବା ପାଇଁ SBI ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ।

gold price today
Gold Price Today 25th May 2024: କମିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ ଅଛି ଦାମ୍...

କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ହ୍ରାସ୍‌ ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Pregnant Woman
କେମିତିକା ସ୍ୱାମୀ !! ସ୍ତ୍ରୀର ପେଟ ଚିରି ଦେଖୁଥିଲା ପିଲା; କୋର୍ଟ କହିଲେ, ଜୀବନ ସାରା ଜେଲ୍‌ରେ ରୁହ..

ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀ କଲା ମାରାଣାତ୍ମକ ଆକ୍ରମଣ। ସ୍ତ୍ରୀର ପେଟ ଚିରି କରୁଥିଲା ଲିଙ୍ଗ ନିରୂପଣ। କୋର୍ଟ ଦେଲେ ଆଜୀବନ କାରାଦଣ୍ତ ଦଣ୍ତାଦେଶ।

Aadhar Card
ଜୁନ୍‌ ୧୪ ପରେ ଅଚଳ ହୋଇଯିବ କି ଆଧାର କାର୍ଡ ? UIDAI ଦେଲା ସ୍ପଷ୍ଟୀକରଣ..ଜାଣନ୍ତୁ

୧୦ ବର୍ଷ ହେଲା ଯଦି ଆପଣ ନିଜ ଆଧାର କାର୍ଡ ଅପଡେଟ କରିନାହାନ୍ତି। ତେବେ ଜୁନ୍‌ ୧୪ ପରେ ଅଚଳ ହୋଇଯିବ ଆଧାର କାର୍ଡ। ଏମିତି କିଛି ଖବର ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଛି।