ବାତ୍ୟା ମୁକାବିଲା ନେଇ ଚାଲିଛି ପ୍ରସ୍ତୁତି।ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ୫ଟି NDRF ଟିମ୍। ଗତକାଲି ମଧ୍ୟରାତିରେ ଏହି ଟିମ୍ ଭୁବନେଶ୍ବର ବିମାନବନ୍ଦରେ ପହଞ୍ଚିଛନ୍ତି। ତେବେ ବଡ଼ କଥା ହେଉଛି ଏହି ଟିମ୍ରେ ମହିଳା ସଦସ୍ୟ ମଧ୍ୟ ଅଛନ୍ତି।
ବଢ଼ି ପାଣି ଫସିବା ପରେ ତାଙ୍କୁ ପ୍ରଥମେ ଗ୍ରାମବାସୀ ଦେଖି ଉଦ୍ଧାର ପାଇଁ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇବା ପରେ NDRF ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରଥମେ ଦଉଡ଼ି ସାହାଯ୍ୟରେ ବାହାଡ଼ରେ ପହଞ୍ଚିଥିଲେ ।